Browsing Category

ଦେଶ

ଫେବ୍ରୁଆରୀରୁ ହଟିବ ନାଇଟ କର୍ଫ୍ୟୁ, କୋହଳ ହେବ ୱିକେଣ୍ଡ ସଟ୍‌ଡାଉନ୍‌: କୋଭିଡ଼୍ କଟକଣା ମଧ୍ୟ ଅଫଲାଇନ କ୍ଲାସ ପାଇଁ ଖୋଲିବ ସ୍କୁଲ୍ ଓ କଲେଜ

ବେଙ୍ଗାଲୁରୁ: ମହାମାରୀ କରୋନା ସଂକ୍ରମଣ ବଢ଼ୁଥିଲେ ମଧ୍ୟ ନାଇଟ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକା ସରକାର । ଆସନ୍ତା ଜାନୁଆରୀ ୩୧ରୁ ରାଜ୍ୟରେ ଆଉ ନାଇଟ କର୍ଫ୍ୟୁ ଲାଗୁ ହେବନି । ପୂର୍ବରୁ…

ଇସ୍ରାଏଲରୁ ପେଗାସସ୍‌ କିଣିଥିଲା ଭାରତ ! ୧୫ହଜାର କୋଟିରେ ହୋଇଥିଲା ଡିଲ୍

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଗୁଇନ୍ଦା ସଫ୍ଟୱାଆର ପେଗାସସ୍‌ । ଆମେରିକାର ଖବରକାଗଜ ଦ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ପ୍ରକାଶିତ କରିଛିି ଯେ, ଭାରତ ସରକାର ୨୦୧୭ରେ ଇଜ୍ରାଏଲ ଠାରୁ ମିଜାଇଲ ସିଷ୍ଟମ କିଣିବା ସହ…

Video: ବିଜୟ ଚୌକରେ ପାଳିତ ହେଲା ବିଟିଂ ଦ ରିଟ୍ରିଟ୍, ଆକାଶରେ କମାଲ କଲେ ୧୦୦୦ ସ୍ୱଦେଶୀ ଡ୍ରୋନ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ମହା ସମାରୋହରେ ପାଳିତ ହୋଇ ଯାଇଛି ବିଟିଂ ଦ ରିଟ୍ରିଟ୍ । ବିଜୟ ଚୌକରେ ପାଳିତ ହୋଇଥିବା ଏହି ସମାରୋହ ଉତ୍ସବରେ ୧୦୦୦ରୁ ଅଧିକ ମେଡ ଇନ ଇଣ୍ଡିଆ ଡ୍ରୋନ କମାଲ ଦେଖାଇଥିଲେ ।…

ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ: ଦେଶରେ ୧ କୋଟି ପାର କଲା ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: ଦେଶରେ କୋଭିଡ ଟିକାକରଣ କ୍ଷେତ୍ରରେ ଆଜି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ ହୋଇଛି । ଦେଶରେ ୧କୋଟିରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ବୁଷ୍ଟର ଡୋଜ୍ ଟିକା ପ୍ରଦାନ କରାଯାଇଛି ।  ଦେଶରେ ଗତ ୧୦ତାରିଖରୁ…

ବର ବିବାହରେ ମାଗିଲା କ୍ରେଟା କାର, କନ୍ୟା ବାହାଘର ବନ୍ଦ କରି ଥାନାରେ ଦେଲା ଏତଲା

ନୂଆଦିଲ୍ଲୀ: ବାହାଘର ଚୂଡାନ୍ତ ହୋଇ ସାରିଥିଲା। ସେଥିପାଇଁ ବର ଏବଂ କନ୍ୟା ପକ୍ଷଙ୍କ ତରଫରୁ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା। ତେବେ ଅଚାନକ ବର ଘର ପକ୍ଷରୁ ଯୌତୁକ ଦାବି ବଢିବାରେ ଲାଗିଲା। ବର ପକ୍ଷ ଯୌତୁକରେ…

ମୂଷା ଠାରୁ ବ୍ୟାପିଥିଲା କି ଓମିକ୍ରନ? ଆଶ୍ଚର୍ଯ୍ୟକର ଖୁଲାସା କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: କରୋନା ଭାଇରସର ନୂତନ ଭାରିଆଣ୍ଟ ଓମିକ୍ରନ ବର୍ତ୍ତମାନ ବ୍ୟାପିବାରେ ଲାଗିଛି । ଯଦିଓ ଏହା ଅଧିକ ସଂକ୍ରମିତ କରୁଛି ତଥାପି ଏହା ଡେଲଟା ଭାରିଆଣ୍ଟ ଅପେକ୍ଷା କମ ବିପଜ୍ଜନକ । ସମଗ୍ର ଦୁନିଆରେ କରୋନାର ମାମଲା…

ପଞ୍ଜାବ ନିର୍ବାଚନ; କେଜ୍ରିୱାଲଙ୍କ ବଡ଼ ବୟାନ, କହିଲେ ଧର୍ମ ପରିବର୍ତ୍ତନ ବିରୋଧରେ ହେଉ ଆଇନ, କିନ୍ତୁ…

ପଞ୍ଜାବରେ ନିର୍ବାଚନ ପ୍ରଚାର ଜୋର ଧରିବାରେ ଲାଗିଛି । ଅବଶ୍ୟ ରାଜନୈତିକ ରାଲି ଉପରେ କରୋନା ଯୋଗୁଁ କଟକଣା ଲାଗିଛି । କିନ୍ତୁ ବିଭିନ୍ନ ମାଧ୍ୟମରେ ନେତାମାନେ ନିର୍ବାଚନୀ ପ୍ରଚାର କରୁଛନ୍ତି । ସବୁଠାରୁ ଅଧିକ ପ୍ରେସ୍…

କେଉଁ ଦଳ ପାଖରେ ରହିଛି କେତେ ସମ୍ପତ୍ତି: ସାମ୍ନାକୁ ଆସିଲା ଏଡିଆର ରିପୋର୍ଟ

ନୂଆଦିଲ୍ଲୀ: ରାଜନୈତିକ ଦଳମାନଙ୍କ ମଧ୍ୟରେ କାହାର କେତେ ସଂପତ୍ତି ରହିଛି ଏନେଇ ଏଡିଆର ରିପୋର୍ଟରେ ପ୍ରକାଶ ପାଇଛି ତଥ୍ୟ । ଉଭୟ ଜାତୀୟ ଏବଂ ଆଞ୍ଚଳିକ ଦଳମାନଙ୍କର ସମ୍ପତ୍ତି କେତେ ରହିଛି ତାହା ରିପୋର୍ଟରେ ଉଲ୍ଲେଖ…

ଜାତୀୟ ସଙ୍ଗୀତକୁ ସମ୍ମାନ: ପ୍ରତ୍ୟେକ ସକାଳୁ ୫୨ ସେକେଣ୍ଡ ପାଇଁ ଅଟକିଯାଉଛି ଗାଁ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ଏମିତି ଏକ ଗାଁ ଏଠାରେ ପ୍ରତ୍ୟକ ଦିନ ସକାଳ ୮.୩୦ ବାଜିବା କ୍ଷଣି ପୁରା ସହରରେ ଯିଏ ଯେଉଠି ଥିବ ଯାହା କରୁଥିବ ସେଠି ଛିଡ଼ା ହୋଇଯାଏ । ଜାତୀୟ ସଙ୍ଗୀତ ପ୍ରତି ସମ୍ମାନ ପାଇଁ ପ୍ରତିଦିନ ୫୨ ସେକେଣ୍ଡ ପାଇଁ…

ବିଟିଂ ଦ ରିଟ୍ରିଟ୍: ପରିବେଷଣ ହେଲା ଆକର୍ଷଣୀୟ ଲାଇଟ ସୋ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଉଦଯାପନ ସମାରୋହ । ସମାରୋହରେ ପରିବେଷଣ ହେଲା ଆକର୍ଷଣୀୟ ରଙ୍ଗୀନ ଲେଜର ସୋ । ସୋ ରେ ୧ ହଜାରରୁ ଅଧିକ ମେଡ୍ ଇନ୍ ଇଣ୍ଡିଆ ଡ୍ରୋନ୍ ଦ୍ୱାରା ପରିବେଷଣ ହୋଇଛି ଏହି ଲାଇଟ ସୋ । ସମାପନ ହେଲା…