Browsing Category

ୟୁକ୍ରେନ-ରୁଷିଆ ଯୁଦ୍ଧ

ଏଲନ୍ ମସ୍କଙ୍କ ସହ କଥା ହେଲେ ରାଷ୍ଟ୍ରପତି ଜେଲେନସ୍କି, ହେବ ନାହିଁ ଇଣ୍ଟରନେଟ୍ ସମସ୍ୟା; ମିଳିବ ଷ୍ଟାରଲିଙ୍କ୍ ଟର୍ମିନାଲ୍

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଏଲନ୍ ମସ୍କ ଖୋଲାଖୋଲି ଭାବରେ ୟୁକ୍ରେନ ସପକ୍ଷରେ ଠିଆ ହୋଇଛି । ୟୁକ୍ରେନରେ ଇଣ୍ଟରନେଟ୍ କନେକ୍ଟିଭିଟିକୁ ନେଇ ଏଲନ୍ ଲଗାତର ଭାବରେ କାମ କରୁଛନ୍ତି ।…

ବୋଧହୁଏ ଆପଣ ଶେଷ ଥର ମୋତେ ଜୀବନ୍ତ ଦେଖୁଛନ୍ତି, ରୁଷ ସହ ଲଢିବାକୁ ବିମାନ ପଠାନ୍ତୁ: ଜେଲେନସ୍କିଙ୍କ ଭାବୁକ ଅପିଲ୍

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ଗୋଟିଏ ପରେ ଗୋଟିଏ ସହରକୁ ଘେରି କି ରହିଛନ୍ତି ରୁଷ ସେନା। ଏହା ମଧ୍ୟରେ ନିଜ ଦେଶର ଅସ୍ଥିତ୍ଵ ପାଇଁ ଲଢୁଥିବା ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି…

ଅସମ୍ଭାଳ ହେଲାଣି ନିଜ ଦେଶରେ ପୁଟିନଙ୍କୁ ବିରୋଧ: ଯୁଦ୍ଧରେ ମୃତ ଓ ଆହତ ଯବାନଙ୍କ ପାଇଁ ଆର୍ଥିକ ସହାୟତା ରାଶି ଘୋଷଣା କଲେ ରୁଷ୍ ସରକାର

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧ ଆଜି ଏଗାର ଦିନରେ ପହଞ୍ଚିଛି । ଏହି ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱକୁ ପରମାଣୁ ଯୁଦ୍ଧ ପର୍ଯ୍ୟନ୍ତ ବି ଟାଣି ନେଇଥିଲା । ତେବେ ଆସନ୍ତାକାଲି ବେଲାରୁସରେ ଦୁଇଦେଶର ପ୍ରତିନିଧି…

ରୁଷ ସହିତ ଆପଣଙ୍କ ଭଲ ସମ୍ପର୍କ, ଯୁଦ୍ଧ ରୋକିବାକୁ କୁହନ୍ତୁ: ଭାରତ ସରକାରଙ୍କୁ ୟୁକ୍ରେନର ଅପିଲ୍

କିଭ୍‌: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗିରହିଥିବା ବେଳେ ଆଜି ହେଉଛି ଯୁଦ୍ଧର ଏକାଦଶ ଦିନ । ଏହି ଲଢ଼େଇକୁ ଆଜିକୁ ୧୧ ଦିନ ବିତିଯାଇଛି । କିନ୍ତୁ ଯୁଦ୍ଧ କମିବାର ନାଁ ଧରୁନାହିଁ । ରୁଷ ସେନା ୟୁକ୍ରେନର…

ନିଜ ଦେଶର ବାର୍ତ୍ତାକାରଙ୍କୁ ଗୁଳି ମାରିଦେଲେ ୟୁକ୍ରେନ ସେନା

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗିରହିଥିବା ବେଳେ ଆଜି ହେଉଛି ଯୁଦ୍ଧର ଏକାଦଶ ଦିନ । ଏହି ଲଢ଼େଇକୁ ଆଜିକୁ ୧୧ ଦିନ ବିତିଯାଇଛି । କିନ୍ତୁ ଯୁଦ୍ଧ କମିବାର ନାଁ ଧରୁନାହିଁ । ରୁଷ ସେନା…

ମରିପଲ ସହରରେ ରୁଷିଆର ବୋମାମାଡ଼: ୟୁକ୍ରେନକୁ ସହାୟତା ନେଇ ବାଇଡେନ୍-ଜେଲେନସ୍କିଙ୍କ ମଧ୍ୟରେ ଆଲୋଚନା

କିଭ: ୟୁକ୍ରେନ ଉପରେ ପୁଣି ଜୋରଦାର ଆକ୍ରମଣ କରିଛି ରୁଷିଆ । ୟୁକ୍ରେନର ବନ୍ଦର ସହର ମରିପଲକୁ ରୁଷୀୟ ସେନା ଟାର୍ଗେଟ କରିଛନ୍ତି । ମରିପଲ ସହର ଉପରକୁ ରୁଷୀୟ ସେନା ଘନ ଘନ ବୋମାମାଡ଼ କରୁଥିବା ଘଟଣା ସାମ୍ନାକୁ ଆସୁଛି ।…

ଋଷ ବିରୋଧରେ ସାଙ୍କସନ୍ ଯୁଦ୍ଧ ସହିତ ସମାନ: ସମଗ୍ର ବିଶ୍ୱକୁ ଚେତାବନୀ ଦେଲେ ପୁତିନ

ନୂଆଦିଲ୍ଲୀ: ଋଷ ବିରୋଧରେ ବିଶ୍ୱର ଅର୍ଦ୍ଧାଧିକ ରାଷ୍ଟ୍ର ଋଷ ବିରୋଧରେ ସାଙ୍କସନ ଲଗାଇଛନ୍ତି । ୧୧ ଦିନରେ ଯୁଦ୍ଧ ପହଞ୍ଚିଥିବା ବେଳେ ସମଗ୍ର ବିଶ୍ୱକୁ ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ୨୧ଟି…

ୟୁକ୍ରେନ ଯୁଦ୍ଧ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବୟାନ, କହିଲେ କଟକଣା ଲଗାଇବା ଯୁଦ୍ଧ ଘୋଷଣା ସହ ସମାନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଲଗାତାର ଭାବରେ ଆକ୍ରମଣ କରିଚାଲିଛି ଋଷ । ଯୁଦ୍ଧ ଦଶମ ଦିନରେ ପହଞ୍ଚିଛି । ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିଥିଲେ ବି କୌଣସି ନିର୍ଯ୍ୟାସ ବାହରିପାରିନାହିଁ । ସେପଟେ ଋଷର ଆକ୍ରମଣକୁ ଅନେକ…

ମିକୋଲେଭକୁ ପୁନର୍ବାର ଅଧିକାର କଲା ୟୁକ୍ରେନ୍: ଋଷୀୟ ଅସ୍ତ୍ରଶସ୍ତ୍ର ଜବତ,ଏମ ଆଇ-୨୪ ଖସାଇଦେଲା ୟୁକ୍ରେନ[Video]

ନୂଆଦିଲ୍ଲୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ଲଢେଇ ୧୧ ତମ ଦିନରେ ପହଞ୍ଚିଥିବା ବେଳେ ୟୁକ୍ରେନକୁ ମିଳିଛି ଆଉ ଏକ ସଫଳତା । ଋଷୀୟ ସୈନିକ ମାନଙ୍କୁ ବିତାଡିତ କରିବା ସହିତ ମିକୋଲେଭକୁ ପୁନର୍ବାର ଅକ୍ତିଆର କରିଛି ୟୁକ୍ରେନ୍ ।…

ୟୁକ୍ରେନ ସଂକଟକୁ ନେଇ ପୁଣି ମୋଦୀଙ୍କ ସମୀକ୍ଷା: ଏବେବି ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଉପରେ ଗୁରୁତ୍ତ୍ୱ

ନୂଆଦିଲ୍ଲୀ: ୟୁକ୍ରେନ ସଂକଟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ପୁଣି ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ବୈଠକରେ କେନ୍ଦ୍ରମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତ ରହିଥିଲେ ଏଥିରେ ୟୁକ୍ରେନର ସୁମୀରେ ଫସିଥିବା…