fbpx
Browsing Category

ଦେଶ

AAPକୁ ବଡ଼ ଝଟକା, ଇସ୍ତଫା ଦେଲେ ଅଭିନେତ୍ରୀ ସମ୍ଭାବନା ସେଠ୍

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ଏଥିମଧ୍ୟରେ ଆମ୍ ଆଦମୀ ପାର୍ଟି(ଆପ୍) କୁ ଲାଗିଛି ବଡ଼ ଝଟକା । ଲୋକପ୍ରିୟ ଭୋଜପୁରୀ ଫିଲ୍ମ ଅଭିନେତ୍ରୀ ସମ୍ଭାବନା ସେଠ୍ AAPରୁ ଇସ୍ତଫା…

NEET UG 2024: ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୬କୁ ବୃଦ୍ଧି

ଓଡ଼ିଶା ଭାସ୍କର: ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(NEET UG) 2024 ପରୀକ୍ଷା ଦେଉଥିବା ପ୍ରାର୍ଥୀମାନଙ୍କ ପାଇଁ ଖୁସି ଖବର । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) NEET UG 2024 ପାଇଁ ଆବେଦନ କରିବାର…

ଡାଇବେଟିସ୍ ଔଷଧ ବିକୁଛନ୍ତି ମୁଖ୍ୟମନ୍ତ୍ରୀ, ଯୋଗୀ ଆଦିତ୍ୟନାଥଙ୍କ ଡିପଫେକ୍ ଭିଡିଓ ହେଲା ଭାଇରାଲ

ଲକ୍ଷ୍ନୌ: ଦେଶରୁ ଡିପ୍‌ଫେକ୍ ଭିଡିଓ ମାମଲା ଥମିବାର ନାଁ ଧରୁନାହିଁ । ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଡିପଫେକ୍ ଭିଡିଓ ସାମ୍ନାକୁ ଆସିବା ପରେ ଲକ୍ଷ୍ନୌର ସାଇବର ଥାନାରେ ୨ଟି ଏଫଆଇଆର ରୁଜୁ…

Netflix ଏବଂ Youtubeକୁ ଟକ୍କର ଦେବେ ଏଲନ ମସ୍କ, ଲଞ୍ଚ୍ କରିବେ ନୂଆ ‘X’ ଟିଭି ଆପ୍‌

ନୂଆଦିଲ୍ଲୀ: ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ‘X’ ମେଲ୍ ପରେ ବର୍ତ୍ତମାନ ସେ ଗୁଗୁଲର ଭିଡ଼ିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ୟୁଟ୍ୟୁବ ଏବଂ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସକୁ…

(Video) ୨ ଦିନ ପର୍ଯ୍ୟନ୍ତ ମିଳିବନି ପେଟ୍ରୋଲ-ଡିଜେଲ: ଏବେ ହିଁ ଭରି ନିଅନ୍ତୁ ଗାଡ଼ିର ଟ୍ୟାଙ୍କ

ନୂଆଦିଲ୍ଲୀ: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ଆସୋସିଏସନ୍ ପକ୍ଷରୁ ହଡ଼ତାଳ ଆରମ୍ଭ ହୋଇଯାଇଛି । ଯାହା ଫଳରେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ ଏବଂ ଗାଡ଼ି ଚାଳକ ପେଟ୍ରୋଲ ପାଇଁ ଅସୁବିଧାର…

Don’t Panic Bengaluru… ସହରରେ ଯଥେଷ୍ଟ ପାଣି ମହଜୁଦ ରହିଛି, ଜୁଲାଇ ପର୍ଯ୍ୟନ୍ତ ହେବନି ସମସ୍ୟା

ବେଙ୍ଗଲୁରୁ: କର୍ଣ୍ଣାଟକର ବେଙ୍ଗଲୁରୁ ସହରରେ ଜଳ ସଂକଟକୁ ନେଇ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାମଧ୍ୟରେ ବେଙ୍ଗଲୁରୁ ୱାଟର ସପ୍ଲାଏ ଆଣ୍ଡ ସ୍ୱେରେଜ ବୋର୍ଡ(BWSSB) ପକ୍ଷରୁ ଏକ ବଡ଼ ବୟାନ ଜାରି…

୪୦ ଫୁଟ୍ ଗଭୀର ବୋର୍ ୱେଲରେ ଖସିପଡ଼ିଲା ଶିଶୁ, NDRF ଏବଂ ପୋଲିସର ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଦିଲ୍ଲୀର କେଶୋପୁର ମଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । କେଶୋପୁର ମଣ୍ଡି ନିକଟସ୍ଥ ଦିଲ୍ଲୀ ଜଳ ବୋର୍ଡ଼ ପ୍ଲାଣ୍ଟ ଭିତରେ ଥିବା ଏକ ୪୦ ଫୁଟ୍ ଗଭୀର ବୋଲୱେଲରେ ଶିଶୁ ଖସି ପଡ଼ିଛି । ତେବେ ଶିଶୁଟି…

କେଉଁ ପ୍ରଶ୍ନର ଉତ୍ତର ଦେଇ କ୍ରିଷ୍ଟିନା ପିସକୋଭା ଜିତିଲେ ମିସ୍ ୱାଲ୍ଡ ୨୦୨୪ର ଟାଇଟଲ ? ଜାଣନ୍ତୁ

ନୂଆଦିଲ୍ଲୀ: ମିସ୍ ୱାର୍ଲ୍ଡ ୨୦୨୪ ଭାରତରେ ଅନୁଷ୍ଠିତ ହୋଇଥିଲା । ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଉଦଘାଟନୀ ସମାରୋହ ପରେ ବ୍ୟୁଟୀ ପେଜେଣ୍ଟ ଅନେକ ଦିନ ଧରି ଚାଲିଥିଲା ଏବଂ ଶେଷରେ ମାର୍ଚ୍ଚ ୯ ତାରିଖ ରାତିରେ ମିସ୍…

ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥି ଘୋଷଣା କରିବ ବିଜେପି! ତାଲିକାରେ ୧୫୦ ଆଶାୟୀଙ୍କ ନାମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏବେ ନିଜ ଗଡ଼ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ଏହି ଦୌଡ଼ରେ ବିଜେପି ଖୁବ ଆଗରେ ରହିଛି । ପ୍ରଥମ ପର୍ଯ୍ୟାୟରେ ୧୯୫ ଆସନ ପାଇଁ ପ୍ରାର୍ଥି ଘୋଷଣା କରିଛି ଭାରତୀୟ…

(Video) କାଶୀ ବିଶ୍ୱନାଥ ଧାମରେ ପ୍ରଧାନମନ୍ତ୍ରୀ: ଗର୍ଭଗୃହରେ ଚାଲିଛି ମୋଦୀଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ୨ ଦିନିକିଆ ଗସ୍ତରେ ନିଜ ସଂସଦୀୟ କ୍ଷେତ୍ର ବାରାଣସୀ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁଇ ଦିନରେ ସହରର ବିଭିନ୍ନ ବିକାଶ କାର୍ଯ୍ୟ ଶିଳାନ୍ୟାସ ଏବଂ ଉଦଘାଟନ କରିବେ…