Browsing Category

ଦେଶ ବିଦେଶ

ପୋଲିସ୍ କର୍ମୀଙ୍କ ମୁହଁ ଉପରକୁ ଫୋପାଡ଼ିଲେ ୟୁରିନ୍, ଥାନାରେ କଲେ ହଙ୍ଗାମା

ୱାଶିଂଟନ୍: ପୋଲିସ୍ କର୍ମୀଙ୍କ ଉପରେ ୟୁରିନ୍ ଦ୍ୱାରା ଓଦା ହୋଇଥିବା ପ୍ୟାଣ୍ଟ ଫୋପାଡ଼ି ଅଡ଼ୁଆରେ ପଡ଼ିଛନ୍ତି ଜଣେ ଆମେରିକୀ ଯୁବତୀ । ଖାଲି ପୋଲିସ୍ କର୍ମୀଙ୍କ ଉପରେ ନୂହେଁ ବରଂ ସିକ୍ୟୁରିଟି ଗାର୍ଡ଼ ଏବଂ ଅନ୍ୟ ୨ ଜଣ…

ମତଦାନ ଆରମ୍ଭରୁ ‘ଖେଲା’ ଆରମ୍ଭ, ମମତାଙ୍କ ବିଧାୟକଙ୍କ ଉପରେ ଲାଗିଲା ଇଭିଏମ୍ ବନ୍ଦ କରିବା ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ସକାଳ ୭ଟାରୁ ଉପନିର୍ବାଚନ ଆରମ୍ଭ ହୋଇଯାଇଛି । ତେବେ ମତଦାନ ଆରମ୍ଭ ରୁ ହିଁ ଦୁଇ ଦଳ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଯାଇଛି । ତେବେ ଭବନୀପୁର ଆସନରେ…

ଭବାନୀପୁରରେ ଚାଲିଛି ମତଦାନ: ମମତା ଓ ପ୍ରିୟଙ୍କାଙ୍କ ମଧ୍ୟରେ କଡ଼ା ଟକ୍କର, ସମସେରଗଞ୍ଜରେ ଟିଏମସି ନେତା ଗିରଫ୍

କୋଲକତା: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ଏହି ଆସନ ପାଇଁ ୨ ଲକ୍ଷରୁ ଅଧିକ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ବାଛୁଛନ୍ତି ।…

ମେହବୁବା ମୁଫ୍‌ତି ପୁଣି ଗୃହବନ୍ଦୀ, ନିଜେ ଟ୍ବିଟ୍ କରି ଦେଲେ ସୂଚନା

ନୂଆଦିଲ୍ଲୀ/ ଶ୍ରୀନଗର: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ପୁଣି ଥରେ ଗୃହବନ୍ଦୀ ହୋଇଛନ୍ତି । ତାଙ୍କୁ ଘରୁ ବାହାରିବା ପାଇଁ ବାରଣ କରାଯାଇଛି । ତ୍ରାଲ୍‌ ପୁଲୱାମାରେ ଏକ…

ନିଶାରେ ଏତେ ଚୁର କି ନିଜକୁ ଖୋଜିବାକୁ ଗଠିତ ଅନୁସନ୍ଧାନକାରୀ ଦଳ ସହ ବାହାରିଲା ମଦୁଆ

ନୂଆଦିଲ୍ଳୀ: ଜଣେ ୫୦ ବର୍ଷୀୟ ମଦୁଆ ଏମିତି କିଛି କାମ କରିଛି ଯାହା ଶୁଣିଲେ ଆପଣ ହସି ହସି ବେଦମ ହୋଇଯିବେ । ନିଖୋଜ ହୋଇଥିବା ଜଣେ ମଦୁଆକୁ ଖୋଜିବା ପାଇଁ ଗୋଟିଏ ଟିମ ଗଠନ ହୋଇଥିବା ବେଳେ ଏହି ଟିମ ସହିତ ମିଶି ନିଜକୁ…

ଶାହଙ୍କ ବାସଭବନରେ ଅମରିନ୍ଦର; ବିଜେପିରେ ଯୋଗ ଦେବା ସମ୍ଭାବନା ବଢିଲା

ନୂଆଦିଲ୍ଳୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ଯୋଗ ଦେବାର ସମ୍ଭାବନା ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ ଗସ୍ତରେ ରହିଥିବା ଅମରିନ୍ଦର…

ରାନୁ ମଣ୍ଡଳ ଗାଇଲେ ମାନିକେ ମାଗେ ହିଥେ; ଦେଖନ୍ତୁ ଭାଇରାଲ ଭିଡ଼ିଓ

ନୂଆଦିଲ୍ଳୀ: ଏକଦା ନିଜର ଅଲଗା ସ୍ୱର ପାଇଁ ଦର୍ଶକଙ୍କ ପ୍ରିୟପାତ୍ର ହୋଇଥିବା ଇଣ୍ଟରନେଟ ସେନସେସନ ରାନୁ ମଣ୍ଡଳ ପୁଣି ଥରେ ଭାଇରାଲ ହୋଇଛନ୍ତି । ୨୦୧୯ରେ ରାଣହାଟ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଏକ ପ୍ୟାର କା ନଗମା…

ମଳଦ୍ୱାରରେ ଲୁଚାଇ ନେଇ ଯାଉଥିଲା ୪୨ ଲକ୍ଷ ଟଙ୍କାର ସୁନା; ବିମାନବନ୍ଦରରେ ମାଡି ବସିଲା ପୋଲିସ

ନୂଆଦିଲ୍ଲୀ: ଏକ ବଡ ଧରଣର ସୁନା ଚୋରା ଚାଲାଣକୁ ରୋକିବାରେ ସଫଳ ହୋଇଛନ୍ତି ସିଆଇଏସଏଫ ଅଧିକାରୀ । ନିଜ ମଳଦ୍ୱାରରେ ପ୍ରାୟ ୪୨ ଲକ୍ଷ ଟଙ୍କାର ସୁନା ନେଇ ଫେରାର ହେଉଥିବା ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଛନ୍ତି…

କଂଗ୍ରେସ ନେତାଙ୍କୁ ଆତ୍ମଚିନ୍ତନର ଆବଶ୍ୟକତା ରହିଛି: ଚରଣ ସିଂ ଚନ୍ନି

ନୂଆଦିଲ୍ଲୀ: କଂଗ୍ରେସରେ ଦେଖା ଦେଇଥିବା ଗୋଷ୍ଠୀକନ୍ଦଳକୁ ନେଇ ମୁହଁ ଖୋଲିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣ ସିଂ ଚନ୍ନି । ବୁଧବାର ନଭଜୋତ ସିଂ ସିଦ୍ଧୁଙ୍କ ସହିତ ଆଲୋଚନା ପରେ ଏପରି ମତ ଦେଇଛନ୍ତି ଚନ୍ନି । ଦଳ…

ଭାରତ ସରକାରଙ୍କ ସହ ପ୍ରଥମଥର କଥା ହେଲା ତାଲିବାନ୍, ବିମାନ ସେବା ପାଇଁ ନିବେଦନ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ନିଜ କବଜାକୁ ନେବା ପରେ ତାଲିବାନ୍ ପ୍ରଥମଥର ପାଇଁ ଆନୁଷ୍ଠାନିକ ଭାବେ ଭାରତ ସହ କଥା ହୋଇଛି । ୨ ଦେଶ ମଧ୍ୟରେ ବିମାନ ସେବା ପୁଣି ଆରମ୍ଭ କରିବାକୁ ଭାରତ ସରକାରଙ୍କୁ…