fbpx
Browsing Category

ଦେଶ

ମାଡ଼ି ଆସୁଛି ପ୍ରଚଣ୍ଡ ତାତି: ଏପ୍ରିଲରୁ ରାତିରେ କଟିପାରେ ବିଜୁଳି

ନୂଆଦିଲ୍ଲୀ: ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତାତିରେ ଘରୁ ବାହାରିବା ସମ୍ଭବପର ହୋଇପାରୁ ନାହିଁ । ଦେଶରେ କେତେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି…

୧୪ ତାରିଖ ଯାଏଁ କେଉଁଠି ବର୍ଷା ତ ଆଉ କେଉଁଠି ଅଗ୍ନିବର୍ଷା, ସତର୍କ ସୂଚନା ଜାରି କରିଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଆଜି ଝାଡଖଣ୍ଡ, ଓଡିଶା, ଛତିଶଗଡ ଏବଂ ମଧ୍ୟପ୍ରଦେଶର ବିଚ୍ଛିନ୍ନ ସ୍ଥାନରେ ବଜ୍ରପାତ ସହିତ ପ୍ରବଳ ପବନ ବର୍ଷା ହେବାର ସମ୍ଭାବନା ରହିଛି। ଭାରତ ପାଣିପାଗ ବିଭାଗ ଅନୁଯାୟୀ, ଗୋଆ, ଏବଂ କୁଚ୍ ଏବଂ ଉପକୂଳ…

ପଞ୍ଚଭୂତରେ ବିଲୀନ ହେଲେ ସତୀଶ କୌଶିକ, ଶେଷ ଦର୍ଶନ ପାଇଁ ପହଞ୍ଚିଲେ ବଲିଉଡର ଅନେକ କଳାକାର

ମୁମ୍ବାଇ : ଚୀର ନିଦ୍ରାରେ ଶୋଇଗଲେ ହସ୍ୟ ଅଭିନେତା ସତୀଶ କୌଶିକ । ନା ଅଛି ଚିନ୍ତା ନା ଅଛି ଅସ୍ଥିରତା । ଗତକାଲି ଯେଉଁ ସାଙ୍ଗମାନଙ୍କ ସହ ହୋଲି ଖେଳିଥିଲେ, ଆଜି ସେମାନେ ଜୁଇରେ କାଠ ପକାଇବାକୁ ଆସିଛନ୍ତି । ଜୀବନର ଶେଷ…

ଫେବୃଆରୀରେ ଭାରତରେ ବେକାରୀ ହାର ୭.୪୫% କୁ ବୃଦ୍ଧି, ହଠାତ ଗ୍ରାମାଞ୍ଚଳରେ ବଢିଲା ବେରୋଜଗାର

ନୂଆଦିଲ୍ଲୀ: ଫେବୃଆରୀ ମାସରେ ଭାରତରେ ବେକାରୀ ହାର ପୁଣି ବୃଦ୍ଧି ପାଇଛି । ଜାନୁଆରୀ ମାସରେ ଭାରତରେ ୩.୧୫ କୋଟି ଲୋକେ ବେରୋଜଗାର ଥିବା ବେଳେ ଫେବୃଆରୀ ମାସରେ ଏହା ୩.୩୦ କୋଟିକୁ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳରେ ବଡ଼…

ଭାରତରେ ପ୍ରଥମ ; INS Vikrantରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର

ନୂଆଦିଲ୍ଲୀ: ଭାରତର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ INS ବିକ୍ରାନ୍ତରେ ପ୍ରଥମ ଥର ପାଇଁ ଜଣେ ବିଦେଶୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଛି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କୁ ଆଜି ବିମାନ…

ଷ୍ଟୋକ୍‌ର କବଜାରେ ଭାରତର ଯୁବପିଢ଼ି: ପ୍ରତି ୪୦ ସେକେଣ୍ଡରେ ଗୋଟିଏ ଷ୍ଟ୍ରୋକ, ପ୍ରତି ୪ ମିନିଟରେ ଯାଉଛି ଜୀବନ

ଭାରତରେ ମୃତ୍ୟୁର ଦ୍ୱିତୀୟ ବଡ କାରଣ ପାଲଟିଛି ଷ୍ଟ୍ରୋକ୍ । ଭାରତରେ ପ୍ରତିବର୍ଷ ପ୍ରାୟ ୧,୮୫,୦୦୦ ଷ୍ଟ୍ରୋକ୍ ମାମଲା ରିପୋର୍ଟ କରାଯାଉଛି । ପ୍ରତି ୪୦ ସେକେଣ୍ଡରେ ଷ୍ଟ୍ରୋକ୍ ମାମଲା ଥିବାବେଳେ ପ୍ରତି ୪ ମିନିଟରେ…

ଇନଭର୍ଟର ବ୍ୟାଟେରୀରେ କେଉଁ ପାଣି ପୂରାଇବେ ? RO ନା ବର୍ଷା ପାଣି

ଶୀତ ଋତୁ ବିଦାୟ ନେଇଥିବା ବେଳେ ଗ୍ରୀଷ୍ମ ପ୍ରବେଶ କରିଛି । ଅନେକ ଅଞ୍ଚଳରେ ଉତ୍ତାପ ଯୋଗୁଁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଏପରି ପରିସ୍ଥିତିରେ ବିଦ୍ୟୁତ ବଞ୍ଚାଇବା ଲୋକଙ୍କ ପାଇଁ ବଡ଼ କାମ । ବିଦ୍ୟୁତ ନଥିବା ସମୟରେ…

ବିନା OTPରେ Credit Cardରୁ ଯାଉଛି ଟଙ୍କା ! ଆପଣ ବି କରୁଛନ୍ତି କି ଏହି ଭୁଲ ?

ନୂଆଦିଲ୍ଲୀ : କ୍ରେଡିଟ୍ କାର୍ଡ କିମ୍ବା ଅନ୍ଲାଇନ୍ କାରବାର କରିବା ପୂର୍ବରୁ ଆମକୁ ଅନେକ ଦିଗ ପ୍ରତିି ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଏହାକୁ ଅଣଦେଖା କରିବା ଦ୍ୱାରା ଏକ ବଡ କ୍ଷତି ସହିବାକୁ ପଡିଥାଏ । ଯେମିତି…

ଭାରତ ଗସ୍ତକୁ ନେଇ ଅନୁଭୂତି ବାଣ୍ଟିଲେ ବିଲ ଗେଟ୍ସ: ‘ବିଶ୍ଵର ବଡ଼ ବଡ଼ ସମସ୍ୟା ସମାଧାନ କରିବାର କ୍ଷମତା ଭାରତରେ ରହିଛି’

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ବିଶ୍ଵର ଖ୍ୟାତନାମା ସମାଜସେବୀ ବିଲ ଗେଟ୍ସ ନିକଟରେ ଭାରତ ଗସ୍ତରେ ଆସିଥିଲେ। ତାଙ୍କର ଏହି ଗସ୍ତ ସମୟର ସ୍ମରଣୀୟ ମୁହୂର୍ତକୁ ନେଇ ସାମାଜିକ ଗଣମାଧ୍ୟମରେ ନିଜ ଅନୁଭୂତି…

କେଜ୍ରିୱାଲ ସରକାରରେ ଯୋଗ ଦେଲେ ଦୁଇ ନୂଆ ମନ୍ତ୍ରୀ ; ଉପମୁଖ୍ୟମନ୍ତ୍ରୀ ପଦ କାହାକୁ ମିଳିଲା, କିଏ କେଉଁ ଦାୟିତ୍ୱରେ ରହିଲେ

ନୂଆଦିଲ୍ଲୀ: ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଦୁଇଜଣ ନୂତନ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଗୁରୁବାର ଦିନ ରାଜ ଭବନରେ ଅନୁଷ୍ଠିତ ହୋଇଥିଲା। ସୌରଭ ଭରଦ୍ୱାଜ ଏବଂ ଅତିଶୀ ରାଜ ଭବନରେ ମନ୍ତ୍ରୀ ଭାବରେ ଶପଥ…