Browsing Category
ଦେଶ ବିଦେଶ
ଧର୍ମ ନଦେଖି ସାଥି ବାଛିବା ଅଧିକାର ସାବାଳକଙ୍କ ଅଛି: ଆଲାହାବାଦ ହାଇକୋର୍ଟ
ପ୍ରୟାଗରାଜ: ଦୁଇ ଜଣ ସାବାଳକ ନିଜ ପସନ୍ଦ ଅନୁସାରେ ଜୀବନସାଥୀ ବାଛିପାରିବେ । ଏଥିରେ ସେମାନଙ୍କ ଧର୍ମ ଅଲଗା ହେଉ ନା କାହିଁକି । ସେମାନଙ୍କ ପାଖରେ ନିଜ ନିଜର ଜୀବନ ସାଥୀ ବାଛିବାର ସମ୍ପୂର୍ଣ୍ଣ ଅଧିକାର ରହିଛି ।…
ମା’-ଝିଅକୁ ମିଶାଇଲା ଫେସବୁକ୍ ମେସେଜ୍, ୧୪ ବର୍ଷ ତଳେ ହୋଇଥିଲେ ଅପହରଣ…
ନୂଆଦିଲ୍ଲୀ: ସୋସିଆଲ ମିଡିଆକୁ ନେଇ ଲୋକ ମାନଙ୍କ ମନରେ ଭିନ୍ନ ଭିନ୍ନ ପ୍ରକାରର ମତ ରହିଛି । କିଏ ନିଜ ଫାଇଦା ପାଇଁ ଏହାକୁ ବ୍ୟବହାର କରୁଛି ତ କିଏ ଏହାର ଦୁରୂପଯୋଗ କରୁଥିବା ଦେଖିବାକୁ ମିଳେ । ତେଣୁ ଏହାର ସଦୂପଯୋଗ…
୧୦ ବର୍ଷ ପର୍ଯ୍ୟନ୍ତ ଗାର୍ଲଫ୍ରେଣ୍ଡଙ୍କୁ ମାଆ-ବାପାଙ୍କଠୁ ଲୁଚେଇ ଘରେ ରଖିଥିଲେ ଯୁବକ, ଆଉ ଶେଷରେ….
ନୂଆଦିଲ୍ଲୀ: କେରଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ନିଜ ଗାର୍ଲଫ୍ରେଣ୍ଡଙ୍କୁ ୧୦ ବର୍ଷ ଧରି ଏକ ଘରେ ଲୁଚାଇ ରଖିଥିଲେ । ତେବେ ଯୁବକଙ୍କ ପ୍ରେମିକାଙ୍କ ବିଷୟରେ ତାଙ୍କର ବାପା ମାଆ ସାମାନ୍ୟ…
ଖାଦ୍ୟ ପାଇବାକୁ ଟିଭି, ଫ୍ରିଜ୍, ସୋଫା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଆଫଗାନିସ୍ତାନ ନାଗରିକ
ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ତାଲିବାନି ମାନେ ଆଫଗାନୀ ମାନଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଛନ୍ତି । ସେମାନଙ୍କ ମନମାନୀ ଶାସନ ଚଳାଇଛନ୍ତି । ଦୀର୍ଘ ଦିନ ଧରି ଯୁଦ୍ଧ ପରିସ୍ଥିତି ଲାଗି…
ଆତଙ୍କୀ ବେଶରେ ନଜର ଆସିଲେ ବାଇଡେନ୍, ପୋଷ୍ଟରରେ ଲେଖା ହୋଇଛି- ‘ମେକିଙ୍ଗ ତାଲିବାନ ଗ୍ରେଟ୍ ଏଗେନ’
ନୂଆଦିଲ୍ଲୀ : ଆଫଗାନିସ୍ତାନରୁ ଆମେରିକାର ଲଜ୍ଜାଜନକ ପ୍ରତ୍ୟାହାର ପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଖୁବ୍ ସମାଲୋଚନା କରାଯାଉଛି । ଖୋଦ୍ ଆମେରିକାବାସୀ ମଧ୍ୟ ଆଫଗାନରୁ କାହିଁକି ତରବରିଆ ଭାବେ ସୈନ୍ୟ ପ୍ରତ୍ୟାହାର…
କ’ଣ ଶସ୍ତା ହେବ ପେଟ୍ରୋଲ-ଡିଜେଲ୍ ? ଜିଏସଟି ପରିଷଦ ବୈଠକରେ ଆଜି ହୋଇପାରେ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ : ଆଜି ଲଖନଉରେ ବସ୍ତୁ ଓ ସେବା କର(ଜିଏସଟି) ପରିଷଦର ବୈଠକ ପୂର୍ବାହ୍ନ ୧୧ଟାରୁ ଜାରି ରହିଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ…
ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ ପହଞ୍ଚାଉଥିବା ବ୍ୟକ୍ତିଙ୍କୁ ମିଳିବ ୫ ହଜାର ପୁରସ୍କାର, ଜାଣନ୍ତୁ କେଉଁଠି ଲାଗୁହେଲା
ନୂଆଦିଲ୍ଲୀ: ରାଜସ୍ଥାନ ସରକାର ଜନସାଧାରଣଙ୍କ ପାଇଁ ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ୫ ହଜାର ଟଙ୍କା ପୁରସ୍କାର ମିଳିବ । ଏଥିସହିତ ଉକ୍ତ…
ଅର୍ଡର୍ କରିଥିଲେ ବର୍ଗର, ହେଲେ ଖାଇବା ବେଳେ ଭିତରୁ ବାହାରିଲା ଆଙ୍ଗୁଠି
ବଲିଭିଆ: ଅନଲାଇନ୍ ରେ ବର୍ଗର ଅର୍ଡର୍ କରିଥିଲେ । ହେଲେ ଖାଇବା ସମୟରେ ସେଥିରୁ ଏକ ମଣିଷ ଆଙ୍ଗୁଠି ଦେଖିବାକୁ ପାଇଥିଲେ । ଏହି ଘଟଣା ବଲିଭିଆରେ ଦେଖିବାକୁ ମିଳିଛି । ସେଠାରେ ଥିବା ଏକ ରେଷ୍ଟୁରାଣ୍ଟରୁ ମହିଳା ଜଣକ…
କରୋନା ଭାଇରସ୍ କେବେ ବି ଯିବ ନାହିଁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ
ନୂଆଦିଲ୍ଲୀ: କରୋନା ମହାମାରୀ ସବୁଦିନ ପାଇଁ ରହିବ, କେବେ ଯିବ ନାହିଁ । ସମସ୍ତଙ୍କୁ କରୋନା ସହ ଲଢ଼େଇ ଜାରି ରଖିବାକୁ ପଡ଼ିବ । ୨୦୦୯ରେ ଆସିଥିବା ସ୍ୱାଇନ ଫ୍ଲୁର ପ୍ରଭାବ ଆଜି ପର୍ଯ୍ୟନ୍ତ ବି ରହିଛି । ଅନୁରୂପ ଭାବେ…
ପରୀକ୍ଷା ପାଇଁ ସର୍ଟ ପିନ୍ଧିଯାଇଥିଲେ, ସାର ଡୋର ସ୍କ୍ରିନ ଗୁଡେ଼ଇ ହଲ୍ ରେ ବସିବାକୁ ବାଧ୍ୟ କଲେ
ନୂଆଦିଲ୍ଲୀ: ସର୍ଟ ପିନ୍ଧି ପରୀକ୍ଷା ଦେବାକୁ ଆସିଥିଲେ ଜଣେ ୧୯ ବର୍ଷୀୟ ଯୁବତୀ । ହେଲେ ସର୍ଟ ପିନ୍ଧିଥିବାରୁ ସାର୍ ହଲ୍ ଭିତରେ ପଶିବାକୁ ବାରଣ କରିଥିଲେ । ଏହାପରେ ଯୁବତୀଙ୍କୁ ଡୋର୍ ସ୍କ୍ରିନ୍ ଗୋଡ଼ ଚାରିପଟେ ଗୁଡାଇ…