CHARIDHAM
Browsing Category

ଦେଶ ବିଦେଶ

ଆଜୀବନ କାରାଦଣ୍ଡର ରାୟ ଶୁଣି ରାଗିଗଲା ଦୁଷ୍କର୍ମକାରୀ ଅଭିଯୁକ୍ତ, ବିଚାରପତିଙ୍କ ଉପରକୁ ଫିଙ୍ଗିଲା ଚପଲ

ଅହମଦାବାଦ: ଏକ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଯୁବକକୁ କୋର୍ଟ ଆଜୀବନ ଜେଲଦଣ୍ଡ ଦେଇଥିବା ବେଳେ ସେ ରାଗି ଯାଇ ବିଚାରପତିଙ୍କ ଉପରକୁ ଚପଲ ମାଡ଼ କରିଛି । ଗୁଜରାଟର ସୁରତରେ ଥିବା ଗୋଟିଏ କୋର୍ଟରେ ଏପରି ଘଟଣା ଘଟିଛି ।…

ଦୁଇ ଦିନିଆ ପୋଲିସ ରିମାଣ୍ଡରେ କାଳୀଚରଣ: ଗାନ୍ଧୀଙ୍କ ବିରୋଧରେ ଦେଇଥିଲା ବିବାଦୀୟ ବୟାନ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ନାମରେ ବିବାଦୀୟ ବୟାନ ଦେଇଥିବା ଆତ୍ମଘୋଷିତ ସନ୍ଥ କାଳୀଚରଣକୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ପୋଲିସ୍ । ଖଜୁରାହୋରୁ ଛତିଶଗଡ ପୋଲିସ ଦ୍ୱାରା ଗିରଫ ହୋଇଥିଲା କାଳୀଚରଣ । କାଳୀଚରଣଙ୍କୁ…

ସାପ ସହ ଖେଳୁଥିଲା: ଯୁବକର ପ୍ରାଇଭେଟ୍ ପାର୍ଟକୁ କାମୁଡିଦେଲା, ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଳୀ: ସାପ ସହ ଖେଳିବା ଭାରି ପଡିଲା । ଯୁବକଙ୍କ ପ୍ରାଇଭେଟ ପାର୍ଟକୁ କାମୁଡିଦେଲା ସାପ । କୁହାଯାଏ ସାପଠୁ ସର୍ବଦା ଦୂରେଇ ରହିବା ଉଚିତ୍ । ଏହାକୁ ପରିହାସ କରିବା ଜମା ବି ନୁହେଁ । କାରଣ ସାପ ସହ ପଙ୍ଗା ନେବା…

ରାଜଧାନୀରେ ‘ମଦ’ର ହେବ ହୋମ ଡେଲିଭରୀ: ଓମିକ୍ରନ ଭୟ ମଧ୍ୟରେ ସରକାର ଆଣିଲେ ନୂଆ ନିୟମ

ନୂଆଦିଲ୍ଳୀ: ରାଜଧାନୀରେ ମଦ ହେବ ହୋମ ଡେଲିଭରୀ । ଘରେ ବସି ବସି ଅନଲାଇନରେ ମଦ ଅର୍ଡର କରି ପାରିବେ । ପୂର୍ବରୁ କରୋନାର ଦ୍ୱିତୀୟ ଲହର ସମୟରେ ଏମିତି କିଛି ନିଷ୍ପତ୍ତି ନେଇଥିଲେ । ଜାତୀୟ ରାଜଧାନୀ ଦିଲ୍ଲୀରେ ଏମିତି…

କେଉଁଠି ଶ୍ମଶାନରେ ଶୋଇ ତ’ ଆଉ କେଉଁଠି ପ୍ଲେଟ ଭାଙ୍ଗି; ଏହି ଦେଶଗୁଡ଼ିକ ଏପରି ପାଳୁଛି ନୂଆବର୍ଷ

ନୂଆଦିଲ୍ଲୀ: ସମୟ କେବେ ଅଟକି ନାହିଁ, ଏହା ଆପଣ ବି ଜାଣନ୍ତି । ସେହିପରି ଆଉ ଗୋଟିଏ ଦିନ ପରେ ୨୦୨୧ ମସିହା ମଧ୍ୟ ସରିଯିବ । ଲୋକମାନେ ୨୦୨୨କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନୂଆବର୍ଷ ସାରା ବିଶ୍ୱରେ…

ଭୁଷୁଡି ପଡିଲା ସୁନାଖଣି: ମାଟି ତଳେ ଚାପି ହୋଇ ୩୮ ଶ୍ରମିକ ମୃତ

ନୂଆଦିଲ୍ଲୀ: ଏକ ସୁନାଖଣି ଭୁଶୁଡ଼ି ପଡ଼ିବାରୁ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ଏହି ଘଟଣା ଘଟିଛି ସୁଦାନର ପଶ୍ଚିମ କର୍ଦୋଫ୍ୟାନ୍ ପ୍ରଦେଶରେ। ଏ ନେଇ ସୁଦାନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏଥିରେ ଅନେକ ଲୋକ…

ଇତିହାସରେ ପ୍ରଥମ: କାଶ୍ମୀରରେ ୧୦୦ ତଳକୁ ଖସିଲା ଆତଙ୍କୀ ସଂଖ୍ୟା

ନୂଆଦିଲ୍ଲୀ: କାଶ୍ମୀରରେ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ଶହେ ତଳକୁ ଖସିଛି । ଇତିହାସରେ ପ୍ରଥମ ଥର ପାଇଁ ଆତଙ୍କୀଙ୍କ ସଂଖ୍ୟା ୧୦୦ ତଳକୁ ଖସିଥିବା ସୂଚନା ମିଳିଛି । ଏନେଇ ଜାମ୍ମୁ କାଶ୍ମୀର ପୋଲିସ ଆଇଜି ବିଜୟ କୁମାର…

ଦିନ ଦ୍ୱିପହରରେ ବିଜେପି ନେତାଙ୍କ ଉପରକୁ ଗୁଳିବର୍ଷା

ନାଳନ୍ଦା: ବିହାରର ନାଳନ୍ଦାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯେଉଁଠି ଆଦି ଦିନ ଦ୍ୱିପହରରେ ଜଣେ ବିଜେପିକୁ ନେତାଙ୍କୁ ଗୁଳି କରିଛନ୍ତି ଦୁର୍ବୃତ୍ତ । ଏହି ଘଟଣା ନାଳନ୍ଦା ଜିଲ୍ଲାର ହିଲସା ଥାନା ଅଞ୍ଚଳରେ ଘଟିଥିବା…

ଏକ ବର୍ଷ ମଧ୍ୟରେ ୭ ଜଣଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ବ୍ଲାକମେଲ୍ କରି ଲୁଟୁଥିବା ଯୁବତୀକୁ ଗିରଫ କରିବାରେ ସଫଳ ହେଲା ପୋଲିସ୍

ଗୁରୁଗ୍ରାମ: ଡେଟିଂ ଆପ୍ ଜରିଆରେ ଏକାଧିକ ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ଲୁଟୁଥିବା ମହିଳାଙ୍କୁ ଧରିବାରେ ସଫଳ ହୋଇଛି ଗୁରୁଗ୍ରାମ ପୋଲିସ୍ । ଏହି ମହିଳା ଜଣକ ପ୍ରଥମେ ଡେଟିଂ ଆପ୍ ରେ ଯୁବକଙ୍କୁ ପ୍ରେମ ଜାଲରେ ଫସାଉଥିଲେ…

ଗୁଳିମାଡ଼ରେ ଗୋଟିଏ ଶିଶୁ ସମେତ ୮ ମୃତ

ମେକ୍ସିକୋ: ଉତ୍ତର-ମଧ୍ୟ ମେକ୍ସିକୋର ଦୁଇଟି ଘରେ ହୋଇଥିବା ଗୁଳିମାଡ଼ରେ ଗୋଟିଏ ଶିଶୁ ସମେତ ୮ଜଣଙ୍କର ମୃତ୍ୟୁ ହୋଇଯାଇଛି । ବୁଧବାର ଦିନ ଏନେଇ ସୂଚନା ଦିଆଯାଇଛି । କୁହାଯାଉଛି ଯେ, ଏହି ହମଲାରେ ଗୋଟିଏ ଘରର ୪ଜଣଙ୍କୁ…