
Browsing Category
ଦେଶ
WhatsAppର ଏହି ୟୁଜର୍ସଙ୍କୁ ଖୁବ ଶିଘ୍ର ମିଳିବ ନୂଆ ଫିଚର, ଏବେ ଚୟନ କରିପାରିବେ ଇନପୁଟ ଏବଂ ଆଉଟପୁଟ ଡିଭାଇସ
ନୂଆଦିଲ୍ଲୀ: ହ୍ୱାଟ୍ସଆପ ନିଜ Windows ଆପ ପାଇଁ ଏକ ନୂଆ ଫିଚର ଉପରେ କାମ କରୁଛି । ଖୁବଶିଘ୍ର ଆପନଙ୍କୁ Windows ଆପରେ ଭିଡିଓ ଆଣ୍ଡ ଭଏସର ଏକ ଅପସନ ମିଳିବ । ଯାହା ସାହାଯ୍ୟରେ ଆପଣ ଇନପୁଟ ଏବଂ ଆଉଟପୁଟ ଡିଭାଇସ…
ଦିଲ୍ଲୀ-ମୁମ୍ବାଇ ବିମାନରେ ମିଳୁଥିବା ଖାଦ୍ୟରୁ ବାହାରୁଛି କୀଟ, ଇଣ୍ଡିଗୋ ପାଇଲା କାରଣ ଦର୍ଶାଅ ନୋଟିସ୍
ନୂଆଦିଲ୍ଲୀ: ଘରୋଇ ବିମାନ ଇଣ୍ଡିଗୋ ବିମାନରେ ଦିଆଯାଉଥିବା ଖାଦ୍ୟରେ କୀଟପତଙ୍ଗର ପଡିଥିବା ସମ୍ପର୍କରେ FSSAI ରୁ ଏକ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ଖାଦ୍ୟ ସାମଗ୍ରୀ…
୧୨.୫ କିଲୋ ସୁନା-ରୂପାରେ ତିଆରି ହୋଇଛି ଶ୍ରୀ ରାମଙ୍କ ଚରଣ-ପାଦୁକା, ଜାଣନ୍ତୁ କେଉଁଠିକାର ଭକ୍ତମାନେ ଦେଇଛନ୍ତି ଏହି ଉପହାର
ନୂଆଦିଲ୍ଲୀ: ଅଯୋଧ୍ୟାରେ ୨୨ ଜାନୁଆରୀ ଦିନ ଭଗବାନ ଶ୍ରୀରାମଙ୍କ ନବନିର୍ମିତ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯିବ । ଏଥିସହ ରାମଲଲା ଏହି ଦିନ ଭବ୍ୟମନ୍ଦିରରେ ବିରାଜମାନ କରିବେ । ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ…
ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବୋମା ପକାଇବାର ଦେଇଥିଲେ ଧମକ, ୨ ଅଭିଯୁକ୍ତ ଗିରଫ
ଲକ୍ଷ୍ନୌ : କିଛି ଦିନ ପୂର୍ବେ ଭାରତୀୟ କିସାନ ମଞ୍ଚର ସଭାପତି ଏବଂ ଭାରତୀୟ ଗୋ ସେବା ପରିଷଦର ଅଧ୍ୟକ୍ଷ ଦେବେନ୍ଦ୍ର ତିୱାରୀଙ୍କ ପକ୍ଷରୁ ଅଯୋଧ୍ୟାର ଶ୍ରୀ ରାମ ମନ୍ଦିର, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଏସଟିଏଫ…
ଗିରଫ ହୋଇପାରନ୍ତି ଅରବିନ୍ଦ କେଜ୍ରିୱାଲ! AAP ନେତାମାନେ ଟ୍ୱିଟ କରି ବ୍ୟକ୍ତ କଲେ ଆଶଙ୍କା
ନୂଆଦିଲ୍ଲୀ: ଏକ୍ସାଇଜ୍ ପଲିସି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଜାରି ହୋଇଥିବା ତୃତୀୟ ସମନ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଜର ହୋଇଥିଲେ। ଏହା ପରେ ଆମ୍ ଆଦମୀ ଦଳର…
AIIMS Smart ଲ୍ୟାବରେ ଏଣ୍ଟ୍ରି କଲେ Robot-AI: ରୋଗୀଙ୍କୁ କେମିତି କରିବ ସାହାଯ୍ୟ?
ନୂଆଦିଲ୍ଲୀ: ଦେଶର ମେଡିକାଲ ସାଇନ୍ସରେ ମଧ୍ୟ ଏବେ ଏଣ୍ଟ୍ରି କରିସାରିଛି ରୋବୋଟ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS)ର ସ୍ମାର୍ଟ ଲ୍ୟାବରେ…
୪ ସପ୍ତାହ ପର୍ଯ୍ୟନ୍ତ ଜ୍ଞାନବାପୀ ରିପୋର୍ଟ ପ୍ରକାଶ ନ କରିବାକୁ ଅନୁରୋଧ କଲା ASI; ତଥ୍ୟ ପାଇବାକୁ ଚେଷ୍ଟା ଚଳାଇଛନ୍ତି ହିନ୍ଦୁ ପକ୍ଷ
ନୂଆଦିଲ୍ଲୀ: ୪ ସପ୍ତାହ ପର୍ଯ୍ୟନ୍ତ ଜ୍ଞାନବାପୀ ରିପୋର୍ଟ ପ୍ରକାଶ ନ କରିବାକୁ ବାରାଣସୀ ଅଦାଲତକୁ ଅନୁରୋଧ କଲା (ଏଏସ୍ଆଇ) ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା। ସେମାନେ ଜ୍ଞାନବାପୀ ଉପରେ ସିଲ୍ କଭରରେ ଦାଖଲ…
ନୂଆ ବର୍ଷରେ ଫଟୋ ଉଠାଇବାକୁ ମନା କଲେ ବାପା, ଶେଷରେ ଝିଅ ନେଲା ଏଭଳି ନିଷ୍ପତ୍ତି, ଘରେ ଖେଳିଗଲା ଶୋକର ଛାୟା
ବେଙ୍ଗାଲୁରୁ: ଜଣେ ୨୧ ବର୍ଷୀୟ ଛାତ୍ରୀ ନୂଆ ବର୍ଷ ଦିନ ଅର୍ଥାତ ସୋମବାର ଦିନ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ନୂଆ ବର୍ଷ ସଂଧ୍ୟାରେ ତାଙ୍କ ବାପା ତାଙ୍କୁ ଫଟୋ ଉଠାଇବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି…
ସାଟେଲାଇଟ ଲଞ୍ଚ କରିବାରେ ଇସ୍ରୋକୁ ସହଯୋଗ କରିବ ଏଲନ ମସ୍କଙ୍କ ଶକ୍ତିଶାଳୀ ରକେଟ୍
କୋଲକାତା: ଚନ୍ଦ୍ର ଅଭିଯାନରେ ଭାରତୀୟ ମହାକାଶ ସଂସ୍ଥା (ଇସ୍ରୋ) ଏକ ଅଦ୍ଭୁତ ରୂପକ ସଫଳତା ପାଇବା ପରେ ସାରା ବିଶ୍ୱରେ ଭାରତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଯେଉଁଥିପାଇଁ ବଡ଼ ବଡ଼ ଦେଶ ତଥା ବିଶ୍ୱର ବହୁ…
ଦୁଷ୍କର୍ମ ଭୟରେ ଦ୍ରୁତ ବେଗରେ ଚାଲୁଥିବା ଟ୍ରକରୁ ଡେଇଁଲେ ୬ ଯୁବତୀ, ଶେଷରେ ଓଲଟି ପଡିଲା ଗାଡ଼ି
ନୂଆଦିଲ୍ଲୀ: ଗୁଜୁରାଟର ଛୋଟ ଉଦୟପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ୧୫-୧୭ ବର୍ଷ ବୟସର ୬ ଜଣ ନାବାଳିକା ଏକ ଟ୍ରକ ଦ୍ରୁତ ଗତିରେ ଯାତ୍ରା କରୁଥିବା ବେଳେ ଗାଡିରୁ ଡେଇଁପଡିଥିଲେ। ମିଳିଥିବା…