Browsing Category

ଦେଶ

‘ବିକଶିତ ଭାରତ ୨୦୪୭: ଭଏସ୍ ଅଫ୍ ୟୁଥ୍‌’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫେରେନ୍ସଂ ମାଧ୍ୟମରେ ‘ବିକଶିତ ଭାରତ ୨୦୪୭: ଭଏସ୍ ଅଫ୍ ୟୁଥ୍‌’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କ ମଧ୍ୟମରେ ଦେଶକୁ ଏକ…

ବଦଳିଯିବ ଭାରତୀୟ ବାୟୁସେନା (IAF)ର ନାମ, ଏହି ନାମରେ ପରିଚିତ ହେବ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଏହାର ନାମ ପରିବର୍ତ୍ତନ ଲାଗି ପୁରା ପ୍ରସ୍ତୁତି କରିସାରିଛି । ଆଗାମୀ ଦିନରେ ଏହାକୁ ଭାରତୀୟ ବାୟୁ ଏବଂ ଅନ୍ତରୀକ୍ଷ ସେନା ଅର୍ଥାତ୍ ଇଣ୍ଡିଆନ୍ ଏୟାର ଆଣ୍ଡ ସ୍ପେସ୍ ଫୋର୍ସ (Indian Air…

ସ୍ୱାମୀଙ୍କ WhatsApp ଚେକ୍ କରିପାରିବେ କି ସ୍ତ୍ରୀ? ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ: ହ୍ଵାଟ୍ସଆପ ହେଉଛି ଏକ ଆପ୍ ଯାହାକୁ ଆମେ ଯୋଗାଯୋଗ କରିବାକୁ ବ୍ୟବହାର କରୁ। ଏହା ଆମ ଜୀବନର ଏକ ଅତ୍ୟାବଶ୍ୟକ ଅଂଶରେ ପରିଣତ ହୋଇଛି। କିଛି ବିବାହିତ ଦମ୍ପତି ପରସ୍ପରର ଫୋନ୍ କିମ୍ବା ସୋସିଆଲ୍ ମିଡିଆ…

ଟ୍ରକ ଡ୍ରାଇଭରଙ୍କ ଲାଗି ଖୁସି ଖବର; ଏବେ ସମସ୍ତ ଟ୍ରକର କ୍ୟାବିନ ହେବ ଏସି, ଏହିଦିନରୁ ଲାଗୁ ହେବ ନିୟମ

ନୂଆଦିଲ୍ଲୀ: ଦେଶର ସମସ୍ତ ଟ୍ରକ ଡ୍ରାଇଭରଙ୍କ ଲାଗି ଆସିଲା ଖୁସି ଖବର । ଏବେ ଦେଶର ଟ୍ରକ ଡ୍ରାଇଭରଙ୍କ ଯାତ୍ରା ବେଶ୍ ସୁବିଧାଜନକ ହେବାକୁ ଯାଉଛି । କେନ୍ଦ୍ର ପରିବହନ ବିଭାଗ ଟ୍ରକରେ ଏସି ଲଗାଯିବା ନିଷ୍ପତ୍ତିକୁ…

Breaking: ଛତିଶଗଡ଼ରେ ମାଓବାଦୀ ବିସ୍ଫୋରଣ, ୨ ଯବାନ ଗୁରୁତର

ଛତିଶଗଡ଼: ଛତିଶଗଡ଼ ସୁକମାରେ ଏକ ବଡ଼ ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ଏହି ବିସ୍ଫୋରଣ ଉନ୍ନତ ବିସ୍ଫୋରକ ଉପକରଣ ବା IED ଦ୍ୱାରା ହୋଇଥିବା ସୂଚନା ମିଳିଛି । ତେବେ ସିଆରପିଏଫ ଏବଂ କୋବ୍ରା ବାଟାଲିଅନକୁ…

ଖୁବଶୀଘ୍ର ହ୍ୱାଟ୍ସଆପ୍‌ରେ କରିପାରିବେ ଟିକେଟ ବୁକିଂ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ଡିଟିସି ବସରେ ଯାତ୍ରା କରିବା ହେଲା ସହଜ । ଡିଜିଟାଲ ଟିକେଟ ବୁକିଂ ମାଧ୍ୟମରେ କରିପାରିବେ ଯାତ୍ରା । ଦିଲ୍ଲୀ ମେଟ୍ରୋ ଲାଇନରେ ଏହି ସୁବିଧା ଉପଲବ୍ଧ…

ଧାରା ୩୭୦କୁ ନେଇ ସୁପ୍ରିମକୋର୍ଟ ଶୁଣାଇଲେ ନିଜର ରାୟ, ଦେଲେ ଏହି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ:  ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଏହାକୁ ଦୁଇ କେନ୍ଦ୍ର ଶାସିତ ପ୍ରଦେଶରେ ବାଣ୍ଟିବା ବିରୁଦ୍ଧରେ ଦାଖଲ ଯାଚିକା ଉପରେ ଆଜି ସୁପ୍ରିମକୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ମୁଖ୍ୟ…

କର୍ଣ୍ଣାଟକରେ କଂଗ୍ରେସ ସରକାର ତିଷ୍ଟି ପାରିବ ନାହିଁ: ଏଚ୍‌ଡି କୁମାରସ୍ୱାମୀ

ଧରାଶାୟୀ ହେବ କି କର୍ଣ୍ଣାଟକର କଂଗ୍ରେସ ସରକାର ? ଏହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଛି । କଂଗ୍ରେସ ସରକାର ମଧ୍ୟରେ ଦେଖାଦେଇଥିବା ବିବାଦ ଚରମ ସୀମାରେ । ରାଜ୍ୟର କଂଗ୍ରେସ ସରକାର ଯେକୌଣସି ସମୟରେ…

ବନ୍ୟା ପାଣିରେ ଦିଶିଲା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ମୁହଁ: ଫଟୋ ଭାଇରାଲ

ତାମିଲନାଡ଼ୁ: ଭୟଙ୍କର ସାମୁଦ୍ରିକ ଝଡ଼ ମିଗଜୋଙ୍ଗ ପ୍ରଭାବରେ ସମଗ୍ର ଦକ୍ଷିଣ ଭାରତ ପ୍ରଭାବିତ ହୋଇଛି । ତେବେ ତାମିଲନାଡ଼ୁ ଏଥିରେ ସବୁଡାରୁ ଅଧିକ ପ୍ରଭାବିତ ହୋଇଛି । ସାରା ରାଜ୍ୟ ବର୍ତ୍ତମାନ ବନ୍ୟା ପରିସ୍ଥିତି ସୃଷ୍ଟି…

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀର ନୂଆ ଚେହେରା କିଏ ହେବ?

ମଧ୍ୟପ୍ରଦେଶରେ କାହାର ଚାଲିବ ରାଜ୍‌? ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଲାଗି ରହିଛି ସସ୍‌ପେନ୍ସ୍ । ଭୋପାଲରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକ ଦଳ ବୈଠକରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା…