fbpx
Browsing Category

ଦେଶ

ଘର ବାଲକୋନୀରେ ଆରମ୍ଭ କରିଥିଲେ ଛତୁଚାଷ, ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ମହିଳା

କୋଲକାତା: ସୁଷମା ଗୁପ୍ତା ୨୦୦୫ ମସିହାରେ ମୃତ୍ୟୁଞ୍ଜୟ ନାମକ ଜଣେ ବ୍ୟକ୍ତିଙ୍କ ସହ କୋଲକାତାର ବୀକାମ ଅଞ୍ଚଳରେ ବିବାହ କରିଥିଲେ । ମୃତ୍ୟୁଞ୍ଜୟଙ୍କ ଦୁଇ ଭାଇ ପୂର୍ବରୁ ବାହାର ରାଜ୍ୟରେ କାମ କରୁଥିବା ବେଳେ ତାଙ୍କର…

(Video)ଦେଖନ୍ତୁ କିପରି ଚାଲିଛି ଅଟୋଚାଳକଙ୍କ ଗୁଣ୍ଡାରାଜ, ରାସ୍ତା ମଝିରେ ବାଇକ ଟ୍ୟାକ୍ସି ଡ୍ରାଇଭରଙ୍କ ଉପରେ କରିଲେ …

ନୂଆଦିଲ୍ଲୀ:ଆଜିକା ସମୟରେ ବହୁ ଲୋକ ବାଇକ ଟ୍ୟାକ୍ସି ଉପରେ ନିର୍ଭର କରୁଛନ୍ତି। କାରଣ ଏହା ଦ୍ୱାରା ଯେଉଁ ଲୋକକୁ ବିଳମ୍ବ ହେବାର ଆଶା ରହିଥାଏ ମୁଖ୍ୟତଃ ସେମାନେ ସମୟ ପୂର୍ବରୁ ପହଂଚିବା ପାଇଁ ଏହାର ବ୍ୟବହାର କରନ୍ତି ।…

ଦିଲ୍ଲୀ ସହିତ ତେଲେଙ୍ଗାନାର କ’ଣ ଲିଙ୍କ ଅଛି: ମଦ ଘୋଟାଲାରେ KCR ଙ୍କ ଝିଅ କବିତାଙ୍କ ନାମ ସାମ୍ନାକୁ କାହିଁକି ଆସିଲା

ନୂଆଦିଲ୍ଲୀ: ମଦ ନୀତି ଘୋଟାଲାରେ ଛନ୍ଦିହୋଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ଦ୍ୱାରା ଗିରଫ ହୋଇ ତିହାର ଜେଲରେ ରହିଛନ୍ତି । ତେବେ ଏହା ମଧ୍ୟରେ ଏହି…

ବୈଜ୍ଞାନିକଙ୍କ ନୂଆ ଉଦ୍ଭାବନ: Hormone Injection ଦ୍ୱାରା ମଦ ନିଶା କମିଯିବ, ମଦମୃତ୍ୟୁ ଉପରେ ଲାଗିବ ଅଙ୍କୁଶ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମଦ ନିଶା ହେଉଛି ଏକ ଭୟଙ୍କର କୁଅଭ୍ୟାସ । ଯିଏ ଥରେ ମଦ ନିଶାରେ ପଡ଼ିଛି ତା’ର ଜୀବନ ବର୍ବାଦ କହିଲେ ଚଳେ । ଆଜିକାଲି ଅନେକ ଯୁବକ, ଯୁବତୀ ପ୍ରଚୁର ମଦ୍ୟପାନ କରି ଅକାଳରେ ମୃତ୍ୟୁବରଣ…

କାହିଁକି କୁକୁରମାନେ ବାଇକ୍ କିମ୍ବା କାର ପଛରେ ଗୋଡ଼ାନ୍ତି? ଜାଣନ୍ତୁ ଏହାକୁ ନେଇ କଣ କହୁଛନ୍ତି ପଶୁ ବିଶେଷଜ୍ଞ

ନୂଆଦିଲ୍ଲୀ:ଏହା କୌଣସି ନୂଆ କଥା ନୁହେଁ। ପ୍ରାୟତଃ ଏହି ଘଟଣା ତୁମ ସହିତ ମଧ୍ୟ ଘଟିଥିବ। ଯେତେବେଳେ ତୁମେ ଆରାମରେ ଗାଡି ଚଳାଉ ଥିବା ଏବଂ ତା’ପରେ ଚାରିପାଖରେ ଥିବା କୁକୁରମାନେ ଜୋରରେ ପାଟି କରିବା ଆରମ୍ଭ କରି ତୁମର…

ମହିଳା ୟୁଟ୍ୟୁବର ଡେଟିଂ ଆପରେ ଦେଖିଲେ ନିଜର ଏପରି ଫଟୋ, ଲାଗିଲା ଝଟକା

ନୂଆଦିଲ୍ଲୀ: ଏକ ମହିଳା ୟୁଟ୍ୟୁବରଙ୍କୁ ଏକ ଶକ୍ତ ଝଟକା ଲାଗିବା କଥା ସାମ୍ନାକୁ ଆସିଛି । ସେ ଯେତେବେଳେ ନିଜକୁ ଡେଟିଂ ଆପରେ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ଫୋକସ ୟୁଟ୍ୟୁବର କୁଶା କପିଲ କହିଛନ୍ତି ଯେ, ଏକ ଡେଟିଂ…

ଜୀବନସାଥୀ, ଡାକ୍ତରଙ୍କ ଅପେକ୍ଷା ମ୍ୟାନେଜରମାନେ ମାନସିକ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇଥାନ୍ତି: ରିପୋର୍ଟ

ନୂଆଦିଲ୍ଲୀ: ଏକ ସଦ୍ୟ ରିପୋର୍ଟ ମୁତାବକ, ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବା କ୍ଷେତ୍ରରେ ଚାକିରିର ଏକ ବଡ଼ ଭୂମିକା ରହିଥିବା ବିଶ୍ୱସ୍ତରର ୬୦ ପ୍ରତିଶତ କର୍ମଚାରୀ ଅନୁଭବ କରନ୍ତି । ଏଥିପାଇଁ ଅନେକ ଲୋକଙ୍କୁ ନେଇ…

ହୋଲିରେ ଲିଭିଗଲା ଜୀବନ ରଙ୍ଗ: ଚିରନିଦ୍ରାରେ ଶୋଇଗଲେ ୪୩ ଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ରଙ୍ଗର ପର୍ବ ହୋଲି ବଡ଼ ଧୂମଧାମରେ ପାଳନ ହେଉଥିବା ବେଳେ ଏନେଇ ଆସିଛି ଏକାଧିକ ଅଶୁଭ ଖବର । ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ସମତେ ୭ଟି ରାଜ୍ୟରେ ଘଟିଯାଇଛି ବଡ଼ଧରଣର…

ସ୍କୁଲ ବାଥରୁମରେ ୭ବର୍ଷର ବାଳିକାକୁ ବଳାତ୍କାର, ଅଭିଯୁକ୍ତ ପୀଡିତାର ବନ୍ଧୁ ଗାଲକୁ ଦେଲା କାମୁଡ଼ି

ବେଗୁସରାଇ:ବିହାରର ବେଗୁସରାଇରେ, ହୋଲି ଦିନ ଜଣେ ମଦ୍ୟପ ଯୁବକ ନାବାଳିକାକୁ ବଳାତ୍କାର କରିଥିବା ଘଟଣା ସାମ୍ନାକୁ ଆସିଛି । ଏଥିସହିତ ତାଙ୍କ ସହ ଉପସ୍ଥିତ ଥିବା ଅନ୍ୟ ନାବାଳିକାର ଗାଲକୁ ଦାନ୍ତରେ କାମୁଡି ଥିବା ଅଭିଯୋଗ…

Delhi Liquor Policy Case:ଇଡି ଆଗରେ ହାଜର ହେବାକୁ କରିଲେ ମନା , କହିଲେ ମୁଁ ଆଜି ହଜାର ହେଇ ପାରିବି ନାହିଁ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ଆଜି ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଇଡି ସମାନ ଜାରି କରିଥିବା ବେଳେ ସେ ହାଜିର ହେଇ ପାରିବେ ନାହିଁ ବୋଲି ମନା…