Browsing Category

ଦେଶ ବିଦେଶ

ଇରାକର ବସରା ସହରରେ ବଡ଼ ବିସ୍ଫୋରଣ, ୪ ଜଣଙ୍କ ମୃତ୍ୟୁ, ୨୦ ଆହତ

ଇରାକରେ ବସରା ସହରର କେନ୍ଦ୍ରରେ ଏକ ଭୟଙ୍କର ବିସ୍ଫୋରଣରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ଇରାକୀ ସେନା । ମଙ୍ଗଳବାର ଏକ ବୟାନରେ ସେନା କହିଛି ଯେ ମୋଟର ସାଇକେଲରେ ବମ ଖଞ୍ଜାଯାଇଥିଲା, ଯେଉଁ କାରଣରୁ…

ସରକାରୀ ଅଫିସରେ ବନ୍ଧୁକ ଧରି ପୋଜ୍ ଦେଲେ TMC ନେତ୍ରୀ, ଆଉ ତା’ପରେ…

କୋଲକାତା: ପଶ୍ଚିମବଙ୍ଗ ମାଲଦା ଜିଲ୍ଲାରେ ଟିଏମସି ନେତ୍ରୀ ମୃଣାଳିନୀ ମୌତି ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତିି । ହାତରେ ବନ୍ଧୁକ ଧରି ଏକ ସରକାରୀ କାର୍ଯ୍ୟାଳୟରେ ଫଟୋ ଉଠାଇବାରେ ପରେ ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ…

ପୁଣି ବିବାଦରେ JNU: ପୁନର୍ବାର ବ୍ରାବି ମସଜିଦ ନିର୍ମାଣ ଦାବି ଉଠିଲା, ସୁପ୍ରିମକୋର୍ଟଙ୍କ ରାୟକୁ ସମାଲୋଚନା

ନୂଆଦିଲ୍ଲୀ: ପୁଣି ଥରେ ବିବାଦ ଘେରରେ ଜବାହର ଲାଲ ନେହେରୁ ୟୁନିର୍ଭସିଟି(ଜେଏନୟୁ)। ଜେଏନୟୁ ଛାତ୍ର ସଂଘ ପକ୍ଷରୁ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପୁଣ୍ୟତିଥି ଏବଂ ବାବ୍ରି ମସଜିଦ ବିଧ୍ଵଂସର ବର୍ଷ ପୂର୍ତ୍ତି…

ଦିନକରେ ୫୦ ପ୍ରତିଶତ ବଢିଗଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା: ସଙ୍କଟରେ ବ୍ରିଟେନ୍

ନୂଆଦିଲ୍ଲୀ: ବ୍ରିଟେନରେ ଓମିକ୍ରନ ପ୍ରଜାତିର ୮୬ଟି ମାମଲା ଚିହ୍ନଟ ହୋଇଛି । ଏଠାରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ଦିନରେ ଏହାର ସଂକ୍ରମଣରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି । ଶନିବାର…

ଖାଦ୍ୟରେ ନିଶା ଔଷଧ ଦେଇ ଅସଦାଚରଣ କଲେ ଶିକ୍ଷକ: ଅଭିଯୋଗ ଆଣିଲେ ୧୭ ଛାତ୍ରୀ

ନୂଆଦିଲ୍ଲୀ: ଗୁରୁ-ଶିଷ୍ୟ ସମ୍ପର୍କ ଏହି ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ । ତେପ୍ରୋକ୍ଟିକାଲ ପରୀକ୍ଷା ବାହାନାରେ ଅସଦାଚରଣ କରି ଏହି ସମ୍ପର୍କରେ କଳଙ୍କ ଲଗାଇଛନ୍ତି ଶିକ୍ଷକ । ସିବିଏସଇ ପରୀକ୍ଷା ବାହାନାରେ ଛାତ୍ରୀ…

Suicideକୁ ଆଇନତଃ ମଞ୍ଜୁରୀ ଦେଲା ଏହି ଦେଶ: ବିନା ଯନ୍ତ୍ରଣାରେ ମିନିଟକରେ ପ୍ରାଣ ନେଉଛି ମେସିନ

ନୂଆଦିଲ୍ଲୀ: ଅନେକ ଦେଶ ଫାଶୀ ଦଣ୍ଡାଦେଶକୁ ବିରୋଧ କରୁଥିବା ବେଳେ ଆତ୍ମହତ୍ୟାକୁ କୌଣସି ରାଷ୍ଟ୍ର ଅନୁମତି ପ୍ରଦାନ କରୁନାହିଁ । ଏମିତି ଏକ ବ୍ୟବସ୍ଥା ଆସିଛି ଯେଉଁଥିରେ ଆପଣ ଚାହିଁଲେ ମାତ୍ର ମିନିଟକରେ ବିନା…

ଏମିତି ବି ଆସେ ମୃତ୍ୟୁ; ବିଲ୍ ଦେବାବେଳେ ଉଡ଼ିଗଲା ପ୍ରାଣବାୟୁ

ମୃତ୍ୟୁ ବି ଏମିତି ଆସେ କେହି କେବେ ଭାବି ନଥିବେ । ମାତ୍ର ୩ ସେକେଣ୍ଡରେ ଉଡ଼ିଗଲା ପ୍ରାଣ ବାୟୁ ।  ରେଷ୍ଟୁରାଣ୍ଟରେ ଡିନର କରି ବିଲ୍ ଦେଉ ଦେଉ ଚାଲିଗଲା ପ୍ରାଣବାୟୁ । ଏଭଳି ଘଟଣାକୁ କେହି ସ୍ୱପ୍ନରେ କଳ୍ପନା କରିନଥିବେ…

ବିହାରରେ ଟିକା ଦେଇଛନ୍ତି ମୋଦୀ, ପ୍ରିୟଙ୍କା ଓ ଶାହ: ତଦନ୍ତ ନିର୍ଦ୍ଦେଶ ଦେଲେ ବିହାର ସରକାର

ନୂଆଦିଲ୍ଲୀ: ଟିକାକରଣ ସଂଖ୍ୟାକୁ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ବିହାରରୁ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣଙ୍କ ଆଖି ଟେରା ହୋଇଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ…

ବିବାହର ୭ ବର୍ଷ ପର୍ଯ୍ୟନ୍ତ ପତ୍ନୀଙ୍କ ନାମରେ ରହିବ ଯୌତୁକ, Law କମିସନଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିବାହରେ ଦିଆଯାଉଥିବା ଯୌତୁକକୁ ନେଇ ଏକ ନୂଆ ନିୟମ ଆସିଛି । ଏଣିକି ବିବାହ ପରେ ପତ୍ନୀଙ୍କ ନାମରେ ଯୌତୁକ ରହିବ । ସ୍ୱାମୀ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ । ଏନେଇ ବିଚାର କରିବା ପାଇଁ ଭାରତୀୟ ଲ’…

ବିବାହ ଋତୁରେ ନିଆରା ବାହାଘର: ସଂପୂର୍ଣ୍ଣ ରୀତିନୀତି ଅନୁଯାୟୀ ଦମ୍ପତ୍ତିଙ୍କ ବିବାହ କଲେ ମହିଳା ପୁରୋହିତ

କୋଲକାତା :   ଏବେ ଚାଲିଛି ବିବାହ ଋତୁ । କରୋନା କଟକଣା କୋହଳ ହେବା ପରେ ବିବାହକୁ ଧୂମଧାମରେ କରିବାକୁ ସମସ୍ତେ ଲାଗିପଡିଛନ୍ତି । ତେବେ ପଶ୍ଚିମବଙ୍ଗର ହୁଗଲି ଅଞ୍ଚଳରେ ଏକ ନିଆରା ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି…