Browsing Category
ଦେଶ ବିଦେଶ
ଦେଖନ୍ତୁ ଦେଶର ଡିଜିଟାଲ୍ ଭିକାରୀ, ବେକରେ ଲଗାଇ ବୁଲୁଛନ୍ତି କ୍ୟୁଆର୍ କୋଡ୍
ନୂଆଦିଲ୍ଲୀ: ଆମ ଦେଶରେ ଆପଣ ମାନଙ୍କୁ ଅନେକ ସଂଖ୍ୟାରେ ଭିକାରୀ ଦେଖିବାକୁ ମିଳିଥିବେ । ଗୋଟିଏ କି ଦୁଇଟି ନୁହେଁ ବରଂ ପ୍ରାୟତଃ ସମସ୍ତ ସହରରେ ଭିକାରୀ ମାନେ ନଜର ଆସିଥାନ୍ତି । କିନ୍ତୁ ବର୍ତ୍ତମାନର ସମୟ ବଦଳିଗଲାଣି ।…
ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢ଼ୁଛି; ଦେଶରେ ଦିନକରେ ୧୨୪୧ ମୃତ
ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ଧୀରେ ଧୀରେ ନିମ୍ନଗାମୀ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ଆଉ ୬୭ ହଜାର ୮୪ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର୍ ୪.୪୪ ପ୍ରତିଶତକୁ କମିଲା ।…
ଗ୍ରାହକଙ୍କୁ ବଡ଼ ଝଟ୍କା, ଆସନ୍ତା ମାସରୁ ଆହୁରି ମହଙ୍ଗା ହେବ ପେଟ୍ରୋଲ୍ ଓ ଡିଜେଲ୍
ନୂଆଦିଲ୍ଲୀ: ଆସନ୍ତା ମାସଠାରୁ ଆହୁରି ମହଙ୍ଗା ହେବ ପେଟ୍ରୋଲ୍ ଓ ଡିଜେଲ୍ । ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ତୈଳ ଦରବୃଦ୍ଧିକୁ ଏକ ପ୍ରକାର ଅଟକାଇ ଦିଆଯାଇଥିବା କୁହାଯାଉଛି । ନିର୍ବାଚନ ଶେଷ ହେବାପରେ…
କରୋନାକୁ ମାତ୍ ଦେବ ନାଜାଲ ସ୍ପ୍ରେ, ବ୍ୟବହାର ୪୮ ଘଣ୍ଟାରେ ୯୯ ପ୍ରତିଶତ କମିବ ଭୂତାଣୁ
ନୂଆଦିଲ୍ଲୀ : କରୋନା ମହାମାରୀ ସାରା ବିଶ୍ୱକୁ କଲବଲ କରିସାରିଲାଣି । ସବୁଠି ହାହାକାର ପରିସ୍ଥିତି । ଯଦିଓ ତୃତୀୟ ଲହର କମୁଛି ତେବେ ପୁଣି ଆଗକୁ ନୂଆ ଭାରିଆଣ୍ଟ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଏବେ ଏହି ମାରାତ୍ମକ…
ଆଜି ୟୁପିରେ ପ୍ରଥମ ପର୍ଯ୍ୟାୟ ମତଦାନ, ୮୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍
ଲକ୍ଷ୍ନୌ: ଆଜିଠୁ ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍, ୧୧ ଟି ଜିଲ୍ଲାର ୫୮ ଟି ସିଟ୍ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ମତଦାନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ…
ଥମୁନି ‘ହିଜାବ’ ମାମଲା: ସମର୍ଥନ କରି ରାସ୍ତାକୁ ଓହ୍ଲାଇଲେ ୫୦୦ ଛାତ୍ରୀ
କର୍ଣ୍ଣାଟକରେ ଏକ କଲେଜରେ ହିଜାବକୁ ନେଇ ଯେଉଁ ବିବାଦ ଆରମ୍ଭ ହୋଇଛି ତାହା ଥମିବାର ନାଁ ନେଉନାହିଁ । କର୍ଣ୍ଣାଟକରେ ମୁସଲିମ୍ ଛାତ୍ରୀମାନେ କଲେଜରେ ହିଜାବ ପିନ୍ଧିବା ପାଇଁ ଦାବି କରିଛନ୍ତି ଏବଂ ଏହାକୁ ଅଧିକାର ବୋଲି…
ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୋଦିଙ୍କ ସାକ୍ଷାତକାର: ଦୀର୍ଘତମ ଇଣ୍ଟରଭ୍ୟୁ ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ହାତଗଣତି କିଛି ଦିନ ବାକି ରହିଛି । ଏହା ପୂର୍ବରୁ ଏକ ସାକ୍ଷାତକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ପୂର୍ବରୁ ଏହା ହେଉଛି ସବୁଠୁ…
ତିନି ବର୍ଷରେ ବେକାରୀ ଯୋଗୁଁ ଆତ୍ମହତ୍ୟା କରିଛନ୍ତି ୯,୧୪୦ ଜଣ: ସଂସଦରେ ସରକାର ଦେଲେ ତଥ୍ୟ
ନୂଆଦିଲ୍ଲୀ: ବେରୋଜଗାରୀ ଏବଂ ଋଣଗ୍ରସ୍ତ ପାଇଁ ଦେଶରେ ବଢ଼ି ଚାଲିଛି ଆତ୍ମହତ୍ୟା । ରାଜ୍ୟସଭା ରେ ବୁଧବାର କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦେବାଳିଆ ତଥା ଋଣଭାର ଯୋଗୁଁ ଆତ୍ମହତ୍ୟା କରିବା ଲୋକଙ୍କ ତଥ୍ୟ…
ଆସିଲା କରୋନା ବିନାଶକାରୀ ଔଷଧ: ମହାମାରୀରୁ ବଞ୍ଚାଇବାରେ ସହାୟକ ହେବ ଏହି ନାଜାଲ ସ୍ପ୍ରେ
ନୂଆଦିଲ୍ଲୀ: କରୋନା ମହାମାରୀକୁ ହରାଇବା ପାଇଁ ବିଶ୍ୱର ସମସ୍ତ ବେଜ୍ଞାନିକ ପ୍ରାୟତଃ ଫେଲ ମାରିଥିବା ବେଳେ ଆଶାର କିରଣ ଆଣିଛି କାନାଡାର ବାୟୋଟେକ କମ୍ପାନୀ । ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ ସହ ମିଶି ମାର୍କେଟକୁ…
UPI ପେମେଣ୍ଟ କଲେ ମିଳିବ ୧୦୦ ଟଙ୍କାର କ୍ୟାଶବ୍ୟାକ୍: କ୍ରିକେଟ ସିରିଜ ପାଇଁ ଏହି କମ୍ପାନୀ ଆଣିଛି ଦମଦାର ଅଫର
ନୂଆଦିଲ୍ଳୀ: ୟୁପିଆଇ ପେମେଣ୍ଟ ଉପରେ ମିଳୁଛି ୧୦୦ ଟଙ୍କାର କ୍ୟାଶବ୍ୟାକ । ୟୁପିଆଇ ଟ୍ରାଞ୍ଜାକ୍ସନ କମ୍ପାନୀ ପେଟିଏମ ପକ୍ଷରୁ ଏହି ଅଫର ପ୍ରଦାନ କରାଯାଇଛି । ଭାରତ ଓ ୱେଷ୍ଟଇଣ୍ଡିଜ ସିରିଜ ଉପଲକ୍ଷେ ଏହି ଅଫର ଘୋଷଣା…