
Browsing Category
ଦେଶ ବିଦେଶ
ରେଲୱେରେ ନିଯୁକ୍ତି ପାଇଁ ବଡ ସୁଯୋଗ: ଡିସେମ୍ବର ୧୪ରେ ଶେଷ ହେବ ଆବେଦନ ପ୍ରକିୟା
ନୂଆଦିଲ୍ଲୀ: ରେଳବାଇରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଦକ୍ଷିଣ-ପୂର୍ବ ରେଳବାଇ ବୋର୍ଡରେ ଖାଲିଥିବା ଆପ୍ରେଣ୍ଟିସ ପଦ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଯୋଗ୍ୟ ପ୍ରାର୍ଥୀମାନେ ୨୦୨୧ ଡିସେମ୍ବର ୧୪…
କାମ୍ପାଲାରେ ଆତ୍ମଘାତୀ ସିରିଜ ବିସ୍ଫୋରଣ: ୩ ମୃତ, ୩୦ରୁ ଊଦ୍ଧ୍ୱର୍ ଆହତ, ଭାରତୀୟ ପାରା ବ୍ୟାଡମିଣ୍ଟନ ଖେଳାଳି ସୁରକ୍ଷିତ ଥିବା ସୂଚନା ଦେଲେ…
କାମ୍ପାଲା(ଉଗାଣ୍ଡା): ଉଗାଣ୍ଡା ରାଜଧାନୀ କାମ୍ପାଲାରେ ମଙ୍ଗଳବାର ଦିନ ସକାଳ ପ୍ରାୟ ୧୦ ସମୟରେ ସିରିଜ ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଆତ୍ମଘାତୀ ବିସ୍ଫୋରଣରେ ୩ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଊଦ୍ଧ୍ୱର୍ ଲୋକ ଆହତ…
ବିଶ୍ବର ସବୁଠାରୁ ଉଚ୍ଚା ସଡ଼କ ନିର୍ମାଣ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ପାଇଲା ବିଆର୍ଓ, ୧୯ ହଜାର ୩୦୦ ଫୁଟ୍ରୁ ଅଧିକ ଉଚ୍ଚା ରହିଛି…
ନୂଆଦିଲ୍ଲୀ : ପୂର୍ବ ଲଦାଖର ୧୯,୦୨୪ ଫୁଟ୍ ଉଚ୍ଚା ଉମାଲିଙ୍ଗଲା ଦର୍ରେରେ ଦୁନିଆର ସବୁଠାରୁ ଉଚ୍ଚା ମୋଟର ଯୋଗ୍ୟ ରଣନୀତିକ ସଡ଼କ ବନେଇବା ପାଇଁ ସୀମା ସଡ଼କ ସଂଗଠନ(ବିଆର୍ଓ)ଙ୍କ ନାମ ଗିନିଜ ୱାଲ୍ଡ ରେକର୍ଡ଼ରେ ଦର୍ଜ…
ଆଜିଠୁ ଖୋଲିବ କରତାରପୁର ସାହିବ କରିଡର, ଶ୍ରୀ ଗୁରୁ ନାନକ ଦେବଜୀଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ
ନୂଆଦିଲ୍ଲୀ: ଆଜିଠୁ ଖୋଲିବ କରତାରପୁର ସାହିବ କରିଡ଼ର। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି । ଏହି ମହତ୍ୱପୂର୍ଣ୍ଣ ନିଷ୍ପତିରେ ବହୁ ସଂଖ୍ୟକ ଶିଖ୍ ତୀର୍ଥଯାତ୍ରୀ ଉପକୃତ ହେବେ ବୋଲି ସେ…
ଅନ୍ୟ କମ୍ପାନୀଙ୍କୁ ଔଷଧ ତିଆରି ପାଇଁ ଅନୁମତି ଦେଲା ଫାଇଜର, ୯୫ ଦେଶରେ ହେବ ବ୍ୟବହାର
ନୂଆଦିଲ୍ଲୀ: ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର ନିଜର କୋଭିଡ-୧୯ ଔଷଧ ତିଆରି କରିବା ପାଇଁ ଅନ୍ୟ କମ୍ପାନୀମାନଙ୍କୁ ମଞ୍ଜୁରୀ ଦେବାକୁ ପ୍ରସ୍ତୁତ ହୋଇଛି । ଏଥିପାଇଁ ଫାଇଜର ସଂଯୁକ୍ତ ରାଷ୍ଟ୍ର ର ଏକ ସମୂହ ସହ ଚୁକ୍ତି…
ମୋଦୀଙ୍କ ଗାଡି ପଛେ ପଛେ ଚାଲିଲେ ମୁଖ୍ୟମନ୍ତ୍ରୀ ଯୋଗୀ, ତାତ୍ସଲ୍ୟ କଲେ ଅଖିଳେଶ ଯାଦବ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ସୁଲତାନପୁର ପହଞ୍ଚିଥିଲେ। ଏଠାରେ ମୋଦୀ ଓ ଯୋଗୀ ସୁଲତାନପୁରରେ ଆୟୋଜିତ କାର୍ଯ୍ୟକ୍ରମ ସମୟରେ…
ପୁଣି କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ- କ୍ଷମତା ପାଇଁ ଭୋକିଲା ଥିଲେ ଗାନ୍ଧୀ, ଚାହୁଁଥିଲେ ଭଗତ ସିଂହଙ୍କୁ ଫାଶୀ ହେଉ
ମୁମ୍ବାଇ : ପୁଣି ଥରେ ପାଗଳର ପ୍ରଳାପ କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ। ଇନଷ୍ଟାଗ୍ରାମରେ ପୋଷ୍ଟ କଲେ ଲମ୍ବା ମେସେଜ। ଆଉ ପୋଷ୍ଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଖୁବ୍ ବର୍ଷିଲେ। ପ୍ରଥମ ମେସେଜରେ…
ଜାତୀୟ ପତାକାର ରଙ୍ଗ ବଦଳାଇଦେଲେ ରାଷ୍ଟ୍ରପତି; ଜାଣନ୍ତୁ କଣ ରହିଛି କାରଣ
ନୂଆଦିଲ୍ଲୀ: ଫ୍ରାନ୍ସ ଜାତୀୟ ପତାକାର ରଙ୍ଗ ପରିବର୍ତ୍ତନ କରିଛନ୍ତି ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ତେବେ ଏହି ପରିବର୍ତ୍ତନ ଏବେ ନୁହେଁ ବରଂ ୩ ବର୍ଷ ତଳୁ ହୋଇ ସାରିଛି । ନିକଟରେ ମାକ୍ରୋନଙ୍କ ଏକ କାର୍ଯ୍ୟକ୍ରମରେ…
୧୭ ନଭେମ୍ବରରେ ଖୋଲିବ କରତାରପୁର କରିଡର: ଟିକା ଏବଂ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଖୋଲିବ କରାତାରପୁର କରିଡର । ଭାରତରୁ କରତାରପୁର ଦର୍ଶନ କରିବାକୁ ଯାଇପାରିବେ ଶିଖ୍ ଶ୍ରଦ୍ଧାଳୁ । କେନ୍ଦ୍ର ସରକାର ବୁଧବାର କରତାରପୁର କରିଡର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଶ୍ରୀ ଗୁରୁ ନାନକ ଦେବ…
କାମ୍ପାଲାରେ ଆତ୍ମଘାତୀ ବିସ୍ଫୋରଣ, ବର୍ତ୍ତିଗଲେ ଓଡ଼ିଆ ଖେଳାଳି
ନୂଆଦିଲ୍ଲୀ: ଉଗାଣ୍ଡା ରାଜଧାନୀ କାମ୍ପାଲାରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି । ୩ଟି ଆତ୍ମଘାତୀ ବିସ୍ଫୋରଣରେ ୩ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ କାମ୍ପାଲା ଷ୍ଟାଡିୟମ ଠାରୁ ଅଳ୍ପ ଦୂରରେ ହୋଇଥିବା ନେଇ…