fbpx
Browsing Category

ଦେଶ

‘ମୋତେ କେଜ୍ରିୱାଲଙ୍କ ଗିରଫକୁ ନେଇ କୌଣସି ଦୁଃଖ ନାହିଁ’, କାହିଁକି ଏପରି କହିଲେ ଆନ୍ନା ହଜାରେ

ନୂଆଦିଲ୍ଲୀ: ମଦ ଦୁର୍ନିତୀ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଆଜି ଏପରି ମତ ରଖିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । ସେ କହିଛନ୍ତି କେଜ୍ରିୱାଲ ମୁଖ୍ୟମନ୍ତ୍ରୀ…

କେଜ୍ରିୱାଲଙ୍କ ବୃଦ୍ଧ ପିତାମାତାଙ୍କୁ ନିର୍ଯାତନା ଦିଆଯାଉଛି; ସୌରଭ ଭରଦ୍ୱାଜ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଯେ ମୋଦୀ ସରକାର ତାଙ୍କ ପରିବାରକୁ ହଇରାଣ କରୁଛନ୍ତି। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ…

କେଜ୍ରିୱାଲଙ୍କ ମାମଲାର ଶୁଣାଣୀ କରିବାକୁ ସୁପ୍ରିମକୋର୍ଟ ବି ମନା କରିଦେଲେ , ଦେଲେ ଏପରି ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଯାଚିକା ଉପରେ ସୁପ୍ରିମକୋର୍ଟରେ ଶୁଣାଣୀ ହୋଇଛି । ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ପୀଠ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସ୍ପେସିଆଲ ବେଞ୍ଚ…

ସାଇକେଲରେ ଯାଉଥିବା ଛାତ୍ରଙ୍କ ଉପରେ ମାଡିଗଲା ବସ, ୩ ମୃତ

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ କାନପୁରର ଘାଟପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ଦ୍ରୁତ ଗତିରେ ଆସୁଥିବା ବସ୍ ସାଇକେଲରେ ଯାଉଥିବା ତିନିଜଣ ସାଙ୍ଗଙ୍କ ଉପରେ ମାଡିଯାଇଥିଲା ଏବଂ…

ଦାମ ରାଉତଙ୍କ ପରଲୋକ: ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଦାମୋଦର ରାଉତଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଃଖ ପ୍ରକାଶ କରି ସେ କହିଛନ୍ତି ଯେ, ଓଡ଼ିଶା ଏବଂ ଦେଶର ଉନ୍ନତି ପାଇଁ ଦାମୋଦର ରାଉତଙ୍କ ଅବଦାନ ସ୍ମରଣୀୟ । ପରିବାର…

‘Pushpak Mission’ ଲଞ୍ଚ୍ କଲା ଇସ୍ରୋ: ତୃତୀୟ ମିଶନରେ ବି ମିଳିଲା ବଡ଼ ସଫଳତା

ନୂଆଦିଲ୍ଲୀ: ଭାରତର କହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ)କୁ ମିଳିଛି ଆଉ ଏକ ବଡ଼ ସଫଳତା । କର୍ଣ୍ଣାଟକର ଏରୋନଟିକାଲ ଟେଷ୍ଟ ରେଞ୍ଜରୁ ଆରଏଲଭିର ଲ୍ୟାଣ୍ଡିଂ ମିଶନ୍ ‘ପୁଷ୍ପକ’କୁ ସଫଳତାର ସହ କାର୍ଯ୍ୟକାରୀ କରିଛି ଇସ୍ରୋ ।…

ଟଙ୍କା ନେଇ ପ୍ରଶ୍ନ ପଚାରିବା ଘଟଣାରେ TMC ନେତ୍ରୀ ମହୁଆ ମୈଇତ୍ରାଙ୍କ ବିରୋଧରେ FIR ରୁଜୁ କଲା CBI

କୋଲକାତା : ଟଙ୍କା ପାଇଁ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କ ବିରୋଧରେ ସିବିଆଇ ଏଫ୍ଆଇଆର୍ ରୁଜୁ କରିଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲୋକପାଳଙ୍କ…

ଭୁଷୁଡ଼ିଲା ନଦୀ ବ୍ରିଜ: ୧ ଶ୍ରମିକ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ଶୁକ୍ରବାର ବିହାରର ସୁପାଲରେ ନିର୍ମାଣ ହେଉଥିବା ବ୍ରିଜର ସ୍ଲାବ ଖସିପଡି ଏକ ବଡ଼ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ଶ୍ରମିକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ଅନେକ ଶ୍ରମିକ ବ୍ରିଜ ତଳେ ଦାବି…

ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ କ’ଣ କହିଲେ ‘ଇଣ୍ଡିଆ’ ମେଣ୍ଟର ନେତା

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଭାରତୀୟ ମେଣ୍ଟରେ ସଂପୃକ୍ତ ଦଳଗୁଡ଼ିକ ବିରୋଧ କରିଛନ୍ତି। ଏହି ମେଣ୍ଟରେ ସାମିଲ ଥିବା ଅନେକ ଦଳ କହିଛନ୍ତି ଯେ ବିଜେପି…

ଦିଲ୍ଲୀ ମଦ ଦୁର୍ନୀତି ମାମଲା କ’ଣ? କାହିଁକି ଗିରଫ ହେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ?

ଓଡ଼ିଶା ଭାସ୍କର: ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ରାଜନୀତିରେ ସବୁଠାରୁ ବଡ଼ ଘଟଣା ଘଟିଛି। ଗିରଫ ହୋଇଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି…