Browsing Category
ଦେଶ
ପ୍ରଥମ ଥର ପ୍ରତିରକ୍ଷାରେ ୧୦୦ ପ୍ରତିଶତ FDIକୁ ମିଳିଲା ମଞ୍ଜୁରୀ: ଭାରତରେ ରକେଟ୍ ଉତ୍ପାଦନ କରିବ ବିଦେଶୀ କମ୍ପାନୀ
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରର ଘରୋଇ ଉତ୍ପାଦନ ପାଇଁ ବଡ଼ ନିବେଶକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ପ୍ରଥମ ଥର ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ)କୁ ଭାରତ…
ବିଜେପିରୁ ୬ ବର୍ଷ ପାଇଁ ବହିଷ୍କୃତ ହେଲେ ୩୫ ଜଣ ନେତା
ନୂଆଦିଲ୍ଲୀ: ଚଳିତ ମାସରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ମଧ୍ୟରେ ବିଜେପି ଶିବିରରୁ ଆସିଛି ଏକ ବଡ଼ ଖବର । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୩୫ ଜଣ ନେତାଙ୍କୁ ୬ ବର୍ଷ ପାଇଁ ଦଳରୁ…
ସେନାବାହିନୀର ମହିଳା କର୍ମଚାରୀମାନଙ୍କ ଲାଗି ବଢ଼ିଲା ମାତୃତ୍ୱକାଳୀନ ଛୁଟି ଅବଧି: ପ୍ରତିରକ୍ଷା ମନ୍ତ୍ରଣାଳୟ
ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ସେନାବାହିନୀର ମହିଳା ସୈନିକ, ନାବିକ ଏବଂ ସଶସ୍ତ୍ରବାହିନୀର ମହିଳା ଯୋଦ୍ଧାମାନଙ୍କ ପାଇଁ ମାତୃତ୍ୱ, ଶିଶୁଯତ୍ନ ଏବଂ ପୋଷ୍ୟ ଶିଶୁ ଲାଳନପାଳନ ପାଇଁ…
ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା, ଅନନ୍ତଗଡ ଜଙ୍ଗଲରେ ଧ୍ୱଂସ କଲେ ନକ୍ସଲ କ୍ୟାମ୍ପ
ଭୁବନେଶ୍ୱର: ଆଜି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଏକ ନକ୍ସଲ କ୍ୟାମ୍ପ ଧ୍ୱଂସ କରି ଦେଇଛନ୍ତି ସୁରକ୍ଷାକର୍ମୀ । ଛତିଶଗଡ କାଙ୍କେର ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି…
ସରକାରୀ ଅଧିକାରୀ ଯାଇଥିଲେ କ୍ଷେତରେ ନଡ଼ା ପୋଡିକୁ ଅଟକାଇବା ପାଇଁ, ଶେଷରେ ନିଜେ ପୋଡିବାକୁ ବାଧ୍ୟ ହେଲେ.. ଜାଣନ୍ତୁ କାରଣ
ଚଣ୍ଡିଗଡ଼: କ୍ଷେତରେ ନଡ଼ା ପୋଡ଼ିବାକୁ ଅଟକାଇବାକୁ ଯାଇଥିଲେ । କିନ୍ତୁ ବଳପୂର୍ବକ ନିଜେ ନଡ଼ା ପୋଡ଼ିଲେ । ଘଟଣାଟି ଘଟିଛି ପଞ୍ଚାବର ଭଟିଣ୍ଡା ଅନ୍ତର୍ଗତ ମେହ୍ମା ସର୍ଜା ଗାଁରେ । ଡ୍ୟୁଟିରେ ଥିବା ସମୟରେ ଜଣେ ସରକାରୀ…
ଏହି ଦୀପାବଳିରେ SBI, PNB ସମେତ ଅନେକ ବ୍ୟାଙ୍କ ଗ୍ରାହକଙ୍କୁ ଦେଉଛନ୍ତି ହୋମ ଲୋନ ଉପରେ ବମ୍ପର ଅଫର୍ସ, ଏଠାରେ କରନ୍ତୁ ଚେକ୍
ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ ପାର୍ବଣ ଋତୁ ଚାଲିଛି। ଆଗାମୀ ଦିନରେ ଧନ୍ୱନ୍ତରୀ,ଦୀପାବଳି ଏବଂ ଛଟ ପରି ଅନେକ ପର୍ବ ପାଳନ କରାଯିବ। ଏହି ଅବଧି ମଧ୍ୟରେ, ଲୋକମାନେ ବହୁ ପରିମାଣରେ ଘର ଏବଂ କାର କିଣନ୍ତି। ଗ୍ରାହକଙ୍କୁ…
ଖୋଲା ମଞ୍ଚରେ ଅପରାଧୀଙ୍କୁ ଚେତାବନୀ , ମହିଳାଙ୍କ ସୁରକ୍ଷା ପ୍ରତି ଆଞ୍ଚ ଆଣିଲେ ଯମରାଜ ବି ରାସ୍ତା ଅଟକାଇ ପାରିବେନି
ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ ଅପରାଧୀମାନଙ୍କୁ ଚେତାବନୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ମହିଳାଙ୍କ ସୁରକ୍ଷା ପ୍ରତି ଯେ କେହି ବି ବାଧା ଉପୁଜାଇବ ତାକୁ ଆମେ…
ବିଶେଷ ଢଙ୍ଗରେ କୋହଲିଙ୍କୁ ବାର୍ଥ ଡେ’ ୱିସ୍ କଲେ ଅନୁଷ୍କା ଶର୍ମା, ପୋଷ୍ଟ ସେୟାର କରି କହିଲେ ଏହି କଥା
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଆଜି ତାଙ୍କର ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଦିନରେ ବିରାଟ କୋହଲିଙ୍କୁ ସମଗ୍ର ବିଶ୍ୱ ଅନେକ ଜନ୍ମଦିନର…
ପ୍ରଥମ ଦିନ ପଠାନ ଓ ଯବାନର ରେକର୍ଡ ଭାଙ୍ଗିବ ‘ଟାଇଗର ୩’! ୨୪ ଘଣ୍ଟାରେ ଏତିକି ବିକ୍ରି ହେଲା ଆଡଭାନ୍ସ ବୁକିଂ ଟିକେଟ
ମୁମ୍ବାଇ: ଟାଇଗର-ଜୋୟା ଟାଇଗର୩ ସହିତ ଫେରିଛନ୍ତି ଏବଂ ଏଥର ସେମାନେ ଦୀପାବଳିରେ ଧମାଲ କରିବାକୁ ପ୍ରସ୍ତୁତ। ଏଥି ସହିତ ସଲମାନ ଖାନ, କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶମୀଙ୍କୁ ପ୍ରେକ୍ଷାଳୟରେ ଦେଖିବାକୁ ପ୍ରଶଂସକମାନେ…
ହ୍ୟାକ୍ ହୋଇଛି କି ଆପଣଙ୍କ ଫୋନ୍ ? ଏହି ଉପାୟରେ ମାତ୍ର ୩୦ ସେକେଣ୍ଡରେ ଜାଣିପାରିବେ, ଦେଖନ୍ତୁ Video
ଆଜିର ଯୁଗ ଡିଜିଟାଲ୍ ହୋଇଗଲାଣି । ଟେକ୍ନୋଲୋଜି ଯୋଗୁଁ ଆମ ଜୀବନ ସହଜ ହୋଇଯାଇଛି କିନ୍ତୁ ଏହା ସହିତ ସାଇବର ଆଟାକ୍ ଏବଂ ସାଇବର ଅପରାଧର ଘଟଣା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସାଇବର ଅପରାଧୀ ଏବଂ ହ୍ୟାକରମାନେ…