Browsing Category
ଦେଶ
(Video) ଦେଖନ୍ତୁ ପର୍ଣ୍ଣ ଷ୍ଟାର ଜନି ସିନ୍ସଙ୍କ ସହ ମିଶି କ’ଣ କଲେ ରଣବୀର ସିଂ?
ନୂଆଦିଲ୍ଲୀ: ଏକାଠି ହୋଇଛନ୍ତି ରଣବୀର ସିଂ ଏବଂ ପର୍ଣ୍ଣ ଷ୍ଟାର ଜନି ସିନ୍ସ। ତେବେ ଏହା ପୁରୁଷମାନଙ୍କ ଯୌନ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା ପାଇଁ ଏକ ବିଜ୍ଞାପନ ଲାଗି ମିଶି କାମ କରୁଛନ୍ତି । 'ଶାଶୁ ବୋହୂ'…
ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ: ଜଣେ ମୃତ, ୧୬ ଜଣ ଆହତ
କୋଚି: ସୋମବାର ଦିନ ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟିଥିବା ଖବର ସାମ୍ନାକୁ ଆସିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମହିଳା ଏବଂ ଶିଶୁଙ୍କ ସମେତ ମୋଟ ୧୬ ଜଣ ଆହତ ହୋଇଥିବା କୁହାଯାଉଛି। ଏହି ପୁରା ଘଟଣା…
ଜନସାଧାରଣଙ୍କୁ ମହଙ୍ଗାରୁ ମିଳିଲା ଆଶ୍ୱସ୍ତି, କମିଲା ଏହି ଜିନିଷର ଦର
ନୂଆଦିଲ୍ଲୀ: ମହଙ୍ଗାକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି। ଭାରତର ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଜାନୁଆରୀରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୫.୧୦ ପ୍ରତିଶତକୁ ହ୍ରାସ ପାଇଛି। ଡିସେମ୍ବର ମାସରେ ଏହା ୪ ମାସର…
ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଖେଳିବେନି କେଏଲ ରାହୁଲ, ସୁଯୋଗ ପାଇଲେ ଏହି ବ୍ୟାଟ୍ସମ୍ୟାନ
ରାଜକୋଟ: ଭାରତୀୟ କ୍ରିକେଟ୍ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ କେଏଲ୍ ରାହୁଲ ଫିଟ୍ ନେସ୍ ସମସ୍ୟା କାରଣରୁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ରୁ ବାଦ୍ ପଡ଼ିଛନ୍ତି । ଏହି ଟେଷ୍ଟ ମ୍ୟାଚ୍ ଫେବ୍ରୁଆରି ୧୫ରୁ ଖେଳାଯିବ । ତାଙ୍କ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଯୋଧ୍ୟା ରାମ ମନ୍ଦିର ପରିଦର୍ଶନ କରିବା ପରେ କଟାକ୍ଷ କଲା ବିଜେପି
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅଯୋଧ୍ୟାରେ ରାମ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ତାଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ତାଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।…
୪୦୦ ଟଙ୍କା ବଢିଲା ରୂପା ମୂଲ୍ୟ, କିଣିବା ପୂର୍ବରୁ ଜାଣନ୍ତୁ ସୁନା ଦର
ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ସର୍ରାଫା ବାଜାରରେ ସୋମବାର ଦିନ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୬୩,୧୫୦ ଟଙ୍କା ରହିଛି । ଏଚଡିଏଫସି ସିକ୍ୟୁରିଟୀ ଏହି ସୂଚନା ଦେଇଛି । ଅନ୍ୟପଟେ ରୂପାର ମୂଲ୍ୟ କିଲୋଗ୍ରାମ ପିଛା ୪୦୦…
ଏହିଠାରୁ ରାଜ୍ୟସଭା ପ୍ରାର୍ଥୀ ହେବେ ସୋନିଆ ଗାନ୍ଧୀ ! ୨ ଦିନ ଭିତରେ କଂଗ୍ରେସ କରିବ ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା
ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୭ ଫେବୃୟାରୀରେ ରାଜ୍ୟର ୫୬ ରାଜ୍ୟସଭା ସିଟ୍ରେ ନିର୍ବାଚନ ହେବ । ଏହି ୫୬ ସିଟ୍ ମଧ୍ୟରୁ ୯ ସିଟ୍ କଂଗ୍ରେସର ଖାତାକୁ ଯିବ ବୋଲି ଅନୁମାନ…
ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୬ ଜଣ ବିଜେପି ବିଧାୟକ ବିଧାନସଭାରୁ ନିଲମ୍ବିତ
ଓଡ଼ିଶା ଭାସ୍କର: ସନ୍ଦେଶଖାଲିରେ ଅଶାନ୍ତି ପ୍ରସଙ୍ଗକୁ ନେଇ ବିଧାନସଭା ଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୬ ଜଣ ବିଜେପି ବିଧାୟକଙ୍କୁ ଆଜି ପଶ୍ଚିମବଙ୍ଗ ବିଧାନସଭାରୁ…
କିଏ ଏହି ନନ୍ଦକିଶୋର ଯାଦବ? ଯିଏ ହେବେ ବିହାର ବିଧାନସଭାର ଆଗାମୀ ବାଚସ୍ପତି
ପାଟନା: ବିହାର ବିଧାନସଭାରେ ନୀତିଶ ସରକାର ବିଶ୍ୱାସ ମତ ହାସଲ କରି ନେଇଛନ୍ତି । ସରକାରଙ୍କ ପକ୍ଷରେ ୧୨୯ ଭୋଟ ପଡିଥିବା ବେଳେ ବିପକ୍ଷରେ ଗୋଟିଏ ବି ଭୋଟ ପଡିନାହିଁ । ବିହାର ବିଧାନସଭାର ନୂଆ ଅଧ୍ୟକ୍ଷ ଲାଗି ମଙ୍ଗଳବାର…
ମନୀଷ ସିସୋଦିଆଙ୍କୁ ମିଳିଲା ଅନ୍ତରୀଣ ଜାମିନ, ଜାଣନ୍ତୁ କେତେ ଦିନ ରହିବେ ବାହାରେ
ନୂଆଦିଲ୍ଲୀ: ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ଏବଂ ଏଏପି ନେତା ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସିସୋଦିଆଙ୍କୁ ୩ ଦିନ ପାଇଁ ଅନ୍ତରୀଣ…