CHARIDHAM
Browsing Category

ଦେଶ ବିଦେଶ

ଭାରତ-ପାକ ସେନା ମଧ୍ୟରେ ଯୁଦ୍ଧ ବିରାମ ଚୁକ୍ତି ଫଳପ୍ରଦ ହୋଇଛି: ଏମ ଏମ ନରୱାଣେ

ନୂଆଦିଲ୍ଲୀ: ସେନା ମୁଖ୍ୟ ଜେନେରାଲ ଏମ.ଏମ ନରୱାଣେ କହିଛନ୍ତି ଯେ ଗତ ତିନିମାସ ଧରି ଜାମ୍ମୁ କାଶ୍ମୀରରେ ଥିବା ଲାଇନ ଅଫ କଣ୍ଟ୍ରୋଲ (ଏଲଓସି)ରେ ଭାରତୀୟ ଏବଂ ପାକିସ୍ତାନୀ ସେନା ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ଠାରୁ…

ମାନିଲେନି କରୋନା କଟକଣା, କାନଧରି ହେଲେ ଉଠବସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ମହାମାରୀ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସାରା ଦେଶରେ କଡ଼ା କଟକଣା ବଳବତ୍ତର ରହିଛି । ଅନେକ ସ୍ଥାନରେ ଲକଡାଉନ ସହ ସପ୍ତାହନ୍ତ ଶଟଡାଉନ ଜାରି ରହିଛି । କିନ୍ତୁ ସାଧାରଣ ଜନତାଙ୍କ ଭଲ ପାଇଁ…

ବଢ଼ିଲା ଲକଡାଉନ୍, ୯ ତାରିଖ ଯାଏଁ କଟକଣା; ଜାଣନ୍ତୁ କେଉଁଠି …

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ନେଇ ଦେଶର ବିଭିନ୍ନ ରାଜ୍ୟ ସରକାର ଗଭୀର ଚିନ୍ତାରେ ପଡ଼ିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ସହିତ କେତେକ ରାଜ୍ୟ ସରକାର ମଧ୍ୟ ସ୍ଥାନୀୟ ସ୍ଥିତିକୁ ଅନୁଧ୍ୟାନ କରି କଡ଼ାକଡ଼ି…

ଉହାନ୍ ଲ୍ୟାବରୁ ହିଁ ସୃଷ୍ଟି ହୋଇଥିଲା କରୋନା ଭାଇରସ୍, ମିଳିଲା ୟୁନିକ୍ ଫିଙ୍ଗରପ୍ରିଣ୍ଟ୍, ଜାଣନ୍ତୁ ନୂଆ ଅଧ୍ୟୟନର ଦାବି…

ନୂଆଦିଲ୍ଲୀ: କରୋନା ଭାଇରସର ଉତ୍ପତ୍ତିକୁ ନେଇ ସନ୍ଦେହଘେରରେ ରହିଥିବା ଚୀନର ଅସଲ ରୂପ ଖୁବ୍ ଶୀଘ୍ର ବିଶ୍ୱ ସାମ୍ନାକୁ ଆସିବ । ମହାମାରୀ ଭୂତାଣୁର ସୃଷ୍ଟିକୁ ନେଇ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଆମେରିକା ଓ…

କରୋନରେ ପିତା-ମାତାଙ୍କ ମୃତ୍ୟୁ ହେଲେ ପିଲାଙ୍କ ଯତ୍ନ ନେବ କେନ୍ଦ୍ର

ନୂଆଦିଲ୍ଲୀ: କରୋନାରେ ବାପା-ମାଆଙ୍କୁ ହରାଉଥିବା ପିଲାଙ୍କୁ ମିଳିବ ସହାୟତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି ଯେ, ଯେଉଁ ପିଲାଙ୍କ ପିତା-ମାତା ବା ଅଭିଭାବକଙ୍କର କରୋନାଜନିତ ମୃତ୍ୟୁ ହୁଏ,…

କମଲନାଥଙ୍କ ମନ୍ତବ୍ୟକୁ ନିନ୍ଦା କଲା ବିଜେପି, କହିଲେ ସୋନିଆ ଗାନ୍ଧୀ କାହିଁକି ଚୁପ ?

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ‘ଭାରତ ବଦନାମ ହେଉଛି’ ବୟାନକୁ ନେଇ ବିଜେପି ତାଙ୍କୁ କଡାସମାଲୋଚନା କରିଛି । ବିଜେପି କହିଛି ଗୋଟିଏ ପଟେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର…

ଗୋପି ବୋହୂ ହୋଇ ଛୋଟ ପରଦାକୁ ଆସିବେ ଜିୟା! ଜାଣନ୍ତୁ କେବେ…

ଭୁବନେଶ୍ୱର: ଆପଣ ଟିଭିରେ ସିରିଏଲ୍ ବା ଧାରାବାହିକ ଦେଖିବାରେ ଆଗ୍ରହ ରଖିଛନ୍ତି କି! ତେବେ ‘ସାଥ୍ ନିଭାନା ସାଥୀୟା’ ହୁଏତ ଦେଖିଥିବେ । ଏଥିରେ ଦମଦାର ଅଭିନୟ କରିଥିବା ଜିୟା କିଛିଦିନ ହେଲା ଆଉ ପରଦାରେ ଦେଖାଦେଉନଥିଲେ…

ଦେଶରେ ୧୦ ଗୁଣ ବଢ଼ିଲା ରେମଡେସିଭିର ଉତ୍ପାଦନ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ତରଙ୍ଗ ଖୁବ୍ ଚିନ୍ତା ବଢ଼ାଇ ଦେଇଛି । ଏଭଳି ସଂକଟ କାଳରେ ଦେଶରେ ରେମଡେସିଭିର ଔଷଧର ଅଭାବ ଦେଖାଦେଇଥିଲା । ତେବେ ଏକ ଆଶ୍ୱସ୍ତିକର ଖବର ଆସିଛି । ଦେଶରେ କରୋନା ମହାମାରୀ ବିରୋଧୀ ଲଢ଼େଇରେ…

ବିରିୟାନୀରେ ମିଳିଲାନି ଲେଗ ପିସ୍, ମନ୍ତ୍ରୀଙ୍କୁ କଲେ ଅଭିଯୋଗ; ତାପରେ…

ଭୁବନେଶ୍ୱର: ଆପଣ ବିରିୟାନୀ ପାଇଁ ଲୋକଙ୍କୁ ଲମ୍ବା ଳାଇନରେ ଛିଡ଼ା ହେବା କଥା ଶୁଣିଥିବେ । କିନ୍ତୁ କେବେ ବିରିୟାନୀରେ ଲେଗ ପିସ ନଥିବା ଯୋଗୁଁ ମନ୍ତ୍ରୀଙ୍କୁ ଅଭିଯୋଗ କରିବା କଥା ଶୁଣିଛନ୍ତି କି? ଏଭଳି କିଛି ମଜାଦାର…

ସରକାରଙ୍କ ଅପାରଗତା ହିଁ ଦେଶରେ ଅକ୍ସିଜେନ୍ ସଙ୍କଟର ମୁଖ୍ୟ କାରଣ, କେନ୍ଦ୍ର ଉପରେ ବର୍ଷିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣର ଦ୍ୱିତୀୟ ଲହରରେ ଦେଶରେ ସୃଷ୍ଟି ହୋଇଥିବା ଅକ୍ସିଜେନ୍ ସଙ୍କଟକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ପ୍ରିୟଙ୍କା କହିଛନ୍ତି ଯେ,…