Browsing Category

ଦେଶ ବିଦେଶ

ତୀରଥଙ୍କ ଇସ୍ତଫା ପରେ ମମତାଙ୍କ ମୁଣ୍ଡରେ ଡେମୋକ୍ଲିସ୍ ଖଣ୍ଡା!

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡୁଆ ବଢିଛି । ମାତ୍ର ୧୧୫ ଦିନର ମୁଖ୍ୟମନ୍ତ୍ରୀତ୍ୱ ସମୟ ପରେ ତୀରଥ ଶୁକ୍ରବାର…

ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ତୀରଥ ସିଂ ରାୱତଙ୍କ ପରେ ତାଙ୍କ ସ୍ଥାନ ନେବେ ପୁଷ୍କର ସିଂ ଧାମି । ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ ୪୫ ବର୍ଷିୟ ଧାମି ।…

ଭାରତ ସରକାରଙ୍କ ଗୋଟିଏ ନିଷ୍ପତ୍ତିରେ ବଞ୍ଚି ଯାଇଥାନ୍ତା ଏକ ଲକ୍ଷ ଲୋକଙ୍କ ଜୀବନ, ବିଶେଷଜ୍ଞଙ୍କ ରିପୋର୍ଟରୁ ଖୁଲାସା

ଭୁବନେଶ୍ଵର : ଭାରତରେ କରୋନା ମହାମାରୀର ଦ୍ଵିତୀୟ ଭାଇରସ୍ ଖୁବ୍ ତାଣ୍ଡବ ମଚାଇଛି। ସ୍ଥିତି ଏମିତି ଥିଲା ଯେ, ଏପ୍ରିଲ-ମେ ମାସରେ ପ୍ରତିଦିନ ତିନି ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ। ସେହି ପରି ଦୈନିକ ମୃତ୍ୟୁ…

୫ ମାସର ଶିଶୁ ପାଲଟିଗଲା ପଥର, ଜାଣନ୍ତୁ ଏହି ରୋଗ ପଛର କାରଣ

ନୂଆଦିଲ୍ଲୀ: ୫ ମାସର ଶିଶୁଟିଏ । ଯେଉଁ ବୟସରେ ସେ ମାଆ କୋଳରେ ଖେଳିବା କଥା, ସେହି ସମୟରେ ତା’ ପ୍ରତି ଈଶ୍ୱର ସହାୟ ହୋଇନାନ୍ତି । ବ୍ରିଟେନରେ ଜନ୍ମିତ ଏହି ଶିଶୁଟି ଫାଇବ୍ରୋଡାଇସପ୍ଲାସିଆ ଓସିଫିକାନ୍ସ ପ୍ରୋଗ୍ରେସିଭା…

ପ୍ଲାଷ୍ଟିକ ବଦଳରେ ପେପର ବ୍ୟାଗରେ ମିଳିବ ପାଣି; ପଢନ୍ତୁ ପୁରା ଖବର

ହାଇଦ୍ରାବାଦ: ପେପର କପରେ ଚା ଓ କଫି ପିଇଥିବେ ଆପଣ । ତେବେ ପେପର ବ୍ୟାଗରେ ପାଣି ବୋତଲ, ଶୁଣିବାକୁ ଅଡୁଆ ଲାଗୁଥିଲେ ହେଁ ଏପରି କିଛି ଚମକ୍ରାରିତା କରି ଦେଖାଇଛନ୍ତି ଦୁଇ ଜଣ ଯୁବକ । ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ…

ବିଜୁଳି ସଙ୍କଟକୁ ନେଇ ସରକାରଙ୍କୁ ଘେରିଛନ୍ତି ସିଦ୍ଧୁ, କିନ୍ତୁ ନିଜେ ଦେଇନାହାନ୍ତି ୮.୬୭ ଲକ୍ଷର ବିଲ୍ !

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଓ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ସାମ୍ନାକୁ ଆସିଛି । ଦୁହିଁଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଏହାରି…

ଗୌତମ ଅଡାନୀଙ୍କ ଗ୍ୟାସ୍ କମ୍ପାନୀ ଲୋକଙ୍କ କଲା ବଡ କ୍ଷତି, ଲକ୍ଷେ ଟଙ୍କାରୁ ୪୩ ହଜାର କ୍ଷତି ସହିଲେଣି ନିବେଶକ

ଭୁବନେଶ୍ଵର: ଗୌତମ ଅଡାନୀଙ୍କ କମ୍ପାନୀର ସେୟାରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଛି। ସେ ଅଡାନୀ ଟ୍ରାନ୍ସମିସନ ହେଉ କି ଅନ୍ୟ କୌଣସି ସେକ୍ଟର ହେଉ। ଅଡାନୀ ଗ୍ରୁପ କମ୍ପାନୀର ସେୟାରରେ ହ୍ରାସ ଗତ ମାସରୁ ଆରମ୍ଭ ହୋଇ…

ଯୁଦ୍ଧ ସମୟରେ ବାୟୁସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ, ସିଡିଏସ୍ ରାୱତଙ୍କୁ ଜବାବ ଦେଲେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତରେ ଥିଏଟର କମାଣ୍ଡ ଗଠନକୁ ନେଇ ପୂର୍ବରୁ ବହୁବାର ମିଡିଆରେ ଚର୍ଚ୍ଚା ହୋଇଥିଲା । ଏହି କମାଣ୍ଡ ଗଠନ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ଥଳ ସେନା, ନୌସେନା ପ୍ରସ୍ତୁତ ରହିଥିବା ବେଳେ କେବଳ ବାୟୁସେନା…

ଆମେରିକା-କାନାଡାରେ ଭୀଷଣ ଗରମ ସାଜିଛି କାଳ, ଲୁ’ରେ ପ୍ରାଣ ହରାଇଲେଣି ୫୮୦

ନୂଆଦିଲ୍ଳୀ: ଆମେରିକା ଓ କାନାଡାରେ ଭୀଷଣ ଗରମ ବଢ଼ିବାରେ ଲାଗିଛି । ଅତ୍ୟଧିକ ଗରମ ସହ୍ୟ କରିନପାରି ପ୍ରାଣ ହରାଉଛନ୍ତି । ଏହି ଦୁଇ ଦେଶରେ ଏଯାବତ୍ ମୋଟ ୫୮୧ ଜଣ ପ୍ରାଣ ହରାଇଲେଣି । ଆମେରିକାରେ ପ୍ରଶାନ୍ତ…

ଆତ୍ମହତ୍ୟା କରିଦେଲେ ବଲିଉଡର ଆଉଜଣେ ଷ୍ଟାର୍

ମୁମ୍ବାଇ: ଦେଶରେ ସମ୍ପ୍ରତି ଆତ୍ମହତ୍ୟା ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରାୟ ପ୍ରତିଦିନ ଏଭଳି ଘଟଣା ସମ୍ପର୍କରେ ଖବର ମିଳୁଛି । ତେବେ ଏଭଳି କାଣ୍ଡ ସାଧାରଣ ଜନତାଙ୍କ ମଧ୍ୟରେ ସୀମିତ ହୋଇରହିନି । ଦେଶର କଳାକାର ଓ…