Browsing Category

ଦେଶ

ମଧ୍ୟବିତ୍ତଙ୍କ ପାଇଁ ନୂଆ ଯୋଜନା ଆଣୁଛନ୍ତି ମୋଦୀ ସରକାର, କୋଟି କୋଟି ଲୋକଙ୍କୁ ମିଳିବ ଫାଇଦା

ନୂଆଦିଲ୍ଲୀ: ଯଦି ସବୁକିଛି ଠିକ ରୁହେ, ତେବେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ କେନ୍ଦ୍ର ସରକାର ସହରାଞ୍ଚଳ ମଧ୍ୟବିତ୍ତ ପରିବାରଙ୍କୁ ବଡ଼ ଉପହାର ଦେଇପାରନ୍ତି  । ନିର୍ବାଚନ ପରେ ସରକାର ଏହି ବର୍ଗ ପାଇଁ ଏକ ନୂଆ…

ପ୍ରଦୂଷଣରେ ବେହାଲ ଦିଲ୍ଲୀ: ରୋକିବା ପାଇଁ କେଜ୍ରିୱାଲ ନେଇଛନ୍ତି ଏପରି ପଦକ୍ଷେପ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦିଲ୍ଲୀ, ନୋଇଡ଼ା, ଗୁରୁଗ୍ରାମ, ଗାଜିଆବାଦ ଏବଂ ଫରିଦାବାଦ ପରି ସହରରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…

ଜିକା ଭାଇରସ ଆତଙ୍କ: ପଜିଟିଭ୍ ଚିହ୍ନଟ ପରେ ହାଇ ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ

ବେଙ୍ଗାଲୁରୁ: ଗୋଟେ ଭାଇରସ ନଯାଉଣୁ ଆଉ ଗୋଟେ ଭାଇରସ ଉଭା ହେବା ଫଳରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଚାଲିଛି । ଏବେ କର୍ଣ୍ଣାଟକରେ ମାରାତ୍ମକ ଜିକା ଭାଇରସ ଚିହ୍ନଟ ହୋଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗରେ ହାଇ ଆଲର୍ଟରେ…

ଘୋଷଣା ହେଲା ଦିପାବଳୀ ଉପହାର: ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମିଳିବ ବୋନସ୍ ଫାଇଦା

ନୂଆଦିଲ୍ଲୀ: ନିକଟରେ ଦଶହରା ବଡ଼ ଧୁମଧାମରେ ପାଳିତ ହୋଇଥିବା ବେଳେ ଆଗକୁ ଆସୁଛି ଦିପାବଳୀ । ସାଧାରଣ ଭାବେ ପାର୍ବଣ ସିଜିନରେ ସରକାରୀ ଓ ବେସରକାରୀ ଅଫିସରେ କର୍ମଚାରୀଙ୍କ ପାଇଁ ଅନେକ ଉପହାର ଘୋଷଣା କରାଯାଇଥାଏ । ନିକଟରେ…

ରାଜସ୍ଥାନ ବିଧାନସଭା ନିର୍ବାଚନ: ଧର୍ମେନ୍ଦ୍ରଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଆସନ୍ତା ମାସରେ ଦେଶର ୫ଟି ରାଜ୍ୟରେ ପର୍ଯ୍ୟାୟକ୍ରମେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ୨୫ ତାରିଖରେ ରାଜସ୍ଥାନର ୨୦୦ଟି ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ…

ଭାରତ ଓ ୟୁଏଇ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ: ଏହା ଦ୍ଵାରା ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶିକ୍ଷା ଏବଂ ଗବେଷଣା ସହଯୋଗ ସହ ଛାତ୍ରଛାତ୍ରୀଙ୍କୁ…

ତିନିଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇର ବୈଦେଶିକ ବ୍ୟାପାର ମନ୍ତ୍ରୀ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିବା ସହ ଆବୁଧାବୀର ଗ୍ଲୋବାଲ…

IRCTCର ନୂଆ ଟୁର୍ ପ୍ଲାନ: ୧ ହଜାର ଟଙ୍କାରୁ କମ୍ EMIରେ ବୁଲନ୍ତୁ କାଶୀ, ବାରାଣସୀ, କୋଲକତା, ପୁରୀ ଓ ଅଯୋଧ୍ୟା

ନୂଆଦିଲ୍ଲୀ: ଯଦି ଆପଣମାନେ ଭ୍ରଣମପ୍ରିୟ ତେବେ ଆପଣଙ୍କ ପାଇଁ ଆସିଛି ଏକ ବଢ଼ିଆ ଟୁର୍ ପ୍ୟାକେଜ୍ । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏକ ଶାନଦାର ଟୁର୍ ପ୍ୟାକେଜ୍ ଲଞ୍ଚ…

‘ମୋ ଶରୀରକୁ ଗିରଫ କରାଯାଇପାରେ ମନକୁ ନୁହେଁ’ , ଏପରି କାହିଁକି କହିଲେ କେଜରିୱାଲ ଜାଣନ୍ତୁ

ନୂଆଦିଲ୍ଲୀ:ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନୋଟିସ୍‌କୁ ଅଣଦେଖା କରି ଗୁରୁବାର ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର ଲାଗି ପହଞ୍ଚିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜର ଗିରଫଦାରୀକୁ ନେଇ ଆଶଙ୍କା…

‘ଛୁଆ ଜନ୍ମ କରିବା ମୌଳିକ ଅଧିକାର’: ସ୍ୱାମୀଙ୍କୁ ୧୫ ଦିନ ପାଇଁ ଜେଲରୁ ମୁକ୍ତ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ

ନୂଆଦିଲ୍ଲୀ: କୋର୍ଟରେ ଅନେକ ଥର ଅଜବ ଆବେଦନ ଦାଖଲ ହୋଇଥାଏ । ଆମେ ଆପଣଙ୍କୁ ଏପରି ଏକ ଆବେଦନ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଚିନ୍ତା କରିବାକୁ ବାଧ୍ୟ ହେବେ । ଯେଉଁଠାରେ ଜଣେ ମହିଳା ସନ୍ତାନ…

ଭୋଟରଙ୍କୁ ଆକର୍ଷିତ କରିବାକୁ କ’ଣ ନ କରୁଛନ୍ତି ନେତା: ଗୋବରରେ କାନ୍ଥ ଲିପିଲେ, ହୋଟେଲରେ ଚା’ ତିଆରି କଲେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରାର୍ଥୀମାନେ ଜନତାଙ୍କୁ ନିଜ ଆଡକୁ ଆକର୍ଷଣ କରିବା ଲାଗି ଏବେ ଅଭିନବ ଉପାୟ ଆପଣାଇଛନ୍ତି । ରାଜଗଡ ଜିଲ୍ଲା ସାରଙ୍ଗପୁର ବିଧାନସଭାରୁ କଂଗ୍ରେସର ଜଣେ ପ୍ରାର୍ଥୀ…