Browsing Category

ଦେଶ ବିଦେଶ

ମୁକେଶ ଅମ୍ବାନୀଙ୍କ ଘରୋଇ ପରିଚାରକ ମାନଙ୍କୁ ମିଳୁଛି ଏତିକି ଟଙ୍କା, ଶୁଣିଲେ ଉଡ଼ିଯିବ ହୋସ୍

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଘରେ ଚାକିରୀ କରୁଥିବା କର୍ମଚାରୀ ମାନଙ୍କ ପିଲା ମାନେ ବି ଆମେରିକାରେ ପଢ଼ନ୍ତି । ତେବେ ଆପଣ ଟିକେ ଭାବନ୍ତୁ ସେମାନଙ୍କୁ କେତେ ଦରମା ମିଳୁଥିବ । ତେବେ ଏହା ଜାଣିବା ପରେ ଆପଣଙ୍କ ହୋସ୍ ବି…

ଅନଲାଇନ ବନ୍ଧୁଙ୍କୁ ଦେଖାକରିବାକୁ ଗଲେ ୩୦୦ କିମି ଦୂର ହୋଇଗଲେ ଗଣଦୁଷ୍କର୍ମର ଶିକାର

ନୂଆଦିଲ୍ଲୀ: କେରଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଅନଲାଇନ ବନ୍ଧୁତାରୁ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଯୁବତୀ । ଅନଲାଇନ ବନ୍ଧୁଙ୍କୁ ଦେଖା କରିବାକୁ ୩୦୦ କିମି ଯାତ୍ରା କରିଥିବା ଯୁବତୀ ଜଣକ ଅନଲାଇନ ବନ୍ଧୁ ଓ…

ସୁଇମିଂ ପୁଲରେ ଅଶ୍ଳୀଳ ଭିଡିଓ ଭାଇରାଲ୍ ପରେ ଡିଏସପି ଗିରଫ, ମହିଳା କନେଷ୍ଟବଲଙ୍କ ସ୍ୱାମୀ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ

ଜୟପୁର: ରାଜସ୍ଥାନ ପୋଲିସ୍ ସେବା(ଆରପିଏସ୍)ର ଏକ ଅଧିକାରୀ ଓ ଜଣେ କନେଷ୍ଟବଲ୍ ଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଭାଇରାଲ୍ ପରେ ବୁଧବାର ଦିନ ପୋଲିସ୍ ବିଭାଗ ପକ୍ଷରୁ ଉଭୟ ପୋଲିସ୍ୁ…

କରୋନା ପଜିଟିଭ୍ ହେଲା ବିଶ୍ୱର ପ୍ରଥମ ଗରିଲା; ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ମାନବ ସମାଜକୁ ଭୀତତ୍ରସ୍ତ କରି ରଖିଥିବା କରୋନା ଭାଇରସକୁ ନେଇ ସଙ୍କଟ ବଢିବାରେ ଲାଗିଛି । ଶନିବାର ମିଳିଥିବା ରିପୋର୍ଟ ଅନୁଯାୟୀ ବିଶ୍ୱର ପ୍ରଥମ ଗରିଲା କରୋନାରେ ଆକ୍ରାନ୍ତ ହୋଇଛି । ଏହା ସହିତ ଗରିଲଙ୍କ…

ପୁଣି ଦରଦାମ୍ ମାଡ଼; LPG ପରେ CNG-PNGର ବଢ଼ିବ ଦାମ୍!

ନୂଆଦିଲ୍ଲୀ: ଦିଲ୍ଲୀ ଓ ମୁମ୍ବାଇ ଭଳି ସହରରେ ସିଏନଜି ଓ ପିଏନଜିର ଦରଦାମ୍ ଅକ୍ଟୋବରରେ ୧୦ରୁ ୧୧ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ । ଆଇସିଆଇସିଆଇ ସିକ୍ୟୁରିଟିଜ୍ ର ଏକ ରିପୋର୍ଟରେ ଏହି ଅନୁମାନ କରାଯାଇଛି । ରିପୋର୍ଟରେ…

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଇସ୍ତଫା ଦେଇଛନ୍ତି । ଶନିବାର ଦିନ ରାଜ୍ୟପାଳଙ୍କୁ ଭେଟିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହିତ ଡେପୁଟି ସିଏମ୍ ନିତିନ୍ ପଟେଲ୍ ମିଶି…

ୟୁଟର୍ଣ୍ଣ ନେଲା ତାଲିବାନ, ଶପଥ ଗ୍ରହଣ ସମାରୋହ କଲା ବାତିଲ, କହିଲା- ପଇସା ବରବାଦ ହୋଇଯିବ

ନୂଆଦିଲ୍ଲୀ : ୟୁଟର୍ଣ୍ଣ ନେଲା ତାଲିବାନ । ହେବନି ଶପଥ ସମାରୋହ ଆୟୋଜନ । ୨୦ ବର୍ଷ ପରେ ଆଫଗାନିସ୍ତାନ ଦଖଲ ପରେ ସରକାର ଗଠନ କରିବାକୁ ଚାଲିଥିଲା ଶପଥ ସମାରୋହର ପ୍ରସ୍ତୁତି । ହେଲେ ତାଲିବାନୀ ସରକାର ଶପଥ ଗ୍ରହଣ ସମାରୋହ…

ବୟଫ୍ରେଣ୍ଡ ସହ କଣ କଣ କରିବେ? ୧୭ ପୃଷ୍ଠାର ରିଲେସନସିପ୍ କଣ୍ଟ୍ରାକ୍ଟ ଧରାଇଦେଲେ ଗର୍ଲଫ୍ରେଣ୍ଡ୍

ୱାଶିଂଟନ୍: ଆମେରିକାରେ ରହୁଥିବା ଜଣେ ଯୁବତୀ ନିଜ ବୟଫ୍ରେଣ୍ଡ ପାଇଁ ୧୭ ପୃଷ୍ଠାର ଏକ ରିଲେସନସିପ୍ କଣ୍ଟ୍ରାକ୍ଟ ପ୍ରସ୍ତୁତି କରିଛି । ଯୁବତୀ ଜଣକ ଏହି କଣ୍ଟ୍ରାକ୍ଟରେ ବୟଫ୍ରେଣ୍ଡ ସହ କଣ କରିବେ ଓ ବୟଫ୍ରେଣ୍ଡ ତାଙ୍କ…

ଲଗାଣ ବର୍ଷାରେ ଦିଲ୍ଲୀ ଉବୁଟୁବୁ, ପାଣି ଭିତରେ ଚକାମାଡି ଧାରଣା ଦେଲେ ରାକେଶ ଟିକାୟତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା କାରଣରୁ ଅନେକ ଅଞ୍ଚଳ ଜଳମଗ୍ନ ରହିଛି । କିଛି ସଡକର ଦୃଶ୍ୟ ତ ପୋଖରୀ ପରି ନଜର ଆସୁଛି । ଅନ୍ୟପଟେ ଦିଲ୍ଲୀ ସୀମାରେ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିିଛି । ଭୀଷଣ…

ପାଣିରେ ଉବୁଟୁବୁ ରାଜଧାନୀ; ଲଗାଣ ବର୍ଷାରେ ବୁଡ଼ିଲା ଆଇଜିଆଇ ଏୟାରପୋର୍ଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଦିନ ପ୍ର୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି । ବର୍ଷା କାରଣରୁ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍-୩…