Browsing Category

ଦେଶ

ନବବିବାହିତ ଦମ୍ପତିଙ୍କୁ ଗିଫ୍ଟ ଆକାରରେ ମିଳିଲା Bulldozer, ଖୁସିରେ ବର କହିଲେ ‘Thank You Yogi Ji’

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ପାଇ ଯୋଗୀ ଆଦିତ୍ୟନାଥ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି । ତେବେ ଏଥର ‘ବୁଲଡୋଜର’କୁ ନେଇ…

CUET-2022 ପାଇଁ ଏପ୍ରିଲ ୨ରୁ ଆରମ୍ଭ ହେବ ରେଜିଷ୍ଟ୍ରେସନ, ବିଜ୍ଞପ୍ତି ଜାରି କଲା NTA

ନୂଆଦିଲ୍ଲୀ: କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆସନ୍ତା ଏପ୍ରିଲ ମାସ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ…

ଭାରତ ବନ୍ଦ; ୨ ଦିନ ପାଇଁ ବନ୍ଦ ରହିବ ଏହି ସେବା, ହରିୟାଣାରେ ୩୦୦୦ ବସ୍ ଚଳାଚଳ ଠପ୍

ନୂଆଦିଲ୍ଲୀ: ଟ୍ରେଡ୍ ୟୁନିଅନ ପକ୍ଷରୁ ଦୁଇଦିନିଆ ଅର୍ଥାତ୍ ମାର୍ଚ୍ଚ ୨୮ ଓ ୨୯ ତାରିଖ ଦିନ ଭାରତ ବନ୍ଦ ପାଇଁ ଘୋଷଣା କରାଯାଇଛି । ଆଜି ପଶ୍ଚିମବଙ୍ଗ, କେରଳ ସମେତ କିଛି ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି ।…

ଖୁବ୍‌ଶୀଘ୍ର ଘରୋଇକରଣ ହୋଇପାରେ ଦୁଇଟି ସରକାରୀ ବ୍ୟାଙ୍କ, କ୍ୟାବିନେଟ୍ ମଞ୍ଜୁରୀକୁ ଅପେକ୍ଷା

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଘରୋଇକରଣ ହେବ ଦୁଇଟି ସରକାରୀ ବ୍ୟାଙ୍କ୍‌ । ଏନେଇ ପ୍ରସ୍ତୁତି ଚଳାଇଛନ୍ତି ସରକାର, ଯାହା ଚଳିତ ବର୍ଷର ସେପ୍ଟେମ୍ୱର ମାସ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ସରକାର ବ୍ୟାଙ୍କିଂ…

ଯୋଗୀ ୨.୦ ସରକାରରେ ଏନ୍‌କାଉଣ୍ଟର୍‌ ଭୟ: ହାଡକୋର୍‌ ଅପରାଧୀଙ୍କ ଛାତିରେ ପଶିଲା ଛନକା,୧୫ ଦିନରେ ୫୦ ଅପରାଧୀଙ୍କ ଆତ୍ମସମର୍ପଣ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟଥର ସରକାରକୁ ଫେରିବା ପରେ ହାଡକୋର୍‌ ଅପରାଧୀଙ୍କ ଛାତିରେ ଛନକା ପଶିଛି । ଏନକାଉଣ୍ଟର ଭୟରେ ୧୫ ଦିନ ମଧ୍ୟରେ ଆତ୍ମସମର୍ପଣ କଲେଣି ୫୦ଜଣ ଅପରାଧୀ । କାଳେ ଅପରାଧ…

ଆଜିଠୁ ଦୁଇଦିନିଆ ଭାରତ ବନ୍ଦ, ବିଭିନ୍ନ ଦାବି ନେଇ ରାସ୍ତାକୁ ଓହ୍ଲାଇବେ ଶ୍ରମିକ ସଂଗଠନ ଓ ବ୍ୟାଙ୍କ କର୍ମଚାରୀ

ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍‌) :  ଆଜି- କାଲି ଭାରତ ବନ୍ଦ।  ବିଭିନ୍ନ ଟ୍ରେଡ୍‌ ଉନ୍ନୟନ ପକ୍ଷରୁ ଦୁଇଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଥିରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ସାମିଲ ହୋଇଛନ୍ତି ।…

ସିଏପିଏଫ ଯବାନଙ୍କୁ ମିଳିବ ୧୦୦ ଦିନର ଛୁଟି: ଗୃହ ମନ୍ତ୍ରାଳୟର ପ୍ରସ୍ତାବ ଉପରେ ଲାଗିପାରେ ମୋହର

ନୂଆଦିଲ୍ଲୀ: ଏଣିକି ସିଏପିଏଫ ଯବାନଙ୍କୁ ପ୍ରତିବର୍ଷ ମିଳିବ ୧୦୦ ଦିନ ଛୁଟି । ଶେଷରେ କେନ୍ଦ୍ର ଏଭଳି ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସିଏପିଏଫ ଯବାନମାନଙ୍କୁ ନିଜ ପରିବାର ସହ ଅତି କମରେ…

ଧାର୍ଯ୍ୟ ହେଲା ଅମରନାଥ ଯାତ୍ରାର ସମୟ: ଏହି ତାରିଖରୁ ବାବାଙ୍କୁ ଭେଟିବାକୁ ସୁଯୋଗ ପାଇପାରିବେ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ଶ୍ରୀ ଅମରନାଥଜୀ ଶ୍ରୀମନ୍ଦିର ତରଫରୁ ଏକ ବୈଠକରେ ବାବାଙ୍କ ପ୍ରସିଦ୍ଧ ଯାତ୍ରାକୁ ନେଇ ନିଷ୍ପତ୍ତି ହୋଇଯାଇଛି । ଆସନ୍ତା ଜୁନ ୩୦ ତାରିଖରୁ ଶ୍ରୀ ଅମରନାଥ ଯାତ୍ରା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି ।…

(Video) ପାଞ୍ଚଜଣ! ଏତେ କମ୍ ଲୋକ ଗାଡ଼ିରେ ଯାତ୍ରା କରୁଛନ୍ତି, ଜାଣନ୍ତୁ ଏନେଇ କ’ଣ କହିଲେ IPS

ନୂଆଦିଲ୍ଲୀ: ଟ୍ରାଫିକ ନିୟମ ଉଲ୍ଲଂଘନ ନେଇ ଏକ ଭିଡିଓ ନିକଟରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଗୋଟିଏ ବାଇକରେ ପାଞ୍ଚ ଜଣ ବସି ଯାଉଥିବା ଭିଡିଓରେ ଦେଖାଯାଉଛି । ଏହି ଭିଡିଓ ଦେଖିବା ପରେ ଜଣେ ଆଇପିଏସ୍ ଅଫିସର କଡ଼ା…

ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଆ ପୁଅଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମନ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କ ୮୭ ତମ ଏପିସୋଡ୍ । ମନ୍ କି ବାତ୍ ରେ ଓଡ଼ିଆ ଯୁବକଙ୍କ ଉଦ୍ୟମକୁ…