Browsing Category

ଦେଶ

ଦୁର୍ଘଟଣାଗ୍ରସ୍ତ ହେଲା ବିଜେପି ସାଂସଦଙ୍କ ଗାଡ଼ି, କେବଳ ଏହି କାରଣରୁ ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି ସାଂସଦ ଅଶୋକ ନେଟଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଗାଡଚିରୋଲି-ଚିମୁର ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ସାଂସଦ ନାଗପୁରରୁ ଗାଡଚିରୋଲି ଯାଉଥିଲେ। ଆଜି ସକାଳ ପ୍ରାୟ ୧୦…

(Video) ଅମାନିଆ ହେଲା DTC ବସ୍, ଆଖି ପିଛୁଳାକେ ଏକାଧିକ ଯାନ ଉପରେ ମାଡ଼ିଗଲା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଶନିବାର ଦିନ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଏକ ଡିଟିସି ବସ୍ ନିୟନ୍ତ୍ରଣ ବାହାରକୁ ଯାଇ ଅନେକ ଗାଡିକୁ ଧକ୍କା ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଅବସ୍ଥା…

‘ସେମାନେ ମହାଦେବଙ୍କୁ ମଧ୍ୟ ଛାଡିନାହାନ୍ତି’, ଛତିଶଗଡ଼ରେ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ

ରାୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ ଦୁର୍ଗରେ ଶନିବାର ଦିନ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନ ଉଦ୍ଦେଶ୍ୟରେ ଅୟୋଜିତ ହୋଇଥିବା ଏହି ରାଲି ମାଧ୍ୟମରେ ସେ ଛତିଶଗଡ଼ର ଭୂପେଶ…

ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ପାଇବେ ଗରିବ: ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶରେ ଗରିବ ବା ଗରିବ ସୀମାରେଖା ତଳେ ଥିବା ଜନତାଙ୍କ ପାଇଁ ମାଗଣା ରାସନ୍ ସାମଗ୍ରୀ ସୁବିଧା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାରେ ଅନେକ ପରିବାର ଉପକୃତ ହେଉଥିବା ବେଳେ ଏହାକୁ ନେଇ ଏକ ବଡ଼…

ପୂର୍ବତନ ବିଧାୟକଙ୍କୁ ୧୫ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ଚଳିତ ମାସରେ ବିଭିନ୍ନ ପର୍ଯ୍ୟାୟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ସେହି ରାଜ୍ୟଗୁଡ଼ିକ ହେଉଛି ମଧ୍ୟପ୍ରଦେଶ, ରାଜସ୍ଥାନ,…

ମୁକେଶ ଅମ୍ବାନୀଙ୍କୁ ଜୀବନରୁ ମାରିଦେବା ଧମକ: ତେଲେଙ୍ଗାନାରୁ ୧୯ ବର୍ଷୀୟ ଅଭିଯୁକ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଧମକପୂର୍ଣ୍ଣ ଇମେଲ କରିଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଗଣେଶ ରମେଶ ବନପାରଧୀ ଭାବେ ପରିଚିତ ହୋଇଛନ୍ତି । ପୋଲିସ…

(Video)ନେପାଳ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୧୫୪ କୁ ବୃଦ୍ଧି, ଝଟକା ଲାଗିବା ମାତ୍ରେ ଘରୁ ଦୌଡ଼ିଥିଲେ ଲୋକେ

ନୂଆଦିଲ୍ଲୀ: ଭୂକମ୍ପରେ ନେପାଳ ପୁଣି ଥରେ କମ୍ପିତ ହୋଇଛି । ୬.୪ ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ ନେପାଳରେ ବ୍ୟାପକ ଧ୍ୱଂସ କରିଛି । ଏକ ଡଜନରୁ ଅଧିକ ଘର ନଷ୍ଟ ହୋଇଯାଇଛି । ପଶ୍ଚିମ ନେପାଳକୁ ଆସିଥିବା ଏହି ଶକ୍ତିଶାଳୀ…

ସାବଧାନ୍ ରୁହ! ନେପାଳରେ ଭୂକମ୍ପ ଯୋଗୁଁ ଦିଲ୍ଲୀ-ଏନସିଆରରେ ଭୂକମ୍ପ ବେଲ୍ଟ ସକ୍ରିୟ, ହୋଇପାରେ ବଡ଼ ଧରଣର ପ୍ରଳୟ

ଏକ ମାସ ମଧ୍ୟରେ ତୃତୀୟ ଥର ପାଇଁ ଶୁକ୍ରବାର ଦିନ ନେପାଳରେ ୬.୪ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଘଟିଥିଲା, ଯାହାର ଜୋରଦାର ଝଟକା ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ଏବଂ ବିହାର ସମେତ ଉତ୍ତର ଭାରତରେ ଅନୁଭୂତ…

ନେପାଳରେ ଭୂକମ୍ପ ଯୋଗୁଁ ଘଟିଛି ବିନାଶ: ଏପର୍ଯ୍ୟନ୍ତ ୭୦ ଜଣଙ୍କର ମୃତ୍ୟୁ, ଭାରତର ଅନେକ ସ୍ଥାନରେ ମଧ୍ୟ ତୀବ୍ର ଝଟକା

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ନେପାଳରେ ୬.୪ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଲାଗିଥିଲା, ଯାହାର କମ୍ପନ ଭାରତର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଅନୁଭୂତ ହୋଇଛି । ଏହି ଭୟଙ୍କର…

NAFED ଦେଉଛି ଗ୍ରାହକଙ୍କୁ ଆଶ୍ୱସ୍ତି: ଭୁବନେଶ୍ୱରରେ ୨୫ ଟଙ୍କାରେ ବିକ୍ରି ହେଉଛି ପିଆଜ, କିଣିବାକୁ ଲୋକଙ୍କ ଠେଲାପେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ପିଆଜର ଉଚ୍ଚ ଦର ଗ୍ରାହକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଦେଶର ବିଭିନ୍ନ ସ୍ଥାନରେ ପିଆଜ ଦର ଶତକ ମାରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୭୦-୮୦ ଟଙ୍କାରେ…