CHARIDHAM
Browsing Category

ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ: ପଞ୍ଜାବରେ ୧୫ ଆତଙ୍କବାଦୀ ସଂଗଠନ ସହ ଏହି ୨୪ କାରଣ ଥିଲା ବିପଦ!

ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟିର ଯାଞ୍ଚ କରିବେ । ଏହି କମିଟିରେ ଡିଜିପି ଚଣ୍ଡିଗଡ଼, ଏନଆଇଏର ଆଇଜି, ପଞ୍ଜାବ ପୋଲିସର…

କଂଗ୍ରେସରେ ମିଶିଲେ ସୋନୁ ସୁଦଙ୍କ ଭଉଣୀ ମାଲଭିକା, ସିଦ୍ଧୁ କହିଲେ- ‘ଗେମଚେଞ୍ଜର’

ଚଣ୍ଡିଗଡ : ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଲଭିକା ସୁଦ କଂଗ୍ରେସରେ ସାମିଲ୍ ହୋଇଛନ୍ତି। କଂଗ୍ରେସରେ ସାମିଲ୍ ହେବା ପୂର୍ବରୁ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ଅଭିନେତା ସୋନୁ ସୁଦ ଏବଂ ତାଙ୍କ…

ମୁଖ୍ୟମନ୍ତ୍ରୀ ନୀତିଶ କୁମାର କରୋନା ପଜିଟିଭ୍, ନିଜକୁ କଲେ ଆଇସୋଲେଟ୍

ପାଟନା ୧୦।୦୧ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଘରେ ନିଜକୁ ଆଇସୋଲେସନରେ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସାବଧାନ ରହିବାକୁ ଅପିଲ୍…

(Video) ତାଲିବାନ ଭୟରେ ଶିଶୁ ପୁତ୍ରକୁ ବିଦେଶୀ ସୁରକ୍ଷା କର୍ମୀଙ୍କୁ ଟେକି ଦେଇଥିଲେ ,ଏବେ ପୁଣି ପୁଅକୁ ଫେରିପାଇଲେ ଦମ୍ପତି

ଆତଙ୍କି ଗୋଷ୍ଠି ତାଲିବାନ କାବୁଲ ଦଖଲ କରିବା ପରେ , କାବୁଲରେ ଖେଳି ଯାଇଥିଲା ଭୟର ବାତାବରଣ,  କାବୁଲ ଛାଡି ଅନ୍ୟ ଦେଶକୁ ଯିବା ପାଇଁ  କାବୁଲ ବିମାନ ବନ୍ଦରରେ ଭିଡ ଜମାଇଥିଲେ କାବୁଲ ବାସିନ୍ଦା । ସେହି ସମୟରେ କାବୁଲ…

(Video) ଭାରତୀୟ ଯବାନଙ୍କ ଅଦ୍ୟମ ବୀରତ୍ୱ: ମାଇନସ ୪ ଡିଗ୍ରୀ ତାପମାତ୍ରାରେ ଛିଡାହୋଇ କରୁଛନ୍ତି ଦେଶ ପାଇଁ ସେବା

ନୂଆଦିଲ୍ଳୀ: ନିଜର ଅଦମ୍ୟ ବୀରତ୍ୱ ପାଇଁ ଭାରତୀୟ ଯବାନ ପରିଚିତ । ସର୍ବଦା ନିଜର ବୀରତ୍ୱ ପାଇଁ ପ୍ରଶଂସା ସାଉଁଟୁଥିବା ଭାରତୀୟ ଯବାନଙ୍କୁ ପୁଣି ଥରେ ପ୍ରଶଂସା କରାଯାଉଛି । ଜମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ ମଧ୍ୟରେ…

ମାଡ଼ୁଛି ସଂକ୍ରମଣ: ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କୁ କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ସହିତ ଓମିକ୍ରନ ମାମଲା ବଢ଼ିବାରେ ଲାଗିଛି । ପୁଣି ଥରେ ଦେଶରେ କରୋନା ମାମଲା ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି । ଅନେକ ନେତା ଓ ମନ୍ତ୍ରୀଙ୍କ ସମେତ ସେଲିବ୍ରିଟ ମାନେ ଏହାର ଶିକାର…

ମୁମ୍ବାଇ ବିମାନବନ୍ଦରରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଗଲେ ୮୫ ଯାତ୍ରୀ, ଦେଖନ୍ତୁ Video

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ସେଠାରେ ଯାତ୍ରୀ ବସିଥିବା ଫ୍ଲାଇଟକୁ ଟାଣି ନେଉଥିବା ଗାଡ଼ିରେ ଅଚାନକ୍ ଲାଗିଯାଇଥିଲା ନିଆଁ । ଏହି ଦୁର୍ଘଟଣା ଭି୨୬ଆର ଷ୍ଟାଣ୍ଟରେ ଘଟିଥିଲା ।…

ବଢ଼ିଲା ରେଳଯାତ୍ରୀଙ୍କ ସମସ୍ୟା ! ରେଲୱେ ପକ୍ଷରୁ ଜାରି ହେଲା ନୂଆ ଗାଇଡ଼ଲାଇନ୍, ଯିବା ପୂର୍ବରୁ କରନ୍ତୁ ଚେକ୍

ନୂଆଦିଲ୍ଲୀ: କରୋନାର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ରେଲୱେ ପକ୍ଷରୁ ନୂଆ ଗାଇଡ଼ଲାଇନ୍ ଜାରି କରାଯାଇଛି । ଗତ ୨ ବର୍ଷରେ କରୋନା ଯୋଗୁଁ ଲୋକଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ଘଟିଛି । କରୋନା ଯୋଗୁଁ ଲକ୍ଷାଧିକ…

PMଙ୍କ ସୁରକ୍ଷାରେ ତ୍ରୁଟି ହୋଇନାହିଁ, UP ନିର୍ବାଚନ ଜିତିବା ପାଇଁ ଏପରି ବ୍ୟୁହ ରଚନା କରିଥିଲା BJP: ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗତ ୫ ତାରିଖରେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ଅବ୍ୟବସ୍ଥା ନେଇ ବର୍ତ୍ତମାନ ଦେଶରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏହି ସମୟରେ ପୁଣି ଏକ ବିବାଦ ମୁଣ୍ଡ ଟେକିଛି ।…

ବିମାନ ଯାତ୍ରୀଙ୍କ ପାଇଁ ଖୁସିଖବର: ଯାତ୍ରା ତାରିଖ ବଦଳାଇଲେ ବି କଟିବନି ଟଙ୍କା

ନୂଆଦିଲ୍ଲୀ: କୋଭିଡ୍-୧୯ ସଙ୍କଟକୁ ଆଖି ଆଗରେ ରଖି ଏୟାର ଇଣ୍ଡିଆ ନିଜ ଯାତ୍ରୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆଣିଛି । ସଂକ୍ରମଣ କାରଣରୁ ଉପୁଜିଥିବା ଅନିଶ୍ଚିତତାକୁ ନଜରରେ ରଖି ଘରୋଇ ଫ୍ଲାଇଟ୍ ପାଇଁ ତାରିଖ ବଦଳାଇବା…