
Browsing Category
ଦେଶ
୫୪ଟି ଚାଇନା ଆପ୍ ବ୍ୟାନ୍ କଲେ ମୋଦି ସରକାର, ଦେଖନ୍ତୁ ଲିଷ୍ଟ୍
ନୂଆଦିଲ୍ଲୀ: ଭାରତ ସରକାର ଚୀନର ଆଉ ୫୪ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ବ୍ୟାନ୍ ହୋଇଥିବା ଆପ୍ ଗୁଡ଼ିକର ଅଫିସିଆଲ୍ ଲିଷ୍ଟ୍ ଜାରି ହୋଇନାହିଁ । କିନ୍ତୁ ବିଶେଷ ସୁତ୍ରରୁ ଏହି ଖବର ପ୍ରକାଶ ପାଇଛି । ୨୦୨୦ରେ…
ପୁଲୱାମା ଆକ୍ରମଣକୁ ପୁରିଲା ୩ ବର୍ଷ, ସେହି ଦିନର ଦୃଶ୍ୟ ଆଖି ଆଗକୁ ଆସିଲେ ଆଜିବି ଥରି ଉଠେ ଛାତି
ହାଇଦ୍ରାବାଦ: ନୂଆ ଆଶା ଓ ଉଦ୍ଦୀପନା ନେଇ ଉଇଁଥିଲା ସକାଳର ସୂର୍ୟ୍ୟ । ହେଲେ ଏହି ସକାଳର ସୂର୍ଯ୍ୟ ସହିତ ଆରମ୍ଭ ହୋଇଥିବା ନୂତନ ଦିବସର ମାହୋଲକୁ ଶୋକରେ ପରିଣତ କରିଦେବ ବୋଲି କିଏ ଜାଣିଥିଲା । ଅଚାନକ ଯେମିତି ସବୁ କିଛି…
ଆଜି ୩୮୦ଟି ଟ୍ରେନ୍ ବାତିଲ କଲା ରେଳବାଇ, ଯାତ୍ରା ପୂର୍ବରୁ ଚେକ୍ କରନ୍ତୁ ଲିଷ୍ଟ୍
ନୂଆଦିଲ୍ଲୀ: ଇଣ୍ଡିଆନ୍ ରେଲୱେ ଆଜି ଅନେକ ସଂଖ୍ୟାରେ ଟ୍ରେନ୍ କୁ ବାତିଲ କରିଛି । ସୋମବାର ଦିନ ଭାଲେଣ୍ଟାଇନ୍ ଡେ ରେ ୩୮୦ଟି ଟ୍ରେନ୍ କୁ ବାତିଲ କରିଛି ରେଳବାଇ । ଆଜି ୧୭ଟି ଟ୍ରେନ୍ କୁ ପାର୍ସିଆଲି କ୍ୟାନ୍ସିଲ୍ କରିଛି…
ରାହୁଲଙ୍କ ବିରୋଧରେ ଦାୟର ହେବ ଏକ ହଜାର ଦେଶଦ୍ରୋହ ମାମଲା, କ’ଣ କରିଥିଲେ ସେ?
ନୂଆଦିଲ୍ଲୀ: ନିକଟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ବିବାଦୀୟ ଟ୍ୱିଟ କରିଥିଲେ । ସେଥିରେ ସେ ଭାରତୀୟ ସଂସ୍କୃତିକୁ ଅପମାନିତ ନ କରିବାକୁ କହିଥିଲେ । ମାତ୍ର ସେ ଏବେ ନିଜ ଜାଲରେ ନିଜେ ଫସିଯାଇଛନ୍ତି ।…
ଇଲେକ୍ଟ୍ରିକ୍ ଭେଇକିଲ୍ ବଜାରକୁ ଏଣ୍ଟ୍ରି କରିବ ମାରୁତି-ଟୟୋଟାର ପ୍ରଥମ ଇଭି ଏସ୍ୟୁଭି, ସିଙ୍ଗଲ୍ ଚାର୍ଜରେ ଦୌଡିବ ୫୦୦ କିମି
ନୂଆଦିଲ୍ଲୀ: ଦେଶର ବୃହତ୍ତମ ଚାରି ଚକିଆ ଯାନ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଇଲେକ୍ଟ୍ରିକ୍ ଭେଇକିଲ୍ (ଇଭି) ସେଗମେଣ୍ଟରେ ପ୍ରବେଶ କରିବାକୁ ଯାଉଛି । ମାରୁତି ଏବଂ ଟୟୋଟା ମିଳିତ ଭାବରେ ଏକ ଗ୍ଲୋବାଲ୍ ମିଡାଇଜ୍…
ମେ’ ସୁଦ୍ଧା ୫ଜି ସ୍ପେକ୍ଟ୍ରମ୍ ନିଲାମ, ମିଳିବ ୧୦ ଗୁଣ ଅଧିକ ଡାଉନଲୋଡ ସ୍ପିଡ
ନୂଆଦିଲ୍ଲୀ : ସମ୍ପ୍ରତି ଆମେରିକାରେ ୫ଜି ନେଟୱର୍କର ପ୍ରଚଳନ ପରେ ଭାରତୀୟମାନେ ମଧ୍ୟ ଉତ୍ସାହର ସହିତ ୫ଜି ମୋବାଇଲ୍ ସେବା ପାଇଁ ଅପେକ୍ଷା କରିଛନ୍ତି । ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ଆସନ୍ତା…
ଲଦାଖରେ ଦ୍ରୁତ ଗତିରେ ତରଳୁଛି ଗ୍ଲେସିୟର, ପାଙ୍ଗଙ୍ଗ ହ୍ରଦ ଉଛୁଳିଲେ ବଡ଼ ବନ୍ୟା ଆଶଙ୍କା
ଶ୍ରୀନଗର: ଲଦାଖର ପାଙ୍ଗୋଙ୍ଗ ଅଞ୍ଚଳରେ ଗ୍ଲେସିୟର ଦ୍ରୁତ ଗତିରେ ତରଳିବାରେ ଲାଗିଛି । ୧୯୯୦ ପରଠାରୁ, ଗ୍ଲାସିଅର୍ ସ୍ଥର ୬.୭% ତରଳି ଯାଇଛି । ସ୍ଥାନୀୟ ଲୋକମାନେ ମଧ୍ୟ ଏଥିପାଇଁ ଚିନ୍ତିତ ଅଛନ୍ତି । କାଶ୍ମୀର…
ଇସ୍ରୋର ପିଏସଏଲଭି-ସି୫୨ର ଉତକ୍ଷେପଣ ସଫଳ,୧୭୧୦ କେ.ଜିର ଉପଗ୍ରହ କକ୍ଷରେ ପଥରେ ଅବସ୍ଥାପିତ
ବେଙ୍ଗାଲୁର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ୨୦୨୨ରେ ନିଜର ପ୍ରଥମ ରକେଟ ପ୍ରକ୍ଷେପଣ କରିଛି । ସୋମବାର ୫ଟା ୫୯ ମିନିଟ୍ରେ ଇସ୍ରୋ ମହାକାଶକୁ ଆର୍ଥ ଅବ୍ଜର୍ଭେସନ ସାଟେଲାଇଟ (ପିଏସଏଲଭି-ସି୫୨)ର…
ମହାରାଷ୍ଟ୍ର ସରକାରଙ୍କ ନୂତନ ମଦ ନୀତି ବିରୋଧରେ ଆମରଣ ଅନଶନ କରିବେ ନାହିଁ ଆନ୍ନା ହଜାରେ
ନୂଆଦିଲ୍ଲୀ ୧୩।୦୨: ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ଫେବୃଆରୀ ୧୪ରେ ଅନିର୍ଦ୍ଦିଷ୍ଟକାଳ ଆମରଣ ଅନଶନକୁ ବର୍ତ୍ତମାନ ପାଇଁ ରୋକି ଦେଇଛନ୍ତି । ଆନ୍ନା ହଜାରେ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କ ନୂତନ ମଦ…
ବାବାଙ୍କ ନିର୍ଦ୍ଦେଶରେ ନିଯୁକ୍ତି କରୁଥିଲେ NSEର ପୂର୍ବ ଏମଡି-ସିଇଓ ! SEBI ର ବଡ଼ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ହିମାଳୟର ବାବାଙ୍କ ପରାମର୍ଶରେ ଏନଏସଇରେ ନିଯୁକ୍ତି ଦେଉଥିଲେ ପୂର୍ବତନ ଏମଡି । ମାମଲା ଜଣା ପଡ଼ିବା ପରେ ସେବୀର କାର୍ଯ୍ୟାନୁଷ୍ଠାନ । ଦେଶର ଅଗ୍ରଣୀ ଷ୍ଟକ ଏକ୍ସଚେଞ୍ଜର ପୂର୍ବ ପରିଚାଳନା ନିର୍ଦ୍ଦେଶକ ତଥା…