Browsing Category

ଦେଶ ବିଦେଶ

ମଧ୍ୟ ପ୍ରଦେଶ ପରେ ଏହି ରାଜ୍ୟରେ ଲାଗିଲା ନାଇଟ୍ କର୍ଫ୍ୟୁ, ୨୦୦ରୁ ଅଧିକ ଲୋକ ଏକଜୁଟ୍ ଉପରେ ଲାଗିଲା ରୋକ୍

ଚଣ୍ଡିଗଡ ୨୪।୧୨: ଦେଶରେ କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ ଓମିକ୍ରନର ପ୍ରକୋପକୁ ଦୃଷ୍ଟିରେ ରଖି ହରିୟାଣା ସରକାର କଟକଣା ଘୋଷଣା କରିଛନ୍ତି। ରାଜ୍ୟରେ ରାତି ୧୧ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲଗାଇବାକୁ…

ଓମିକ୍ରନ୍: ଦେଶରେ ଆକ୍ରାନ୍ତ ସଂଖ୍ୟା ଟପିଲା ୩୫୮, ସୁସ୍ଥ ହୋଇଛନ୍ତି ୧୧୭

ଦେଶରେ ଓମିକ୍ରନ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି   । ସୂଚନା ଅନୁସାରେ ଏପର୍ଯ୍ୟନ୍ତ ସାରା ଭାରତରେ ୧୭ଟି ରାଜ୍ୟରେ ଓମିକ୍ରନ ଚିହ୍ନଟ ହୋଇସାରିଛି  । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ କହିବା…

ପ୍ରେମ ବିବାହର ଭୟଙ୍କର ଦଣ୍ଡ! ପ୍ରେମିକାର ପରିବାର ଲୋକେ ଯୁବକଙ୍କୁ ପିଟିବା ପରେ କାଟିଦେଲେ ପ୍ରାଇଭେଟ୍ ପାର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ରାଜୌରୀ ଗାର୍ଡେନ ଅଞ୍ଚଳରୁ ଜଣେ ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟିବାର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ହତ୍ୟା ଓ ଅପହରଣ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଦିଲ୍ଲୀ…

ZEE-SONY ମିଶ୍ରଣରେ ଦେଶରେ ହେବ ବଡ଼ ନେଟୱର୍କ, ଜାଣନ୍ତୁ କ’ଣ ମିଳିବ ଫାଇଦା

ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ ଲିମିଟେଡ(ZEEL) ଏବଂ ସୋନୀ ପିକ୍ଚର୍ସ ନେଟୱର୍କ ଇଣ୍ଡିଆ ପ୍ରାଇଭେଟ ଏବେ ଏକ ହେବାକୁ ଯାଉଛନ୍ତି । ମନୋରଞ୍ଜନ ଦୁନିଆର ଏହି ଦୁଇ ଦିଗ୍ଗଜ କମ୍ପାନୀର ମିଶ୍ରଣକୁ ବୋର୍ଡ ମଞ୍ଜୁରୀ ଦେଇଛି ।…

ଓମିକ୍ରନ ଯୋଗୁଁ ପୁଣି ଲାଗିଲା ନାଇଟ୍ କର୍ଫ୍ୟୁ, ଜାଣନ୍ତୁ ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ପୁଣି କରୋନା ମାମଲା ବଢ଼ିବାରେ ଲାଗିଛି । କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ କାରଣରୁ ତୃତୀୟ ଲହରର ଆଶଙ୍କା ସୃଷ୍ଟି ହୋଇଛି ।ବଢ଼ୁଥିବା ମାମଲାକୁ ଦେଖି ଉତ୍ତରପ୍ରଦେଶର ଯୋଗୀ…

ଦେଶରେ ଓମିକ୍ରନ ଭାଙ୍ଗିଲା ରେକର୍ଡ, ସଂକ୍ରମିତଙ୍କ ସଂଖ୍ୟା ୩୦୦ ପାର୍

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । କୋଭିଡ୍ ର ଏହି ନୂତନ ଭାରିଆଣ୍ଟ ଅଧିକ ସଂକ୍ରାମକ ହୋଇଥିବାରୁ ଏହା ଏବେ ଭାରତ ସମେତ ବିଶ୍ୱର ଅନ୍ୟ ଦେଶମାନଙ୍କରେ ରକେଟ୍ ବେଗରେ ବ୍ୟାପିବାରେ ଲାଗିଛି…

ଅତର ବ୍ୟବସାୟୀଙ୍କ ଘରେ ରେଡ୍: ମିଳିଲା ୧୫୦ କୋଟି, ୨୪ ଘଣ୍ଟା ଧରି ଚାଲିଥିଲା ଚଢ଼ାଉ; ଟଙ୍କା ଗଣିବା ପାଇଁ ଲାଗିଥିଲା ୪ଟି ମେସିନ୍

ନୂଆଦିଲ୍ଲୀ: କାନପୁରରେ ଅତର ବ୍ୟବସାୟୀ ପୀୟୁଷ ଜୈନଙ୍କ ଘରେ ଆୟକର ବିଭାଗ ଚଢ଼ାଉ ଜାରି ରଖିଛି । ଏହି ଚଢ଼ାଉରେ ଆୟକର ବିଭାଗ ପୀୟୁଷଙ୍କ ଘରୁ ନୋଟ୍ ରେ ଭର୍ତ୍ତି ହୋଇଥିବା ଆଲମାରୀ ମିଳିଛି । ଯାହାକୁ ଗଣିବା ପାଇଁ ଆୟକର…

ନଦୀ ମଝିରେ ଡଙ୍ଗାରେ ଲାଗିଲା ନିଆଁ: ୩୬ ମୃତ, ୨୦୦ ଆହତ

ନୂଆଦିଲ୍ଲୀ: ବାଂଲାଦେଶରେ ଶୁକ୍ରବାର ଦିନ ନଦୀ ମଝିରେ ଯାଉଥିବା ଏକ ଡଙ୍ଗାରେ ନିଆଁ ଲାଗିଯାଇଛି । ଯାହାଫଳରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ ରୁ ଅଧିକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି…

ଏଣିକି ୨ ବର୍ଷ ଯାଏଁ ରଖାଯିବ ଆପଣଙ୍କ ଫୋନ୍ କଲ୍ ରେକର୍ଡ, କେନ୍ଦ୍ର ଦେଲେ ଆଦେଶ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଟେଲିକମ୍ ବିଭାଗ (ଡିଓଟି) ପକ୍ଷରୁ ୟୁନିଫାଏଡ୍ ଲାଇସେନ୍ସ ଚୁକ୍ତିନାମାକୁ ସଂଶୋଧନ କରି ଟେଲିକମ୍ ଏବଂ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ତଥା ଅନ୍ୟ ସମସ୍ତ ଟେଲିକମ୍ ଲାଇସେନ୍ସପ୍ରାପ୍ତଙ୍କୁ ଏକ ବର୍ଷର ଅଭ୍ୟାସ…

ଶରୀରରେ ଲାଗିଥିବା ମାଇକ୍ରୋଚିପରେ ଲୁଚାଇପାରିବେ ଡାଟା, ହଜାର ହଜାର ଲୋକ କରିଛନ୍ତି ଇମ୍ପ୍ଲାଣ୍ଟ୍

ନୂଆଦିଲ୍ଲୀ: ସ୍ୱିଡେନ୍ ରେ ଡିସରପ୍ଟିଭ୍ ସବ୍-ଡର୍ମଲ୍ଓ କମ୍ପାନୀ ଏକ ଏଭଳି ମାଇକ୍ରୋଚିପ୍ ତିଆରି କରୁଛି ଯେଉଁଥିରେ ଆପଣ ନିଜର ଡାଟା ବା ତଥ୍ୟ ସବୁକୁ ସୁରକ୍ଷିତ ଭାବରେ ସଂରକ୍ଷିତ କରି ରଖିପାରିବେ । ଚିପ୍ ରେ ବ୍ୟକ୍ତିଗତ…