Browsing Category
ଦେଶ ବିଦେଶ
ପାକିସ୍ତାନ ହାରିବା ପରେ ‘ଓ ଭାଇ ମାରୋ…’ ଯୁବକଙ୍କ ପ୍ରତିକ୍ରିୟା, ଦୁଃଖରେ କହିଲେ…
ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ୍ ୨୦୨୧ରେ ପାକିସ୍ତାନର ଯାତ୍ରା ଶେଷ ହୋଇଯାଇଛି । ଗୁରୁବାର ଦିନ ସେମିଫାଇନାଲ୍ ମୁକାବିଲାରେ ପାକିସ୍ତାନ ପରାଜୟ ହୋଇଛି । ଅଷ୍ଟ୍ରେଲିୟା ଠାରୁ ୫ଟି ୱିକେଟ୍ ରେ ପାକ୍ ହାରିଛି । ତେବେ…
RBIର ୨ଟି ଯୋଜନା ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ଏହାର ଫାଇଦା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଶୁକ୍ରବାର ଦିନ ରିଜର୍ଭ ବ୍ୟାଙ୍କର ୨ଟି ଏପରି ଯୋଜନାର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ସାଧାରଣ ଲୋକଙ୍କର ଫାଇଦା ହେବ । ଏହି ଯୋଜନାଗୁଡିକ ସରକାରୀ…
କୋଭିଡ ବିରୋଧରେ କୋଭାକ୍ସିନ୍ ୭୭.୮% ପ୍ରଭାବୀ; ନୂଆ ରିସର୍ଚ୍ଚରୁ ଖୁଲାସା
ନୂଆଦିଲ୍ଲୀ: କରୋନା ବିରୋଧ ଲଢ଼େଇରେ ସ୍ୱଦେଶୀ ଟିକା କୋଭାକ୍ସିନ୍ ୭୭.୮ ପ୍ରତିଶତ ପ୍ରଭାବଶାଳୀ ରହୁଛି । ଲକ୍ଷଣଯୁକ୍ତ କୋଭିଡ ଆକ୍ରାନ୍ତଙ୍କ ପାଇଁ କୋଭାକ୍ସିନ୍ ୭୭.୮ % ଫଳପ୍ରଦ ବୋଲି ମେଡିକାଲ ଜର୍ନାଲ ଲାନସେଟରେ…
ଦୁଇଟି କେନ୍ଦ୍ରୀୟ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଦୁଇଟି କେନ୍ଦ୍ରୀୟ ଯୋଜନାର ଶୁଭାରମ୍ଭ ଶୁକ୍ରବାର ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୧ଟାରେ ଭର୍ଚୁଆଲରେ ଏହି ଯୋଜନା ଦ୍ବୟକୁ ଲଞ୍ଚ କରିବେ । ଏହି ଯୋଜନାର…
ଘରର ଛାତ ଉପରେ ଉଡ଼ିଲା ପାକିସ୍ତାନୀ ପତାକା, ଦେଶଦ୍ରୋହ ଅପରାଧରେ ୪ ଅଟକ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତିଙ୍କ ଛାତ ଉପରେ ପାକିସ୍ତାନୀ ପତାକା ଦେଖିବାକୁ ମିଳିଛି । ଗତ ୧୦ ତାରିଖରେ ଚୌରୀଚୌରା ଅଞ୍ଚଳର ମୁନ୍ଦ୍ରା ବଜାରର ୧୦ନଂ ୱାର୍ଡରେ ଏହି ଘଟଣା ଦେଖିବାକୁ ମିଳିଥିଲା ।…
ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ
ଜାମ୍ମୁ: ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଛନ୍ତି ୨ ଆତଙ୍କବାଦୀ । ଶ୍ରୀନଗର ଓ କୁଲଗାମ ଅଞ୍ଚଳରେ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । କୁଲଗାମ ଏନକାଉଣ୍ଟରରେ ବିପୁଳ ବିସ୍ଫୋରକ ଜବତ ହୋଇଥିବା…
ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ୫ଜି ମୋବାଇଲ ସେବା, ଏପ୍ରିଲ-ମେ’ରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମ: ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ୫ଜି ମୋବାଇଲ ସେବା ଆରମ୍ଭ ହେବ । ଏହାପୂର୍ବରୁ ୨୦୨୨ ଏପ୍ରିଲ-ମେ’ ମାସରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମ ପ୍ରକିୟା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।…
ସ୍କୁଲରେ ଶିଶୁ ଦେଖିବେ ସମଲିଙ୍ଗୀ ଫିଲ୍ମ ! ସେନ୍ସର ବୋର୍ଡ ଏବଂ ୟୁନିସେଫକୁ NCPCR ନୋଟିସ୍
ପଶ୍ଚିମବଙ୍ଗରେ ସ୍କୁଲରେ ସମଲିଙ୍ଗୀ ସମ୍ପର୍କ ଉପରେ ଆଧାରିତ ଫିଲ୍ମ ପ୍ରଦର୍ଶନ ଉପରେ ବିବାଦ ବଢ଼ିଛି । ଏହି ମାମଲାରେ ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ବୁଧବାର ଫିଲ୍ମ ସେନ୍ସର ବୋର୍ଡ ଏବଂ ୟୁନିସେଫ୍ ଠାରୁ ଜବାବ…
ପୁଣି ନିଜ ବୟାନକୁ ନେଇ ଅଡ଼ୁଆରେ କଙ୍ଗନା; ଟ୍ରୋଲ କଲେ ସ୍ୱରା ଓ ବରୁଣ
ନିକଟରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ତଥା ବଲିଉଡ କ୍ୱିନ କଙ୍ଗନା ରଣାୱତ ପୁଣି ଥରେ ବିବାଦ ଭିତରକୁ ଆସିଛନ୍ତି । ଏକ କାର୍ଯ୍ୟକ୍ରମରେ କଙ୍ଗନା ଭାରତର ସ୍ୱାଧୀନତା ବିଷୟରେ ଏପରି ବିବୃତ୍ତି ଦେଇଛନ୍ତି ଯେ…
ଚାକିରି କାଳରେ ମୃତ୍ୟୁ ହେଲେ ବିବାହିତ ଝିଅକୁ ବି ମିଳିପାରିବ ଚାକିରି, ଲାଗୁ କଲେ ଏହି ରାଜ୍ୟ
ନୂଆଦିଲ୍ଲୀ: ଚାକିରି କାଳରେ ମୃତ୍ୟୁ ହେଲେ ପରିବାରର ବିବାହିତ ଝିଅକୁ ବି ମିଳିବ ଚାକିରି । ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର । ଝିଅଙ୍କ ହିତକୁ ଧ୍ୟାନରେ ରଖି ଉତ୍ତର ପ୍ରଦେଶ ସରକାର ଏହି ବଡ଼…