Browsing Category
ଦେଶ ବିଦେଶ
ତାଲିବାନର ଆଫଗାନିସ୍ତାନ କବଜା ପରେ ଏବେ କ’ଣ କରିବ ଭାରତ ? ରହିଛି ଏହି ବିକଳ୍ପ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର ଯୁଗ ଆରମ୍ଭ ହୋଇ ଯାଇଛି । ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ଚାଲି ଯାଇଛନ୍ତି । ରାଜଧାନୀ କାବୁଲ ସହିତ ସମଗ୍ର ଆଫଗାନିସ୍ତାନରେ ଭୟର ବାତାବରଣ ରହିଛି । ଆଫଗାନିସ୍ତାନରୁ…
ସବରୀମାଳା ମନ୍ଦିରକୁ ବାପାଙ୍କ ସହ ଯାଇପାରିବେ ୧୦ ବର୍ଷରୁ କମ୍ ବୟସର ଝିଅ: କେରଳ ହାଇକୋର୍ଟ
ଥିରୁବନନ୍ତପୁରମ୍: ସବରୀମାଳା ମନ୍ଦିରକୁ ନେଇ କେରଳ ହାଇକୋର୍ଟ ଏକ ବଡ଼ ଘୋଷଣା କରିଛନ୍ତି । ୧୦ ବର୍ଷରୁ କମ୍ ବୟସର ଝିଅ ମାନେ ନିଜ ବାପାଙ୍କ ସହିତ ସବରୀମାଳା ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇଛି ।…
ଋଷକୁ ପସନ୍ଦ ଆସିଲା ତାଲିବାନ ! କହିଲା- ଘନି ସରକାରଙ୍କ ତୁଳନାରେ ଅଧିକ ସୁରକ୍ଷିତ ରହିଛି କାବୁଲ
କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନ ମାନେ ନିଜର ହୁକୁମ୍ ଆରମ୍ଭ କରିସାରିଲେଣି । ରବିବାର ସେମାନେ ରାଜଧାନୀ କାବୁଲ ଉପରେ କବଜା କରିଛନ୍ତି । ଫଳରେ ରାଷ୍ଟ୍ରପତି ଘନି ଇସ୍ତଫା ଦେଇ ରାତାରାତି କାବୁଲ ଛାଡ଼ି ଛନ୍ତି ।…
ତାଲିବାନର ଘୋଷଣା – ‘ସରକାରୀ କର୍ମଚାରୀଙ୍କୁ କ୍ଷମା କରୁଛୁ, ବିନା ଭୟରେ କାମକୁ ଫେରିଯାଅ’
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସମସ୍ତ ସରକାରୀ କର୍ମଚାରୀ କାମକୁ ଫେରିଯିବାକୁ ତାଲିବାନ୍ ନିର୍ଦ୍ଦେଶ ଦେଇଛି । ମଙ୍ଗଳବାର ଦିନ ସମସ୍ତ ସରକାରୀ କର୍ମଚାରୀଙ୍କୁ କ୍ଷମା କରାଯାଇଛି ବୋଲି ତାଲିବାନ୍ ଘୋଷଣା…
ଏଣିକି ଆପଣଙ୍କ ବାଇକ୍ ଆଉ ହେବ ନାହିଁ ଚୋରି: ସ୍ମାର୍ଟଫୋନରେ ଆପ୍ ଦ୍ୱାରା କରିପାରିବେ ଲକ୍ ଓ ଅନଲକ୍
ନୂଆଦିଲ୍ଲୀ: ଦିନକୁ ଦିନ ନୂଆ ନୂଆ ଟେକ୍ନୋଲୋଜି ମାର୍କେଟକୁ ଆସୁଛି । ତେବେ ବର୍ତ୍ତମାନ ବାଇକକୁ ନେଇ ଏକ ନୂଆ ଫିଚର ଆସିଛି । ଆପଣ ନିଜର ସ୍ମାର୍ଟଫୋନ୍ ଦ୍ୱାରା ଗାଡ଼ିକୁ ଲକ୍ ଓ ଅନଲକ୍ କରିପାରିବେ । ଆପ୍ ମାଧ୍ୟମରେ ଆପଣ…
ଦୁଇଟି ଟ୍ରଲର୍ ଧକ୍କା ହେବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୪
ଅଜମେର୍: ରାଜସ୍ଥାନର ଅଜମେର୍ ଠାରେ ଏକ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ଯେଉଁଥିରେ ୪ ଜଣ ଲୋକ ଜିଅନ୍ତା ଜଳିିଯାଇଛନ୍ତି । ଦୁଇଟି ଟ୍ରଲର୍ ଧକ୍କା ହେବା ପରେ ଏହି ବଡ଼ ଧରଣର ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଦୁଇଟି ବଡ଼ ବଡ଼…
ଆଫଗାନିସ୍ତାନକୁ ତାଲିବାନ କବଜା ପରେ ବିପଦରେ Facebook, Twitter, Google
ନୂଆଦିଲ୍ଲୀ: ତାଲିବାନ ଦ୍ୱାରା ଆଫଗାନିସ୍ତାନ କବଜା ପରେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକର ଚିନ୍ତା ବଢ଼ିଯାଇଛି । ତାଲିବାନକୁ ବିଭିନ୍ନ ଦେଶରେ ଆତଙ୍କୀ ସଂଗଠନ ଭାବେ ଘୋଷଣା କରାଯାଇଛି । ତେଣୁ ସେନେଇ କ୍ରିଏଟ କରାଯାଉଥିବା…
ଭାରତରେ ଆଶ୍ରୟ ନେଇପାରିବେ ଅଫଗାନ୍ ନାଗରିକ, ଘୋଷଣା ହେଲା ନୂତନ ଭିସା କାଟାଗୋରୀ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଚାଲିଥିବା ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଆସିବାକୁ ଚାହୁଁଥିବା ଅଫଗାନ୍ ନାଗରିକ ମାନେ ଆରାମ୍ ରେ ଆସିପାରିବେ । ଏହି ପରିପ୍ରେକ୍ଷୀରେ ଭାରତ ଆସିବାକୁ ଚାହୁଁଥିବା ଆବେନଦକାରୀଙ୍କ…
ତାଲିବାନ ପାଇଁ ଶକ୍ତିଶାଳୀ ହୋଇଉଠିବ ପାକିସ୍ତାନ, କଶ୍ମୀରରେ ବୃଦ୍ଧି ପାଇବ ଅଶାନ୍ତି: ବର୍ତ୍ତମାନ ସ୍ଥିତିରେ ଭାରତକୁ ବଦଳାଇବାକୁ ପଡ଼ିବ ରଣନୀତି
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱର ଫୋକସ୍ ଆଫଗାନିସ୍ତାନ ଉପରେ । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାକାର ଜନସାଧାରଣ ବିକଳରେ ଦେଶ ଛାଡ଼ିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି । ସେଠାରେ ଫସି ରହିଥିବା…
କାବୁଲରୁ IAFର ବିମାନରେ ବାହାରିଲେ ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ଦଖଲ ପରେ କାବୁଲ ଏୟାରପୋର୍ଟରେ ଦେଖାଯାଉଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନାର ସି-୧୭ ବିମାନ ଭାରତ ଅଭିମୁଖେ ଉଡାଣ ଭରିଛି । ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀଙ୍କୁ…