CHARIDHAM
Browsing Category

ଦେଶ

ବେଦାନ୍ତ ନିବେଶକଙ୍କର ଲାଗିଲା ଲଟେରୀ, ସେୟାରହୋଲ୍ଡର୍ସଙ୍କୁ ୮ ହଜାର କୋଟି ବଣ୍ଟନ କରିବ କମ୍ପାନୀ

ନୂଆଦିଲ୍ଲୀ: ବେଦାନ୍ତର ସେୟାରହୋଲ୍ଡର୍ସଙ୍କୁ ଚଳିତ ଆର୍ଥିକ ବର୍ଷରେ ଜବରଦସ୍ତ ଲାଭ ମିଳୁଛି। ସେୟାର ମୂଲ୍ୟ ଚମତ୍କାର ବୃଦ୍ଧି ମଧ୍ୟରେ ସେମାନେ କ୍ରମାଗତ ଡିଭିଡେଣ୍ଡ ପେମେଣ୍ଟ ପାଇଛନ୍ତି। ନିବେଶକଙ୍କୁ ଚଳିତ ବର୍ଷ ଦୁଇଥର…

ଦନ୍ତେୱାଡ଼ା- ବୀଜାପୁର ସୀମାରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ, ଏନକାଉଣ୍ଟରରେ ୯ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ର ଦନ୍ତେୱାଡ଼ା ସୀମାରେ ବଡ଼ ଏନକାଉଣ୍ଟର । ଦନ୍ତେୱାଡ଼ା- ବୀଜାପୁର ସୀମାରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟରେ ୯ ଜଣ ନକ୍ସଲ ଏନକାଉଣ୍ଟରରେ ନିହତ ହୋଇଥିବା ଖବର ସାମ୍ନାକୁ ଆସିଛି । ମୃତ…

ପଶ୍ଚିମବଙ୍ଗ ବିଧାନସଭାରେ ଆଗତ ହେଲା ‘Anti Rape Bill: ଦୋଷୀକୁ ୧୦ ଦିନ ଭିତରେ ଫାଶୀ ମିଳିବା ନେଇ ରହିଛି ବ୍ୟବସ୍ଥା

ନୂଆଦିଲ୍ଲୀ: କୋଲକତାର ଆର.ଜି କର ହସ୍ପିଟାଲରେ ଘଟିଥିବା ଟ୍ରେନିଂ ମହିଳା ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ମାମଲାକୁ ନେଇ ଆଜି ବି ସାରା ଦେଶରେ ବିବାଦ ଥମିନାହିଁ । ଏହା ମଧ୍ୟରେ ଆଜି ପଶ୍ଚିମବଙ୍ଗ ବିଧାନସଭାରେ ‘ଆଣ୍ଟି…

ମେଡିକାଲ ଶିକ୍ଷାରେ ଲାଗୁ ହେବ ‘CBME କରିକୁଲମ୍’ ପାଠ୍ୟକ୍ରମ! MBBS ସିଲାବସ୍ ପରିବର୍ତ୍ତନ ନେଇ ଗାଇଡଲାଇନ୍ସ ଜାରି କଲା NMC

ନୂଆଦିଲ୍ଲୀ: ମେଡିକାଲ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଭାରତୀୟ ମେଡିକାଲ ଆୟୋଗ (ଏନଏମସି) ଏନେଇ ଏକ ବଡ଼ ପ୍ରସ୍ତୁତି କରୁଛି । ମେଡିକାଲ ଶିକ୍ଷାର ପ୍ୟାଟର୍ଣ୍ଣ…

ଆରବ ସାଗରରେ ବଡ଼ ଦୁର୍ଘଟଣା: Indian Coast Guard ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ପାଇଲଟ୍ ନିଖୋଜ

ନୂଆଦିଲ୍ଲୀ : ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜେ)ର ଏକ ହେଲିକପ୍ଟର ଉଦ୍ଧାର କାର୍ଯ୍ୟ ସମୟରେ ଗୁଜୁରାଟର ପୋରବନ୍ଦର ଉପକୂଳରୁ ଆରବ ସାଗରରେ ଖସିପଡ଼ିବା ପରେ ତିନିଜଣ କ୍ରୁ ସଦସ୍ୟ ନିଖୋଜ ଅଛନ୍ତି। ଅଧିକାରୀମାନେ…

ହିମାଚଳ ପ୍ରଦେଶରେ ଗମ୍ଭୀର ଆର୍ଥିକ ସଂକଟ; କର୍ମଚାରୀଙ୍କୁ ମିଳିନି ଦରମା, ପେନସନକୁ ଅପେକ୍ଷା…, ରାଜ୍ୟ ଉପରେ ଏତିକି ଟଙ୍କାର ଋଣ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଇତିହାସରେ ପ୍ରଥମ ଥର ପାଇଁ ଦେଖାଦେଇଛି ଗଭୀର ଆର୍ଥିକ ସଂକଟ । ରାଜ୍ୟର ୨ ଲକ୍ଷ କର୍ମଚାରୀ ଏବଂ ୧.୫ ପେନସନଭୋଗୀଙ୍କ ଆକାଉଣ୍ଟକୁ ଆସିନି ଦରମା ଏବଂ ପେନସନ୍ । ସବୁବେଳେ ମାସର ପ୍ରଥମ…

ବଡ଼ ଅଘଟଣ: ବିଧାୟକଙ୍କ ସରକାରୀ ବାସଭବନରୁ ଲୁଟ୍, ଚୋର ନେଇଗଲା ଅନେକ ସମଗ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଚୋରଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ବିଶେଷ କରି ଗତ କିଛି ବର୍ଷ ମଧ୍ୟରେ ଚୋରମାନେ ଆପାର୍ଟମେଣ୍ଟକୁ ଟାର୍ଗେଟ୍ କରୁଥିବା ଦେଖାଯାଉଛି । ଚାରି ଗ୍ୟାଙ୍ଗର…

ପିଲାଦିନେ ପିତାଙ୍କୁ ହରାଇଲେ, ତା’ ପରେ ସଡ଼କ ଦୁର୍ଘଟଣାରେ ନିଜ ଗୋଡ଼…କାନ୍ଧ ଉପରେ ପରିବାରର ବୋଝ ତଥାପି ପାରାଲିମ୍ପିକ୍ସରେ ଜିତିଲେ ୨ଟି…

ନୂଆଦିଲ୍ଲୀ: ଭାରତର ଜାଭେଲିନ୍ ଷ୍ଟାର ସୁମିତ ପ୍ୟାରିସରେ ଅନୁଷ୍ଠିତ ପାରାଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରି ଶନିବାର କ୍ରମାଗତ ୨ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସୁମିତ ପୁରୁଷ ଜାଭେଲିନ୍ ଥ୍ରୋ (F64) ବର୍ଗରେ…

ସାମ୍ନାକୁ ଆସିଲା ମିଗ୍-୨୯ ଯୁଦ୍ଧ ବିମାନ ଜଳିବାର Video, ପାଇଲଟ୍ ସୁରକ୍ଷିତ ଥିବା ସୂଚନା

ନୂଆଦିଲ୍ଲୀ: ରାଜସ୍ଥାନର ବାଡମେରର ଉତ୍ତରଲାଇ ଏୟାରବେସ୍ ଅଞ୍ଚଳରେ ସୋମବାର ରାତିରେ ଏକ ବାୟୁସେନା ମିଗ୍ -୨୯ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯୁଦ୍ଧ ବିମାନର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ମିଗ୍ -୨୯…

(Video) ହୋଟେଲରେ ପ୍ରବଳ ଭିଡ଼! ୩୦ ମିନିଟରେ ଶେଷ କରନ୍ତୁ ୬ ପ୍ଲେଟ୍ ଚିକେନ୍ ବିରିୟାନୀ, ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର

ନୂଆଦିଲ୍ଲୀ: ଗ୍ରାହକଙ୍କ ମନ ଜିଣିବା ପାଇଁ ଅନେକ ସମୟରେ କିଛି ରେଷ୍ଟୁରାଣ୍ଟ ଓ ହୋଟେଲମାନେ ଆକର୍ଷଣୀୟ ଅଫର ଘୋଷଣା କରିଥାନ୍ତି । ତେବେ ଏହା ମଧ୍ୟରେ ଏକ ହୋଟେଲରେ ଲୋକଙ୍କର ପ୍ରବଳ ଭିଡ଼ ଜମିବାରେ ଲାଗିଛି । ହୋଟେଲ…