Browsing Category
ଦେଶ
ସ୍କୁଲରେ ପଶିଲା କରୋନା, ଏକାସାଙ୍ଗରେ ୬୦ ପଜିଟିଭ୍
ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି, ଫଳରେ ଅନେକ ରାଜ୍ୟରେ ସ୍କୁଲଗୁଡ଼ିକ ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ବେଙ୍ଗାଲୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବେଙ୍ଗାଲୁରର ଚୈତନ୍ୟ ବୋଡିଂ…
ଅକ୍ଟୋବର ୩୧ ଯାଏଁ ବଢ଼ିଲା କୋଭିଡ୍ ଗାଇଡଲାଇନ୍
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୂର୍ବ ତୁଳନାରେ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ପାର୍ବଣକୁ ଦୃଷ୍ଟିରେ ରଖି ପୁଣି କୋଭିଡ଼ ଗାଇଡଲାଇନକୁ ଅକ୍ଟୋବର ୩୧ ଯାଏଁ ବଢ଼ାଇଛନ୍ତି କେନ୍ଦ୍ର ସରକାର । କରୋନା ସଂକ୍ରମଣ ହାର…
କଂଗ୍ରେସ ନେତୃତ୍ୱକୁ ଧୋକା ଦେଇଛନ୍ତି ସିଦ୍ଧୁ: ସୁନୀଲ ଜାଖର
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ତାଙ୍କ ଘରେ ଅନୁଷ୍ଠିତ ହୋଇ ଯାଇଛି ଏକ ବୈଠକ । ଏହି ବୈଠକ ପରେ ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନୀଲ ଜାଖର ଗଣମାଧ୍ୟମ ସମ୍ମୁଖରେ ବିବୃତ୍ତି ରଖିଛନ୍ତି ।…
ସୁରକ୍ଷାବଳଙ୍କୁ ବଡ ସଫଳତା: ଜଣେ ଆତଙ୍କୀ ନିପାତ, ଜଣେ ଗିରଫ
ନୂଆଦିଲ୍ଲୀ:ଜମ୍ମୁକାଶ୍ମୀର ଉରି ଅଞ୍ଚଳ ନିକଟରେ ମଙ୍ଗଳବାର ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ପାକ୍ ଆତଙ୍କବାଦୀକୁ ସେନା କାବୁ କରିଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି…
କୁକୁରଙ୍କ ହାତରେ ପଞ୍ଜାବ ଶାସନ ଡୋରି; ଜାଣନ୍ତୁ କାହିଁକି ଏମିତି କହିଲେ ବିଜେପି ନେତା
ନୂଆଦିଲ୍ଲୀ: କୁକୁରଙ୍କ ହାତରେ ରହିଛି ପଞ୍ଜାବର ଶାସନ ଡୋରି । ଏମିତି ଏକ ବିବାଦୀୟ ବୟାନ ଦେଇଛନ୍ତି ବିଜେପି ନେତା ତରୁଣ ଚୁଘ । ନଭଜୋତ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ପଦରୁ ଇସ୍ତଫା ପ୍ରଦାନ କରିବା କାରଣରୁ…
ସିିଦ୍ଧୁଙ୍କ ସମର୍ଥନରେ ମନ୍ତ୍ରୀପଦରୁ ଇସ୍ତଫା ପ୍ରଦାନ କଲେ ରେଜିଆ ସୁଲତାନା
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା ଅର୍ନ୍ତଦ୍ୱନ୍ଦ ଥମିବାର ନାମ ନେଉନାହିଁ । ପଞ୍ଜାବ କଂଗ୍ରେସ ସଭାପତି ଦାୟିତ୍ୱରେ ରହିଥିବା ନଭଜୋତ ସିଂ ସିଦ୍ଧୁ ଇସ୍ତଫା ପ୍ରଦାନ କରିବା ପରେ ଏହି ଅନ୍ତଃକନ୍ଦଳ ଆହୁରି…
କଂଗ୍ରେସର ହାତ ଧରିଲେ କହ୍ନେୟା, ଜିଗ୍ନେଶ
ନୂଆଦିଲ୍ଳୀ: ଜେନଏସୟୁର ପୂର୍ବତନ ଅଧ୍ୟକ୍ଷ ଏବଂ ସିପିଆଇ ନେତା କହ୍ନେୟା କୁମାର ଏବଂ ଗୁଜୁରାଟର ବିଧାୟକ ଜିଗ୍ନେଶ ମେୱାନୀ ଆଜି କଂଗ୍ରେସର ହାତ ଧରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସେମାନେ ଆଜି…
ଟ୍ରେନରେ ପୋଷା ଜୀବଜନ୍ତୁଙ୍କୁ ନେବା ପାଇଁ ଚାହୁଁଛନ୍ତି କି? ତେବେ ରହିଛି ଏହି ସ୍ୱତନ୍ତ୍ର ନିୟମ, ଜାଣନ୍ତୁ କଣ
ନୂଆଦିଲ୍ଲୀ: ରେଳବାଇ ସହିତ ଅନେକ ନିୟମ ରହିଛି । ଏସବୁ ବିଷୟରେ ସାଧାରଣତଃ ଲୋକମାନେ ଜାଣନ୍ତି ନାହିଁ । ଯେପରି ଟ୍ରେନ୍ ରେ ପୋଷା ଜୀବଜନ୍ତୁଙ୍କୁ ନେଇ ଯାଇ ହେବ କି ନାହିଁ? ଅନେକ ଥର ଏପରି ହୁଏ ଯେ, ଆପଣ ଲମ୍ବା ସମୟ…
ସୀମା ବିବାଦ ମଧ୍ୟରେ ପୁଣି ଥରେ ଅନୁପ୍ରବେଶ କଲା ଚୀନ୍
ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଥମିବାର ନାମ ନେଉନଥିବା ବେଳେ ପୁଣି ଥରେ ଅନୁପ୍ରବେଶ କରିଛି ଚୀନ୍ । ଚୀନର ପିପୁଲ୍ସ ଲିବରେସନ ଆର୍ମିର ୧୦୦ରୁ ଅଧିକ ଯବାନ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିବା ନେଥଇ…
ସିଦ୍ଧୁଙ୍କ ଇସ୍ତଫା ପରେ କ୍ୟାପଟେନ୍ କଲେ ଟୁଇଟ୍, କହିଲେ ଏପରି
ପଞ୍ଜାବ: ପଞ୍ଜାବ କଂଗ୍ରେସରେ ଘମାସାନ ଲଢ଼େଇ ଜାରି ରହିଛି । ଇତି ମଧ୍ୟରେ ନଭଜୋତ୍ ସିଦ୍ଧୁ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସୋନିଆ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ସିଦ୍ଧୁ । ତେବେ…