Browsing Category

ଦେଶ ବିଦେଶ

ଓମିକ୍ରନକୁ ନେଇ ଚିନ୍ତାରେ ଆର୍‌ବିଆଇ ଗଭର୍ଣ୍ଣର, ଦର ଦାମ୍ ବୃଦ୍ଧି ସହ ମୁଦ୍ରାସ୍ଫୀତି ଉପରେ ପଡ଼ିପାରେ ପ୍ରଭାବ

ମୁମ୍ବାଇ: ମୁଦ୍ରାନୀତି କମିଟି ବୈଠକରେ ଓମିକ୍ରନକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚିନ୍ତା ପ୍ରକଟ କରିଥିଲେ । ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦାରେ ଯେଉଁ ସୁଧାର ହେଉଛି ତାହାକୁ…

ଦେଶରେ ୫ ହଜାର ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ କରିବ ‘ଟେସ୍‌ଲା ପାୱାର ୟୁଏସ୍‌ଏ’, ୨୦୨୫ ସୁଦ୍ଧା ଟାଗେର୍ଟ ପୂରଣ କରିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ: ଟେସ୍‌ଲା ପାୱାର ୟୁଏସ୍‌ଏ ପକ୍ଷରୁ ୨୦୨୫ ସୁଦ୍ଧା ଦେଶରେ ୫ ହଜାର ଦୁଇ ଚକିଆ ଇଲେକ୍ଟ୍ରିକ ଯାନ ଚାର୍ଜିଂ ଷ୍ଟେସନ ‘ଟେସ୍‌ଲା ପାୱାର ସପ୍‌’ ସ୍ଥାପନ କରାଯିବ ବୋଲି ‘ଇଣ୍ଡିଆ ବିଜନେସ୍‌ ମିଟ୍‌’ ଅବସରରେ…

ପ୍ରେମ ବିବାହର କରୁଣ ଦଣ୍ଡ: ଯୁବକଙ୍କୁ ଅପହରଣ କରିବା ପରେ ପ୍ରାଇଭେଟ୍ କାଟିଦେଲେ ଯୁବତୀଙ୍କ ପରିବାର ଲୋକେ

ନୂଆଦିଲ୍ଲୀ: ପରିବାର ଲୋକଙ୍କ ସହମତି ବିନା ଘରୁ ଫେରାର୍ ହୋଇ ବିବାହ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଯୁବତୀଙ୍କର ପରିବାର ଲୋକେ ଅତିଷ୍ଠ ହୋଇ ଯୁବକଙ୍କୁ ଅପହରଣ କରି ନେଇ ଖୁବ୍ ମାଡ଼ ମାରିଛନ୍ତି । ଖାଲି ସେତିକି…

ସଂକ୍ରମଣରୁ ରୋକିବାରେ କପଡା ମାସ୍କ ସୁରକ୍ଷିତ ନୁହେଁ: ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ:ଦିନକୁ ଦିନ ବିଶ୍ବର ବିଭିନ୍ନ ଦେଶରେ ଓମିକ୍ରନ୍‌ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ରଙ୍ଗୀନ ଓ ପୁନଃ ପୁନଃବ୍ୟବହାର ଉପଯୋଗୀ କପଡ଼ା ମାସ୍କ୍‌ ବ୍ୟବହାର ବିପକ୍ଷରେ ବିଶେଷଜ୍ଞମାନେ…

ଚୀନରେ ପୁଣି ଲକ୍‌ଡାଉନ୍ , ୧୩ ମିଲିୟନ୍‌ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି

ବେଜିଂ: କରୋନା ଭୂତାଣୁର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ସାରା ବିଶ୍ୱରେ ଭୟର ବାତାବରଣ ଖେଳାଇଥିବା ବେଳେ ଚୀନରୁ ଆସିଛି ବଡ଼ ଖବର । କରୋନାର ଉତ୍ପତି ସ୍ଥଳ ଚୀନରେ ପୁଣି ଥରେ ଲକଡାଉନ୍‌ ଘୋଷଣା କରିଛନ୍ତି ରାଷ୍ଟ୍ରତି ସି-…

ନୂଆବର୍ଷରେ ମିଳିବ ବମ୍ପର ଚାକିରିର ସୁଯୋଗ: ୨୦୨୨ପାଇଁ ଦେଖନ୍ତୁ ସରକାରୀ ଚାକିରିର ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ଦେଶରେ ୨୦୨୨ରେ ମିଳିବ ନିଯୁକ୍ତିର ଏକ ବୃହତ୍ତମ ସୁଯୋଗ । ୟୁପିଏସସି, ଏସଏସସି ଏବଂ ଆରଆରବିରେ ପ୍ରତି ବର୍ଷ ଭଳି ନିଯୁକ୍ତି ସୁଯୋଗ ଦେଉଥିବା ବେଳେ କିଛି ବୋର୍ଡ ଦ୍ୱାରା ଅନେକ ବୃହତର ନିଯୁକ୍ତି ହେବାକୁ…

କାୟା ମେଲାଉଛି ଓମିକ୍ରନ, ଏହି ରାଜ୍ୟକୁ ଫେରିଲା ନାଇଟ୍ କର୍ଫ୍ୟୁ

ଭୋପାଳ: କରୋନା ଭାଇରସ୍ର ନୂତନ ସ୍ଵରୂପ ଓମିକ୍ରନ କାରଣରୁ ତୃତୀୟ ଲହରର ଆଶଙ୍କା ସୃଷ୍ଟି ହୋଇଛି। ନିକଟ ଦିନରେ ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଥିବା ଦେଖା ଦେଇଛି। ପରିସ୍ଥିତିକୁ ଦୃଷ୍ଟିରେ…

ବିପରୀତ ଲିଙ୍ଗ ସହିତ ବନ୍ଧୁତା ଯୌନାକାଂକ୍ଷା ପୂରଣର ଆମନ୍ତ୍ରଣ ନୁହେଁ: ପୋକ୍ସୋ କୋର୍ଟ

ନୂଆଦିଲ୍ଲୀ: ଜଣେ ମହିଳା ଯଦି ବିପରୀତ ଲିଙ୍ଗ ବା କୌଣସି ପୁରୁଷଙ୍କ ସହିତ ବନ୍ଧୁତା କରୁଛନ୍ତି ଏହାର ମାନେ ନୁହେଁ କି ସେ ସେକ୍ସ ପାଇଁ ପ୍ରସ୍ତୁତ । ୧୩ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରି ଏଭଳି ମତ…

ଫାଇଜରର କୋଭିଡ୍ ନିରୋଧୀ ଟାବ୍ଲେଟ: ଏହି ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଲା ମଞ୍ଜୁରୀ

ନୂଆଦିଲ୍ଳୀ: ଫାଇଜର କମ୍ପାନୀ ନିର୍ମିତ ପ୍ରଥମ କୋଭିଡ ନିରୋଧୀ ବଟିକା ପ୍ୟାକ୍ସଲୋଭିଡକୁ ଯୁକ୍ତରାଷ୍ଟ୍ର ଆମେରିକାର ହେଲଥ୍ ରେଗୁଲେଟର ସ୍ୱୀକୃତି ଦେଇଛି । ୧୨ ବର୍ଷରୁ ଅଧିକ ବୟସ୍କମାନେ ଏହି ବଟିକା ଖାଇପାରିବେ । ଦୁଇ…

ଆମ ପାଇଁ ଗାଈ ମା ସମାନ, ଗୋଧନ ବିଷୟରେ ଆଲୋଚନା କଲେ କିଛି ଲୋକଙ୍କୁ ଅପରାଧ ଲାଗେ: ମୋଦୀ

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଉତ୍ତର ପ୍ରଦେଶରେ ନିଜର ସଂସଦୀୟ କ୍ଷେତ୍ର ବାରଣାସୀରେ ଦୁଗ୍ଧ ଉତ୍ପାଦନକାରୀ ଅମୁଲ କମ୍ପାନୀର 'ବନାସ ଡାଏରୀ ସଙ୍କୁଲ' ପ୍ରକଳ୍ପର ଶିଳାନ୍ୟାସ୍ କରିଛନ୍ତି। ଏଥିସହ…