
Browsing Category
ଦେଶ
ବୁଲିବାକୁ ନା ‘ଯୁଦ୍ଧ’ କରିବାକୁ ଆସିଛନ୍ତି; ଯାଞ୍ଚ ବେଳେ ଜବତ ହେଲା ଶହ ଶହ ବାଡ଼ି-ଲୁହା ରଡ୍
ସିମଲା: ନୂଆବର୍ଷ ପାଳନ ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ହିମାଚଳ ପ୍ରଦେଶର ରାଜଧାନୀ ତଥା କୁଇନ୍ ଅଫ୍ ହିଲ୍ସ ଶିମଲା କୁ ଆସୁଛନ୍ତି। ଶିମଲାର ରିଜ୍ ମଇଦାନରେ ହଜାର ହଜାର ଲୋକ ଏକାଠି ହୋଇ ନୂଆବର୍ଷ ପାଳନ କରିବେ ବୋଲି ଆଶା…
ତେହରିକ୍-ଏ-ହୁରିୟତ ଜମ୍ମୁ-କଶ୍ମୀରକୁ ବେଆଇନ ସଂଗଠନ ଭାବେ ଘୋଷଣା କଲେ ଭାରତ ସରକାର
ନୂଆଦିଲ୍ଲୀ: ତେହରିକ୍-ଏ-ହୁରିୟତ ଜମ୍ମୁ-କଶ୍ମୀର ସଂଗଠନକୁ ଏକ ବେଆଇନ ସଂଗଠନ ଭାବେ ଘୋଷଣା କଲେ ଭାରତ ସରକାର। ତେବେ ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ନେଇ ମୋଦୀ ସରକାର ଏଭଳି ଏକ ବଡ଼ ପଦକ୍ଷେପ…
‘ପ୍ରଧାନମନ୍ତ୍ରୀଙ୍କ ଏଭଳି ନିଷ୍ଠୁରତା ଦେଖି କଷ୍ଟ ଲାଗୁଛି’; ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଶନିବାର ଦିଲ୍ଲୀର କର୍ତ୍ତବ୍ୟ ପଥରେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାର ଥୋଇ ଭିନେଶ ଫୋଗଟ ନିଜର ପ୍ରତିବାଦ ପ୍ରକାଶ କରିଛନ୍ତି। କିଛି ଦିନ ତଳେ ଭିନେଶ ଫୋଗଟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…
କାଲିଠୁ କେବଳ ବର୍ଷ ନୁହେଁ ବଦଳିଯିବ ଏହି ନିୟମ, ଦେଶରେ ଲାଗୁ ହେବ ଏହି ୫ଟି ବଡ ପରିବର୍ତ୍ତନ
ନୂଆଦିଲ୍ଲୀ: କାଲି ନୂଆବର୍ଷ ଅର୍ଥାତ୍ ୧ ଜାନୁୟାରୀ ୨୦୨୪ ଆସିବା ସହିତ ଦେଶରେ ବହୁ ପରିବର୍ତ୍ତନ ବି ଲାଗୁ ହୋଇଯିବ ଯାହା ଆପଣଙ୍କ ପକେଟ୍ ଉପରେ ସିଧା ପ୍ରଭାବ ପକାଇବ । ଏଥିରେ ଆପଣଙ୍କ ବ୍ୟାଙ୍କ ଲକର ଠାରୁ ଆରମ୍ଭ କରି…
ମୁମ୍ବାଇରେ ବିସ୍ଫୋରଣ ଧମକ! ଆଲର୍ଟ ମୋଡ୍ରେ ମୁମ୍ବାଇ ପୋଲିସ
ମୁମ୍ବାଇ: ରାତି ପାହିଲେ ନୂଆବର୍ଷ । ମୁମ୍ବାଇରେ ପୁଣି ଏକ ବିସ୍ଫୋରଣ ହେବା ନେଇ ମୁମ୍ବାଇ ପୋଲିସକୁ ଆସିଛି ଏକ ଧମକପୂର୍ଣ୍ଣ କଲ୍ । ମୁମ୍ବାଇର ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରିବାକୁ କେହି ଜଣେ ଅଜ୍ଞାତ ବ୍ୟକ୍ତି ଫୋନ୍…
ଅଯୋଧ୍ୟାକୁ ପ୍ରଥମ ବିମାନ ଉଡ଼ାଇଲେ ଏହି ପାଇଲଟ୍, ‘ଜୟ ଶ୍ରୀ ରାମ’ରେ କମ୍ପି ଉଠିଲା କ୍ୟାବିନ୍ ପରିବେଶ
ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମ(ରାମ ଲଲ୍ଲା)ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଉତ୍ସାହିତ ଅଛନ୍ତି ସମସ୍ତ ଦେଶବାସୀ । ଏଥିପାଇଁ ଅଯୋଧ୍ୟାରେ ବିମାନ ସେବାର ଶୁଭାରମ୍ଭ କରାଯାଇଛି । ଶନିବାର ଦିଲ୍ଲୀରୁ…
ପ୍ରଧାନମନ୍ତ୍ରୀଙ୍କୁ Why Bharat Matters ପୁସ୍ତକର ପ୍ରଥମ କପି ଭେଟି ଦେଲେ ଏସ୍ ଜୟଶଙ୍କର
ନୂଆଦିଲ୍ଲୀ: ଶନିବାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ବହି ‘Why Bharat Matters’ର ପ୍ରଥମ କପି ଭେଟି ଦେଇଥିଲେ । ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ…
ଭାରତର ପରାଜୟକୁ ନେଇ ପୂର୍ବତନ କ୍ରିକେଟରଙ୍କ ବଡ଼ ବୟାନ: ‘କେଏଲ୍-ବିରାଟଙ୍କ ବ୍ୟତୀତ ଅନ୍ୟ କେହି…’
ନୂଆଦିଲ୍ଲୀ: ସେଞ୍ଚୁରିଅନରେ ଟିମ୍ ଇଣ୍ଡିଆର ଇନିଂସ ପରାଜୟକୁ ନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା। କେଏଲ ରାହୁଲ ଓ ବିରାଟ କୋହଲିଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଏହି ମ୍ୟାଚରେ ଭଲ…
ଚଳିତ ବର୍ଷର ଶେଷ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ସକାଳ ୧୧ଟାରେ ପ୍ରସାରିତ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୦୮ତମ ସଂସ୍କରଣ । ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମର ଏହା ହେଉଛି…
ଗ୍ଲୋଭ୍ସ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ୬ ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ: ନୂଆବର୍ଷ ପ୍ରାରମ୍ଭରୁ ପୁଣି ଅଘଟଣ । ରବିବାର ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ସ୍ଥିତ ଏକ ଗ୍ଲୋଭ୍ସ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ…