Browsing Category
ଦେଶ ବିଦେଶ
ଓମିକ୍ରନ ଭୟ: ରାଜଧାନୀରେ ଖ୍ରୀଷ୍ଟମାସ୍ ପାଳନ ଉପରେ ଲାଗିଲା ରୋକ୍, କଟକଣା ଜାରି କଲେ ମୁଖ୍ୟମନ୍ତ୍ରୀ
ଓମିକ୍ରନ ପାଇଁ ଫିକା ପଡ଼ିବ ଖ୍ରୀଷ୍ଟମାସ । ଓମିକ୍ରନକୁ ଲକ୍ଷ୍ୟରେ ରଖି ଦିଲ୍ଲୀରେ ଖ୍ରୀଷ୍ଟମାସ ପାଳନ ଉପରେ ରୋକ୍ ଲଗାଯାଇଛି । ଖ୍ରୀଷ୍ଟମାସ ଓ ନୂତନ ବର୍ଷ ଉତ୍ସବ ପାଳନ ପାଇଁ ଦିଲ୍ଲୀର ଏନ୍ସିଟି ପକ୍ଷରୁ ବାରଣ ହୋଇଛି …
ଓମିକ୍ରନ ଭୟ: ଚତୁର୍ଥ ବୁଷ୍ଟର ଡୋଜକୁ ଅନୁମତି ଦେଲା ଏହି ରାଷ୍ଟ୍ର
ନୂଆଦିଲ୍ଳୀ:ଓମିକ୍ରନକୁ ନେଇ ଇସ୍ରାଏଲର ଏକ ନୂଆ ଘୋଷଣା । ଓମିକ୍ରନ ଭାଇରସ୍କୁ ରକିବା ପାଇଁ ଚତୁର୍ଥ ବୁଷ୍ଟର୍ ଡୋଜ ଟିକା ନେବାକୁ ପଡିବ । ଇସ୍ରାଏଲର ସ୍ୱାସ୍ଥ୍ୟ ମନ୍ତ୍ରୀ ଗତ ମଙ୍ଗଳବାର କହିଛନ୍ତି ଯେ, ସମସ୍ତ କର୍ମଚାରୀ…
ଓସ୍କାର ଦୌଡରେ ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ‘Writing with Fire’: ବାଦ ପଡିଲା ଭାରତର ଅଫିସିଆଲ ଏଣ୍ଟ୍ରି କୁଝାଙ୍ଗାଲ
ନୂଆଦିଲ୍ଳୀ: ଏକାଡେମୀ ଅଫ୍ ମୋସନ ପିକଚର୍ସ ପକ୍ଷରୁ ୯୪ ତମ ଓସ୍କାର ପୁରସ୍କାର ପାଇଁ ଫିଲ୍ମ ଗୁଡିକୁ ଶର୍ଟ ଲିଷ୍ଟ କରାଯାଇଛି । ଏହି ତାଲିକାରୁ ଭାରତର ଅଫିସିଆଲ ଓସ୍କାର ଏଣ୍ଟ୍ରି କୁଝାଙ୍ଗାଲ(ପେବେଲ୍ସ) ବାଦ ପଡିଥିଲେ…
ଭର୍ଚୁଆଲ ଶୁଣାଣି ସମୟରେ ଆପତ୍ତିଜନକ ଅବସ୍ଥାରେ ଓକିଲ: ଭିଡିଓ ଭାଇରାଲ ହେବା ପରେ କୋର୍ଟ ନେଲେ ଏମିତି ନିଷ୍ପତ୍ତି
ନୂଆଦିଲ୍ଲୀ: କରୋନା ସମୟରେ ସବୁକିଛି ଭର୍ଚୁଆଲ ହୋଇ ଯାଇଥିବା ବେଳେ ଏଣିକି କୋର୍ଟର ଶୁଣାଣି ମଧ୍ୟ ଭର୍ଚୁଆଲ ହେବାରେ ଲାଗିଲାଣି । ତେବେ ଏମିତି ଏକ ଭର୍ଚୁଆଲ ଶୁଣାଣି ସମୟରେ ଜଣେ ଓକିଲ ଆପତ୍ତି ଜନକ ଅବସ୍ଥାରେ ନଜର…
୨୦୦ କୋଟି ଠକେଇ ମାମଲା: ED ପାଇଁ ରାଜସାକ୍ଷୀ ହେବେ ନୋରା ଫତେହୀ
ନୂଆଦିଲ୍ଲୀ: କନମ୍ୟାନ ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଦୁର୍ନୀତି ମାମଲାରେ ଇଡି ପାଇଁ ରାଜସାକ୍ଷୀ ପାଲଟିବେ ନୋରା ଫତେହୀ । ବୁଧବାର ମିଳିଥିବା ସୂଚନା ଅନୁଯାୟୀ ନୋରା ଏହି ମାମଲାରେ ରାଜସାକ୍ଷୀ ପାଲଟିବାକୁ ଯାଉଛନ୍ତି ।…
କ୍ରିମିନାଲ ରେକର୍ଡଧାରୀ ବ୍ୟକ୍ତି ନିର୍ବାଚନରେ ପ୍ରାର୍ଥୀ ହେଲେ ରାଜନୈତିକ ଦଳ ସମସ୍ତ ତଥ୍ୟ ଗଣମାଧ୍ୟମରେ ପ୍ରକାଶ କରିବ: CEC
ନୂଆଦିଲ୍ଲୀ: ନିର୍ବାଚନରେ ଅଂଶଗ୍ରହଣ କରୁଥିବା ଅପରାଧିକ ଶ୍ରେଣୀର ବ୍ୟକ୍ତିମାନେ ଆଉ ଖସି ପାରିବେନି ନାହିଁ । କ୍ରିମିନାଲ ଶ୍ରେଣୀର ଯଦି କୌଣସି ବ୍ୟକ୍ତି ନିର୍ବାଚନରେ ପ୍ରାର୍ଥୀ ହୁଏ, ତେବେ ଏନେଇ ସମସ୍ତ ତଥ୍ୟ ପ୍ରଦାନ…
ସେଫ୍ ସଞ୍ଜୀବ କପୁରଙ୍କ ୟୁଟ୍ୟୁବ୍ ଚ୍ୟାନେଲ ହ୍ୟାକ୍, Bitcoinର ଭିଡିଓ ଅପଲୋଡ କଲା ହ୍ୟାକର
ନୂଆଦିଲ୍ଲୀ: ଦେଶ ଦୁନିଆରେ ଲୋକପ୍ରିୟ ସେଫ୍ ସଞ୍ଜୀବ କପୁରଙ୍କ ୟୁଟ୍ୟୁବ ଚ୍ୟାନେଲ ହ୍ୟାକ୍ ହୋଇଛି । ଟ୍ୱିଟରରେ ସଞ୍ଜୀବ କପୁର ଏହାର ସୂଚନା ଦେବା ସହ କହିଛନ୍ତି ଯେ, ମୋର ଚ୍ୟାନେଲ Sanjeev Kapoor Khazana ହ୍ୟାକ୍…
(ଭିଡ଼ିଓ)ଦୁବାଇର ଶାସକଙ୍କୁ ଛାଡ଼ପତ୍ର ମାଗିଲେ ପୂର୍ବପତ୍ନୀ, ମିଳିଲା ଏତେ ଟଙ୍କା ଯେ ଗଣି ଗଣି ଥକିଯିବେ
ଲଣ୍ଡନ: ଦୁବାଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମ ତାଙ୍କ ପୂର୍ବତନ ପତ୍ନୀ ରାଜକୁମାରୀ ହୟରଙ୍କୁ ପାଖାପାଖି ୫୫୦୦ କୋଟି ଟଙ୍କା କ୍ଷତିପୂରଣ ଦେବେ ବୋଲି ବିଟ୍ରେନର ଏକ ହାଇକୋର୍ଟ ମଙ୍ଗଳବାଦ ଦିନ ନିର୍ଦ୍ଦେଶ…
କେବେ ପିକ୍ କରିବ Omicron ଓ କେବେ ମିଳିମ ଆରାମ୍? ଜାଣନ୍ତୁ କ’ଣ କହିଲେ IIT ବୈଜ୍ଞାନିକ
ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଓମିକ୍ରନ ଯୋଗୁଁ ଭାରତରେ ଫେବ୍ରୁଆରୀରେ କୋଭିଡର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏହି ଚିନ୍ତାଜନକ ତଥ୍ୟ ନୂଆ ଅଧ୍ୟୟନରୁ…
ଏଠାରେ ଭଡ଼ାରେ ମିଳୁଛି ଜେଲ୍, ରହିବାକୁ କଏଦୀ ବି ରାଜି; ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ସରକାର ବି ପ୍ରସ୍ତୁତ
କୋପେନହେଗନ: କଏଦୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ଜେଲ ଭଡ଼ାରେ ନେବାକୁ ଯାଉଛି ଡେନମାର୍କ । ଏହି ବିଷୟରେ ସେ କୋସୋଭୋ ସହିତ ଯୁକ୍ତି କରିଛି, ଯାହା ଅଧିନରେ ୩୦୦ ଜେଲ ସେଲ୍ ଭଡ଼ାରେ ନିଆଯିବ । ୫ ବର୍ଷର ପ୍ରାରମ୍ଭିକ ଅବଧି…