Browsing Category

ଦେଶ

ଓମିକ୍ରନ: ମହାରାଷ୍ଟ୍ରରେ ପୁଣି ୮ ଜଣ ସଂକ୍ରମିତ ଚିହ୍ନଟ

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ୮ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଏହି ୮ ଜଣ ବିଦେଶକୁ ନଯାଇ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମହାରାଷ୍ଟ୍ରରେ ଏଯାଏଁ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ୯ ଜଣ ସୁସ୍ଥ ହୋଇ ଘରକୁ…

ମନ୍ତ୍ରୀଙ୍କ ଆଚରଣରେ ଖପ୍ପା ବାଚସ୍ପତି, କହିଲେ- ଗୃହରେ ଚଲାନ୍ତୁ ନାହିଁ ନିଜ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ଗୃହରେ ମନ୍ତ୍ରୀମାନଙ୍କ ଅଶୋଭନୀୟ ଆଚରଣରେ ମର୍ମାହତ ବାଚସ୍ପତି ଓମ ବିର୍ଲା। ଏ ନେଇ ସେ ମନ୍ତ୍ରୀମାନଙ୍କୁ ଉପଦେଶ ଦେବା ସହ ଗୃହ ଭିତରେ ନିଜର ମନ୍ତ୍ରଣାଳୟ ନଚଳାଇବାକୁ କହିଛନ୍ତି। ମଙ୍ଗଳବାର ଲୋକସଭାରେ…

ଓମିକ୍ରନ୍: ରିସ୍କ ଦେଶରୁ ଆସିଲେ କରିବାକୁ ହେବ ପ୍ରି-ବୁକିଂ ଟେଷ୍ଟ

ନୂଆଦିଲ୍ଳୀ: ଓମିକ୍ରନ କଟକଣା କଡ଼ା କଲା ବିମାନ ଚଳାଚଳ ମନ୍ତ୍ରାଳୟ । ଡିସେମ୍ବର ୨୦ରୁ ଆଟ୍ ରିସ୍କ ଦେଶରୁ ଆସୁଥିଲେ କରାଇବାକୁ ହେବ ପ୍ରି-ବୁକିଂ ଆରଟିପିସିଆର ଟେଷ୍ଟ । ଦେଶର ପ୍ରମୁଖ ୬ଟି ବିମାନ ବନ୍ଦର ପାଇଁ…

କାନାଡାରୁ ଯିବା ଆସିବାରେ ଖର୍ଚ୍ଚ ହେଲାଣି ୯ ଲକ୍ଷ, ତଥାପି ମହିଳାଙ୍କୁ ମିଳୁନାହିଁ ମ୍ୟାରେଜ୍ ସାର୍ଟିଫିକେଟ୍

ଭୋପାଳ : ସରକାରୀ କଳ କେମିତି କାମ କରିଥାଏ ଏହାର ସଦ୍ୟତମ ଉଦାହରଣ ମଧ୍ୟ ପ୍ରଦେଶର ଗ୍ଵାଲିୟରରେ ଦେଖିବାକୁ ମିଳିଛି। କାନାଡାର ନାଗରିକତ୍ଵ ପାଇଥିବା ଜଣେ ଭାରତୀୟ ମହିଳା ଗତ ଦେଢ ବର୍ଷ ହେବ ବିବାହ ପ୍ରମାଣପତ୍ର ପାଇଁ…

ପାକିସ୍ତାନ ପଳାଅ ଫାରୁକ୍ ଅବଦୁଲ୍ଲା: ଜାଣନ୍ତୁ କାହିଁକି ଏମିତି କହିଲେ ବିଜେପି ମନ୍ତ୍ରୀ

ନୂଆଦିଲ୍ଳୀ: ଯଦି ପାକିସ୍ତାନ ପସନ୍ଦ ତାହେଲେ ସେଠାକୁ ପଳେଇ ଯାଅ । ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଉଦ୍ଦେଶ୍ୟରେ ଏମିତି କିଛି ବୟାନ ଦେଇଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ…

ଛଅ ମାସ ମଧ୍ୟରେ ପିଲାଙ୍କୁ ମିଳିବ କରୋନା ଟିକା: ଅଦର ପୁନାୱାଲା

ନୂଆଦିଲ୍ଲୀ: ଖୁବ ଶୀଘ୍ର ୩ ବର୍ଷରୁ ଅଧିକ ପିଲାଙ୍କୁ ଦିଆଯିବ କରୋନା ଟିକା । ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ୬ ମାସ ମଧ୍ୟରେ ଆସିବ କରୋନା ଟିକା । ଏନେଇ ସୂଚନା ଦେଇଛନ୍ତି "ସିରମ୍ ଇନସଟିୟୁଟ ଅଫ୍ ଇଣ୍ଡିଆ' ସିଇଓ…

ସୁରଟରେ ପାକିସ୍ତାନ ଫୁଡ ଫେଷ୍ଟିଭାଲ: ଜୟ ଶ୍ରୀରାମ ନାରା ସହିତ ପୋଷ୍ଟର ଜଳାଇଲେ ବଜରଙ୍ଗ ଦଳ

ନୂଆଦିଲ୍ଲୀ: ସୁରଟରେ ପାକିସ୍ତାନ ଫୁଡ ଫେଷ୍ଟିଭାଲ । ଶୁଣିବାକୁ ଟିକିଏ ଅଖାଡୁଆ ନିଶ୍ଚୟ ଲାଗୁଥିବ । ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ତିକ୍ତ ରହିଥିବା ବେଳେ ସୁରଟର ଏକ ରେଷ୍ଟୁରାଣ୍ଟ ସ୍ୱିଟ୍ ଆଣ୍ଡ ସ୍ପାଇସ…

ଯୋଜନାବଦ୍ଧ ଭାବରେ କୃଷକଙ୍କୁ ହତ୍ୟା କରାଯାଇଥିଲା: ଲଖୀମପୁର ଖେରୀ ହିଂସାକାଣ୍ଡକୁ ନେଇ ଆସିଲା SIT ରିପୋର୍ଟ

ନୂଆଦିଲ୍ଲୀ: ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାରେ ଏସଆଇଟି ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ଏହି ହିଂସାକାଣ୍ଡରେ ସମୁଦାୟ ୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ଆଶିଷ ମିଶ୍ରଙ୍କ ଗାଡି ଚାପାରେ ୪ ଜଣ କୃଷକଙ୍କ ମୃତ୍ୟୁ…

ଗ୍ୟାସ୍ ବୁକିଂ ଉପରେ ମିଳୁଛି ୩ ହଜାର ଟଙ୍କା ରିହାତି: ଆପଣାନ୍ତୁ ଏହି ପ୍ରସେସ୍

ନୂଆଦିଲ୍ଲୀ: ଦିନକୁ ଦିନ ଏଲପିଜି ଗ୍ୟାସର ଦର ବୃଦ୍ଧି ପାଇବାରେ ଲାଗିଛି । ଏପରି ପରସ୍ଥିତିରେ ଯଦି ଆପଣଙ୍କୁ କୁହାଯାଏ ଆପଣଙ୍କ ଏଲପିଜି ବୁକିଂ ଉପରେ ୩ ହଜାର ଟଙ୍କାର ରିହାତି ପ୍ରଦାନ କରାଯିବ ତାହେଲେ ଏହା ଅବିଶ୍ୱସନୀୟ…

୧ କିଲୋ ଚା’ର ଦାମ୍ ୯୯,୯୯୯ ଟଙ୍କା, ଆସାମ ଟି’ ଦାମ୍ କଲା ରେକର୍ଡ

ନୂଆଦିଲ୍ଲୀ: ଆସାମର ଏକ ଚା' ବଗିଚାର ଏକ କିଲୋ ଗୋଲ୍ଡେନ୍ ଟିପ୍ ଚା' ପତିର ଦାମ୍ ୯୯, ୯୯୯ ଟଙ୍କା । ଏବେ ଏହା ସବୁଠାରୁ ରେକର୍ଡ ଦାମ୍ ରେ ନିଲାମ୍ କରାଯାଇଛି । ଗୌହାଟି ଚା' ନିଲାମ କେନ୍ଦ୍ରରେ ମଙ୍ଗଳବାର ଦିନ ଏହି…