Browsing Category

ଦେଶ ବିଦେଶ

୧୨ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା, ପାଲଟିଲା ବିଶ୍ୱ ରେକର୍ଡ

ଅଯୋଧ୍ୟା: ଦୀପାବଳି ଅବସରରେ ରାମଙ୍କ ନଗରୀ ଅଯୋଧ୍ୟାରେ ପାଳିତ ହୋଇଛି ଦିପୋତ୍ସବ କାର୍ଯ୍ୟକ୍ରମ । ଅଯୋଧ୍ୟାରେ ବୁଧବାର ଭବ୍ୟ ଦୀପୋତ୍ସବ କାର୍ଯ୍ୟକ୍ରମ ଅୟୋଜନ ହୋଇଥିଲା । ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ନଗରୀକୁ ୧୨…

ଅକ୍ସିଜେନ ମାସ୍କ କାଢ଼ିଦେଲା ୱାର୍ଡ ବଏ, ଚାଲିଗଲା ୪ ବର୍ଷ ବାଳକର ଜୀବନ

ନୂଆଦିଲ୍ଲୀ: ଅକି୍ସଜେନ ମାସ୍କ କାଢ଼ିଦେବାରୁ ୪ ବର୍ଷ ବାଳକର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ନିଲୋଫର ହସ୍ପିଟାଲରେ । ଗତ ଶନିବାର ହସ୍ପିଟାଲର ୱାର୍ଡ ବଏ ଚିକିତ୍ସିିତ…

ଦେଶବାସୀଙ୍କୁ ଦୀପାବଳି ଭେଟି; କମିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି । ଗୁରୁବାରଠାରୁ କମିବ ପେଟ୍ରୋଲ ଦର ଏବଂ ଡିଜେଲ ଦର । ପେଟ୍ରୋଲ ଉପରୁ ୫ ଟଙ୍କା ଏବଂ ଡିଜେଲ ଉପରୁ ୧୦ ଟଙ୍କା ଏକ୍ସସାଇଜ ଡ୍ୟୁଟି କମିବ । ଏକ୍ସସାଇଜ…

ବାଲାକୋଟ୍ ହିରୋ ଅଭିନନ୍ଦନଙ୍କୁ ମିଳିଲା ପଦୋନ୍ନତି

ନୂଆଦିଲ୍ଲୀ: ବାଲାକୋଟ୍ ଏୟାର ଷ୍ଟ୍ରାଇକ ହିରୋ ଅଭିନନ୍ଦନଙ୍କୁ ମିଳିଲା ପଦୋନ୍ନତି । ୱିଙ୍ଗ କମାଣ୍ଡରରୁ ଗ୍ରୁପ କ୍ୟାପେଟନକୁ ପଦୋନ୍ନତି ପାଇଲେ ଅଭିନନ୍ଦନ । ଭାରତୀୟ ବାୟୁସେନା ପକ୍ଷରୁ ପଦୋନ୍ନତି ସମ୍ପର୍କିତ ସମସ୍ତ…

ସମଗ୍ର ବିଶ୍ୱରେ ବ୍ୟବହୃତ ହେବ କୋଭାକ୍ସିନ୍: ମଞ୍ଜୁରୀ ପ୍ରଦାନ କଲା WHO

ନୂଆଦିଲ୍ଳୀ: ସମଗ୍ର ବିଶ୍ୱରେ ଏଣିକି ବ୍ୟବହୃତ ହେବ ଭାରତୀୟ ସ୍ୱଦେଶୀ ଟିକା କୋଭାକ୍ସିନ୍ । ପୂର୍ବରୁ ସମଗ୍ର ବିଶ୍ୱରେ କୋଭାକ୍ସିନ ବ୍ୟବହାର ପାଇଁ ଅନୁମତି ମଗା ଯାଇଥିଲା । ବୁଧବାର ଏକ ସମୀକ୍ଷା ବୈଠକ ପରେ ବିଶ୍ୱ…

Facebookରେ ବନ୍ଦ ହେବ ଫେସ୍ ରେକିଗନିସନ ବ୍ୟବସ୍ଥା

ଭୁବନେଶ୍ୱର: ନିକଟରେ ନିଜ ହୋଲଡିଂ କମ୍ପାନୀ ନାମ ‘ମେଟା’କୁ ପରିବର୍ତ୍ତନ କରିଥିବା ଫେସବୁକ୍ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । କମ୍ପାନରୀଏହାର ଫେସ୍ ରିକଗନିସନ ସିଷ୍ଟମ ବା ଚେହେରା ଚିହ୍ନଟ ବ୍ୟବସ୍ଥାକୁ…

Netflix ଓ Amazon ସିରିଜ୍ ଦେଖୁଥିଲେ ନିଟ୍ ଟପ୍ପର; ଶେୟାର କଲେ ପାଠପଢା ରୁଟିନ୍

ନୂଆଦିଲ୍ଲୀ: ସାଧାରଣତଃ ଟପ୍ପର ମାନେ ପାଠ ପଢାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଥାନ୍ତି । ତେବେ ନିଟ୍-ୟୁଜିରେ ଟପ୍ପର ହୋଇଥିବା ମ୍ରିଣାଲ କୁଟ୍ଟେରୀଙ୍କ ମତ କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ସେ ପାଠପଢା ସହିତ ସମାନ ଭାବରେ…

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ବଡ଼ ମିସାଇଲର ବଙ୍କର ବନାଉଛି ଚୀନ୍, ଫଟୋରୁ ହେଲା ଖୁଲାସା

ବିଜିଙ୍ଗ: ଚୀନ ୩ଟି ସ୍ଥାନରେ ମିସାଇଲ ସିଲୋ ଫିଲ୍ଡ ତିଆରି କରୁଥିବା ସନ୍ଦେହ ହେଉଛି । ପଶ୍ଚିମୀ ବିଶେଷଜ୍ଞମାନେ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି । ଏହି ୩ଟି ସ୍ଥାନ ଉତ୍ତର ମଧ୍ୟ ଚୀନର ୟୁମେନ, ହାମୀ ଓ ଅର୍ଡୋସରେ…

ପୁଣି ତେଜିଲା ସିଦ୍ଧୁ-ଅମରିନ୍ଦର ବିବାଦ: ଅମରିନ୍ଦର ବାରୁଦ ବୀହିନ ଗୁଳି

ନୂଆଦିଲ୍ଲୀ: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ପୁଣି ଥରେ ଆକ୍ରମଣ କରିଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ନଭଜୋତ ସିଂ ସିଦ୍ଧୁ । ସିଦ୍ଧୁ ଆକ୍ରମଣ କରିବା ସହିତ କ୍ୟାପଟେନ ବାରୁଦ ସରି ଯାଇଥିବା ଗୁଳି…

ତାଲିବାନକୁ ଲାଗିଲା ସବୁଠୁ ବଡ ଝଟକା, ହକ୍କାନୀ ନେଟୱର୍କର କାବୁଲ କମାଣ୍ଡରଙ୍କୁ ହତ୍ୟା କଲା ଆଇଏସ

ନୂଆଦିଲ୍ଲୀ : ଆତଙ୍କୀ ସଂଗଠନ ଇସଲାମିକ ଷ୍ଟେଟ୍ ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଯେବେଠୁ ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଛି, ସେହି ଦିନଠୁ ଇସଲାମିକ ଷ୍ଟେଟ…