Browsing Category

ଦେଶ

ଲାଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

ଶ୍ରୀନଗର: ଲାଦାଖକୁ ରାଜ୍ୟର ମାନ୍ୟତା ଏବଂ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରାଯିବା ଦାବିରେ ଶନିବାର ହଜାର ହଜାର ସଂଖ୍ୟାରେ ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏନେଇ ଲାଦାଖ ବନ୍ଧ ରହିଥିଲା । ଲେହ ଏପେକ୍ସ ବଡି…

ମୋଦୀଙ୍କୁ ସିଏମ ପଦରୁ ହଟାଇବାକୁ ଚାହୁଁଥିଲେ ବାଜପେୟୀ, ଆଡଭାନୀ ତାଙ୍କୁ ବଞ୍ଚାଇଥିଲେ: ଜୟରାମ ରମେଶ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସବୁଠାରୁ ବଡ଼ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯିବ । ୩ ଫେବୃଆରୀ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂଚନା ଦେଇଛନ୍ତି ।…

ମଥୁରାରେ କିଏ ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରଥିଲେ? ASI କଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ମୌନପୁରୀର ଅଜୟ ପ୍ରତାପ ସିଂହ ଦେଶବ୍ୟାପୀ ମନ୍ଦିର ମାନଙ୍କ ବିଷୟରେ ଆରଟିଆଇ ମାଧ୍ୟମରେ ସୂଚନା ମାଗିଥିଲେ। ଏଥିରେ ସେ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମିକୁ ନେଇ ମଧ୍ୟ ସୂଚନା ମାଗିଥିଲେ। ଏହାର ଉତ୍ତର ଦେବାକୁ…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହେଲା ସୁନା ଓ ରୂପା

ଓଡିଶା ଭାସ୍କର: ଗତ ସପ୍ତାହରେ ସୁନା ଦର ଲଗାତର ଭାବେ ବୃଦ୍ଧି ପାଉଥିଲା। କିନ୍ତୁ ଫେବୃଆରୀ ୩ ଶନିବାର ବା ଆଜି ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି। ତେଣୁ ସୁନା କିଣିବାକୁ ମନ ବଳାଇଥିଲେ, ତୁରନ୍ତ ଯାଇ କିଣି ଆଣନ୍ତୁ।…

ସମନ ଅବଜ୍ଞା କରୁଥିବାରୁ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଦ୍ୱାରସ୍ଥ ହୋଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ…

ଲଜ୍ଜରି ଲାଇଫ୍‌ ଷ୍ଟାଇଲ୍‌ ପାଇଁ ଦାବି କରୁଥିଲେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇପାରିବେ ସ୍ୱାମୀ: ହାଇକୋର୍ଟ

ନୂଆଦିଲ୍ଲୀ: ଲଜ୍ଜରି ଲାଇଫ୍‌ ଷ୍ଟାଇଲ୍‌ ପାଇଁ ସ୍ୱାମୀକୁ ବାଧ୍ୟ କରୁଥିଲେ ହୋଇଯାଅନ୍ତୁ ସାବଧାନ୍‌ । କାରଣ ସ୍ୱାମୀ ଆପଣଙ୍କ ନାଁରେ କରିପାରିବେ କେସ୍‌ । ଦେଇପାରନ୍ତି ଛାଡ଼ପତ୍ର । ହଁ ଆଜ୍ଞା, ବିଳାସପୂର୍ଣ୍ଣ ଜୀବନ ଯାପନ…

(Video) ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେଉଁ ଉପହାର ଦେଲା ଓଡ଼ିଶା? ସମ୍ବଲପୁରରେ ଖୁସି ହୋଇଗଲେ ପିଏମ ମୋଦୀ

ସମ୍ବଲପୁର: ଆଜି ସାରା ରାଜ୍ୟରେ ମୋଦୀ ମାହୋଲ ଦେଖିବାକୁ ମିଳିଛି । ଓଡ଼ିଶାକୁ ଆସି ରାଜ୍ୟର ବିଭିନ୍ନ ବିକାଶାଭିମୁଖୀ କାର୍ଯ୍ୟ ପାଇଁ ଓଡ଼ିଶାକୁ ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଛି । ଏଠାରେ ପହଞ୍ଚି ରାଜ୍ୟ…

(Video) ଜୟ ଶ୍ରୀରାମ… ପିଠିରେ କରିଦେଲେ ‘ରାମ ମନ୍ଦିର’ର ଟାଟୁ: ରାମଭକ୍ତିର ଅଜବ ଦୃଶ୍ୟ

ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ପରେ ସାରା ଦେଶରେ ରାମଭକ୍ତିର ମାହୋଲ ସୃଷ୍ଟି ହୋଇଛି । ଭାରତ ସମେତ ବିଦେଶରେ ମଧ୍ୟ ରାମ ମନ୍ଦିରକୁ ନେଇ ଅନେକ ଉତ୍ସାହ ଦେଖାଯାଉଛି । ଏହି ମହୋତ୍ସବରେ ଅନେକ…

ବିମାନରେ ଏସିଆନ୍ ପାରା ମେଡାଲିଷ୍ଟଙ୍କୁ ଅସଦାଚରଣ, କ୍ଷମା ମାଗିଲା ଇଣ୍ଡିଗୋ

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନରେ ଭାରତୀୟ ପାରା ଆଥଲେଟ୍ ସୁଭର୍ଣ୍ଣା ରାଜଙ୍କ ସହ ଅସଦାଚରଣ ମାମଲା ସାମ୍ନାକୁ ଆସିଛି । ମହିଳା ଆଥଲେଟ୍ ନିଜେ ଏହି ସୂଚନା ପାଇଛନ୍ତି । ସୁଭର୍ଣ୍ଣା କହିଛନ୍ତି ଯେ, ସେ ଏୟାରଲାଇନ୍ସରୁ ଏକ…

ସାବଧାନ୍… କର୍ଣ୍ଣାଟକରେ ବ୍ୟାପିଲାଣି ନୂଆ ଭାଇରସ୍ Monkey Fever: ଜାଣି ରଖନ୍ତୁ ଲକ୍ଷଣ ଏବଂ ଉପକାର

ନୂଆଦିଲ୍ଲୀ: କରୋନା ମହାମାରୀର ଭୟାବହତାରୁ ଏବେ ସାମାନ୍ୟ ମୁକ୍ତି ପାଇଛି ଭାରତ । କିନ୍ତୁ ଦେଶରେ ଆଉ ଏକ ରୋଗ ଏବେ ନିଜ କାୟା ବିସ୍ତାର କରିବା ଆରମ୍ଭ କରୁଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ସ୍ୱାସ୍ଥ୍ୟ ବିଭାଗ ।…