CHARIDHAM
Browsing Category

ଦେଶ

କଣ ଦିଲ୍ଲୀରେ ନିର୍ମାଣ ବ୍ୟାନ ପରେ ବି ସେଣ୍ଟ୍ରାଲ ଭିଷ୍ଟା ପାଇଁ ଚାଲିଛି କାମ? ସୁପ୍ରିମକୋର୍ଟର କେନ୍ଦ୍ରକୁ ପ୍ରଶ୍ନ

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ଏବେ ଅତି ଖରାପ ଶ୍ରେଣୀରେ ରହିଛି । ଯାହାଫଳରେ ବିଭିନ୍ନ କାର୍ଯ୍ୟକଳାପ ଉପରେ ସରକାର ରୋକ୍ ଲଗାଇଛନ୍ତି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟରେ ବାୟୁ ପ୍ରଦୂଷଣକୁ ନେଇ ସୋମବାର ଦିନ ଶୁଣାଣି…

କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା କୃଷି ଆଇନ ପ୍ରତ୍ୟାହାର ବିଲ୍ । ସଂସଦରେ ଆଜି ଠାରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନର ପ୍ରଥମ ଦିନରେ ଏହି ବିଲ୍ ପାରିତ ହୋଇଛି । ବିଲ୍ ପାରିତ ସମୟରେ ବିରୋଧୀ ମାନେ ହଟ୍ଟଗୋଳ ଜୋରଦାର…

ସୋସିଆଲ୍ ମିଡିଆରେ ପାକିସ୍ତାନୀ ଯୁବକଙ୍କ ସହ ହେଲା ପ୍ରେମ, ଭାରତୀୟ ସ୍ୱାମୀ କରାଇଲେ ସ୍ତ୍ରୀର ବିବାହ; ପଢ଼ନ୍ତୁ ପୂରା ଖବର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଜରିଆରେ ଜଣେ ମହିଳାଙ୍କୁ ଏକ ପାକିସ୍ତାନୀ ଯୁବକଙ୍କ ସହ ପ୍ରେମ ହୋଇଯାଇଥିଲା । ସେ ବିବାହିତା ହୋଇଥିବା ସତ୍ତେ୍ୱ ଜଣେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡ଼ିଯାଇଥିଲେ । ଏହାପରେ ଲାହୋର୍ ଯାଇ…

Elon Muskଙ୍କ ଇଣ୍ଟରନେଟ୍ କମ୍ପାନୀ StarLink ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର, ୟୁଜର୍ସଙ୍କୁ କହିଲେ- Sign up କରନ୍ତୁ ନାହିଁ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏଲନ୍ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସର୍ଭିସ୍ କୁ ବିନା ଲାଇସେନ୍ସରେ ସାଟେଲାଇଟ୍ ଆଧାରିତ ଇଣ୍ଟରନେଟ୍ ସର୍ଭିସ୍ ର ଫ୍ରି-ସେଲିଂ ଓ ବୁକିଂକୁ ଝଟକା ଦେଇଛନ୍ତି । ଦୁରସଞ୍ଚାର…

ଗୋଟେ ବାଇକରେ ୫ ଜଣ ବସିବା ହେଲା କାଳ, ଦୁର୍ଘଟଣାରେ ଚାଲିଗଲା ସମସ୍ତଙ୍କ ଜୀବନ

ପ୍ରତାପଗଡ଼: ଗୋଟିଏ ବାଇକରେ ପରିବାରର ୫ ଜଣ ସଦସ୍ୟ ବସିଯାଉଥିଲେ । ଏକ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ପ୍ରତାପଗଡ଼ ଠାରେ । ଏହି ୫ଜଣ ଗୋଟିଏ ବିବାହ ସମାରୋହରୁ…

ଡିସେମ୍ବର ୧୫ରେ ହୋଇଥାନ୍ତା ଝିଅର ବାହାଘର: ଲକ୍ଷାଧିକ ଧାର କରଜ କରି, ଗହଣା ବିକି କିଣିଥିବା ସମସ୍ତ ବିବାହ ସାମଗ୍ରୀ ଜଳିପୋଡ଼ି ହୋଇଗଲା ପାଉଁଶ

ନୂଆଦିଲ୍ଲୀ: ଜଣେ ଗରିବ କୃଷକ ନିଜ ଝିଅକୁ ବାହାଦେବା ପାଇଁ ବହୁ କଷ୍ଟରେ ସମସ୍ତ ସାମଗ୍ରୀ କିଣିଥିଲେ । ମାତ୍ର ଘରେ ନିଆଁ ଲାଗି ସେସବୁକୁ ପାଉଁଶ କରିଦେଇଛି । କୃଷକ ଜଣଙ୍କ ନିଜର ପତ୍ନୀଙ୍କର ସମସ୍ତ ଅଳଙ୍କାର ବିକି…

୪ ବର୍ଷର ବାଳିକାକୁ ଚକଲେଟ୍ ଦେବା ବାହାନାରେ ଦୁଷ୍କର୍ମ, ୧୨ ବର୍ଷିୟ ଅଭିଯୁକ୍ତ ଗିରଫ

ଚିଖାଲି: ଚକଲେଟ୍ କିଣିବାକୁ ଯିବା ବୋଲି କହି ଗୋଟିଏ ୧୨ ବର୍ଷର ବାଳକ ଏକ ୪ ବର୍ଷୀୟ ବାଳିକା ସହିତ ଦୁଷ୍କର୍ମ କରିଛି । ଏନେଇ ପୀଡ଼ିତା ବାଳିକାଙ୍କ ମାଆ ଅଭିଯୋଗ କରିଛନ୍ତି । ଏହିଭଳି ଘଟଣାର ଶନିବାର ଦିନ ପୁଣେର ପିମ୍ପରୀ…

ଏୟାରଟେଲ୍ ପରେ Jio ଦେଲା ମହଙ୍ଗା ଝଟକା, ୨୧ ପ୍ରତିଶତ ବଢ଼ିଲା ପ୍ରିପେଡ୍ ପ୍ଲାନ୍ସ

ନୂଆଦିଲ୍ଲୀ: ଏୟାରଟେଲ୍ ଓ ଭିଆଇ ପରେ ରିଲାଏନ୍ସ ଜିଓ ମଧ୍ୟ ମହଙ୍ଗା ମାଡ଼ର ଝଟକା ଗ୍ରାହକଙ୍କୁ ଦେଇଛି । ଏବେ ଜିଓ ପକ୍ଷରୁ ପ୍ରିପେଡ୍ ପ୍ଲାନ୍ସ ମହଙ୍ଗା କରିବା ନେଇ ଘୋଶଣା କରାଯାଇଛି । ଏବେ ପ୍ରିପେଡ୍ ପ୍ଲାନ୍ସ ଗୁଡ଼ିକର…

ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ରକୁ ଫେରିଥିବା ବ୍ୟକ୍ତି କୋଭିଡ୍ ପଜିଟିଭ୍, ଆଇସୋଲେସନକୁ ପଠାଇଲେ ଅଧିକାରୀ; ଓମିକ୍ରୋନକୁ ନେଇ ଆଲର୍ଟ ଜାରି

ମୁମ୍ବାଇ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନର ନୂଆ ଭାରିଆଣ୍ଟ ଏବେ ସାରା ବିଶ୍ୱକୁ ଭୟରେ ପକାଇଦେଇଛି । ବିଶେଷଜ୍ଞଙ୍କ କହିବାନୁସାରେ, ଏହା ଡେଲଟା ଭାରିଆଣ୍ଟ ଠାରୁ ଅଧିକ ପ୍ରଭାବଶାଳୀ । ତେବେ ଭାରତ ସରକାର ଏହି…

‘Omicron’ରେ ୩୦ରୁ ଅଧିକ ମ୍ୟୁଟେସନ୍, ଟିକାର ପ୍ରଭାବଶୀଳତାକୁ କରିପାରେ କମ୍: ଡା. ରଣଦୀପ ଗୁଲେରିୟା

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ ଓମିକ୍ରୋନ୍ କୁ ନେଇ ବିଶ୍ୱବ୍ୟାପୀ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଅନ୍ୟ ଦେଶ ଗୁଡ଼ିକ ପରି ଭାରତରେ ମଧ୍ୟ ସମାନ ପରିସ୍ଥିତି ରହିଛି । କେନ୍ଦ୍ର ସରକାର ଏହି ନୂତନ…