Browsing Category

ଦେଶ

କୃଷକ ଆନ୍ଦୋଳନ; ଶମ୍ଭୁ ବର୍ଡରରେ ପରିସ୍ଥିତି ଅଣାୟତ, ଡ୍ରୋନ୍‌ରେ ପକାଗଲା ଲୁହବୁହା ଗ୍ୟାସ୍ ଗୋଳା

ଚଣ୍ଡୀଗଡ: କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ହରିୟାଣାର ଶମ୍ଭୁ ବର୍ଡରରେ ହଙ୍ଗାମା ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ହରିୟାଣା ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ସ୍ପ୍ରେ କରାଯାଇଛି । ଏହାପରେ…

UAE ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ ମୁଁ ନିଜ ଭାଇଙ୍କୁ ଭେଟିବାକୁ ବେଶ୍ ଉତ୍ସୁକ ରହିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂଯୁକ୍ତ ଆରବ ଏମିରେଟସ୍ (UAE) କୁ ଦୁଇ ଦିବସୀୟ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରି…

କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍‌ର ଆପତ୍ତି, ମୁଖ୍ୟ ବିଚାରପତି ନେଲେ ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ କାରଣରୁ ସାଧାରଣ ଜନଜୀବନ ଉପରେ ପଡୁଥିବା ପ୍ରଭାବକୁ ଲକ୍ଷ୍ୟ କରି ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଏହା ଉପରେ ହସ୍ତକ୍ଷେପ କରିବାକୁ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କୁ…

ରାଜ୍ୟସଭା ନିର୍ବାଚନ: ୩ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି(ସପା) ସୋମବାର ୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସପା ପକ୍ଷରୁ ପୂର୍ବତନ ସାଂସଦ ରାମଜୀ ଲାଲ ସୁମନ, ପୂର୍ବତନ ଆଇଏଏସ୍ ଅଧିକାରୀ ଆଲୋକ ରଞ୍ଜନ ଏବଂ ଜୟା…

ରେଳ ଷ୍ଟେସନରେ ଦାନ୍ତ ଘଷିବା ଏକ ଅପରାଧ: ଧରିପଡ଼ିଲେ ଲାଗିଯିବ ଏତିକି ଜୋରିମାନା, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ: ଟ୍ରେନରେ ଲମ୍ବା ଦୂରତା ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀ ସକାଳେ ଷ୍ଟେସନରେ ପହଞ୍ଚିବା ପରେ ପ୍ଲାଟଫର୍ମର ଟ୍ୟାପରେ ଦାନ୍ତ ଘଷିବା ଆରମ୍ଭ କରନ୍ତି ଏବଂ ରାତ୍ରୀ ଭୋଜନ ପାଇଁ ବ୍ୟବହୃତ ବାସନକୁ ମଧ୍ୟ ଧୋଇ…

JEE Mains ପରୀକ୍ଷା ଫଳାଫଳ ଘୋଷଣା: NTA ୱେବସାଇଟକୁ ଯାଇ ରେଜଲ୍ଟ ଚେକ୍ କରିପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମୁଖ୍ୟ ପରୀକ୍ଷାର ରେଜଲ୍ଟ ଜାରି କରାଯାଇଛି । ଯେଉଁ ପ୍ରାର୍ଥୀମାନେ ଜେଇଇ ମେନ୍ସ ୨୦୨୪ର ସେସନ-୧ରେ ସାମିଲ ହୋଇଥିଲେ…

କୃଷକଙ୍କ ଶୋଭାଯାତ୍ରାକୁ ନେଇ ସତର୍କ ଦିଲ୍ଲୀ ସରକାର; ମାସେ ପାଇଁ ଲାଗୁ ହୋଇଥିବା ୧୪୪ ଧାରା ଉପରେ ରହିବ ଏସବୁ କଟକଣା

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସମଗ୍ର ଦିଲ୍ଲୀରେ ୧୪୪ ଧାରା ଜାରି କରାଯାଇଛି। ଜାତୀୟ ରାଜଧାନୀରେ ଏହି କଟକଣା ପୂରା ଏକ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ। ଦିଲ୍ଲୀ ପୁଲିସ ପକ୍ଷରୁ ଜାରି ସୂଚନା ଅନୁଯାୟୀ,…

Indian Veteran Premier League: କ୍ୟାପଟେନ ହେଲେ ସୁରେଶ ରାଇନା, ହଠାତ ମିଳିଲା ଏହି ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ପୁଣି ଥରେ କ୍ରିକେଟ୍ ମଇଦାନକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତୀୟ ଭେଟେରାନ ପ୍ରିମିୟର ଲିଗର ପ୍ରଥମ ସିଜନରେ ସେ ୟୁପି ବାଟାଲିୟନର ଅଧିନାୟକ…

(Video) ଦେଖନ୍ତୁ ପର୍ଣ୍ଣ ଷ୍ଟାର ଜନି ସିନ୍ସଙ୍କ ସହ ମିଶି କ’ଣ କଲେ ରଣବୀର ସିଂ?

ନୂଆଦିଲ୍ଲୀ: ଏକାଠି ହୋଇଛନ୍ତି ରଣବୀର ସିଂ ଏବଂ ପର୍ଣ୍ଣ ଷ୍ଟାର ଜନି ସିନ୍ସ। ତେବେ ଏହା ପୁରୁଷମାନଙ୍କ ଯୌନ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା ପାଇଁ ଏକ ବିଜ୍ଞାପନ ଲାଗି ମିଶି କାମ କରୁଛନ୍ତି  । 'ଶାଶୁ ବୋହୂ'…

ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ: ଜଣେ ମୃତ, ୧୬ ଜଣ ଆହତ

କୋଚି: ସୋମବାର ଦିନ ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟିଥିବା ଖବର ସାମ୍ନାକୁ ଆସିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମହିଳା ଏବଂ ଶିଶୁଙ୍କ ସମେତ ମୋଟ ୧୬ ଜଣ ଆହତ ହୋଇଥିବା କୁହାଯାଉଛି। ଏହି ପୁରା ଘଟଣା…