Browsing Category
ଦେଶ
ବଢିଲା ଲକଡାଉନ୍ ଅବଧି: ପଢନ୍ତୁ ପୂରା ଖବର
ନୂଆଦିଲ୍ଳୀ: ଦେଶରେ କରୋନାର ଦ୍ୱିତୀୟ ଲହର ଆପାତତଃ ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ଲକ୍ଡାଉନ୍ ଅବଧିକୁ ବଢାଇଛି ଆଉ ଏକ ରାଜ୍ୟ । ରବିବାର ହରିୟାଣା ସରକାର ଲକଡାଉନ ଅବଧିକୁ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତିି । ଜୁଲାଇ…
୧୨ଟି ଆମ୍ବର ମୂଲ୍ୟ ୧.୨ ଲକ୍ଷ ଟଙ୍କା; ଜାଣନ୍ତୁ କାହିଁକି
୧୨ଟି ଆମ୍ବର ମୂଲ୍ୟ ୧.୨ ଲକ୍ଷ ଟଙ୍କା । ଅବିଶ୍ୱାସ ହେଉଥିଲେ ହେଁ ଜାମସେଦପୁରରେ ଘଟିଛି ଏହି ଘଟଣା । ପାଠ ପଢିବା ପାଇଁ ସମ୍ବଳ ନଥିବା ୧୧ ବର୍ଷର ଏହି ଝିଅଟି ୧୨ଟି ଆମ୍ବକୁ ୧.୨ ଲକ୍ଷ ଟଙ୍କାରେ ବିକିଛି । ୧୧ ବର୍ଷର ଝିଅ…
୧୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ଭ୍ୟାକ୍ସିନ ପରୀକ୍ଷଣ ପୂରା, ଜାଣନ୍ତୁ କେବେଠୁ ଆରମ୍ଭ ହେବ ଟିକାକରଣ
ନୂଆଦିଲ୍ଲୀ : କରୋନା ଭାଇରସ୍ ବିପକ୍ଷ ମୁକାବିଲାରେ ଭାରତକୁ ଶୀଘ୍ର ମିଳିବାକୁ ଯାଉଛି ଆଉ ଏକ ଅସ୍ତ୍ର। କୋଭିଡ୍ କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ଡ.ଏନକେ ଆରୋରା କହିଛନ୍ତି, ଜାୟଡସ କ୍ୟାଡିଲା ଭ୍ୟାକ୍ସିନର ପରୀକ୍ଷଣ…
କରୋନାର ନୂଆ ଲକ୍ଷଣ; ୧୩ ବର୍ଷୀୟ ବାଳକର ମସ୍ତିଷ୍କ ଅଚଳ
ହାଇଦ୍ରାବାଦ: କରୋନା ଭାଇରସର ପରିବର୍ତ୍ତିତ ରୂପ ଦିନକୁ ଦିନ ଭୟର ମାହୋଲ ସୃଷ୍ଟି କରିଛି । ଏହାର ବିଭିନ୍ନ ଭାରିଆଣ୍ଟରେ ନୂତନ ଲକ୍ଷଣ ମାନ ପ୍ରକାଶ ପାଉଥିବା ବେଳେ ଏକ ୧୩ ବର୍ଷୀୟ ବାଳକର ମସ୍ତିଷ୍କ ଅଚଳ ହୋଇଛି । କରୋନା…
ଜନ୍ମଭୂମିରେ ପହଞ୍ଚି ଭାବବିହ୍ୱଳ ହେଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିଦ ତିନିଦିନିଆ କାନପୁର ଗସ୍ତ କରିଛନ୍ତି । କାର୍ଯ୍ୟସୂଚୀ ଅନୁଯାୟୀ ରବିବାର ସକାଳେ ତାଙ୍କ ପୈତୃକ ଗାଁ ପରୋଖରେ ପହଞ୍ଚିଥିଲେ । ପରୋଖରେ ପହଞ୍ଚିବା ପରେ ଭାବବିହ୍ୱଳ…
ଆପରେ ସାମିଲ ହେଲେ କର୍ମଚାରୀଙ୍କୁ କାର-ଘର ଉପହାର ଦେଉଥିବା ହୀରା ବ୍ୟବସାୟୀ ମହେଶ ସବାନି
ଅହମ୍ମଦାବାଦ : ଦିଲ୍ଲୀରେ ନିଜର ସଫଳ ରାଜନୈତିକ ଯାତ୍ରା ପରେ ଆମ୍ ଆଦମୀ ପାର୍ଟି(ଆପ୍) ଏବେ ଗୁଜରାଟ ବିଧାନସଭା ନିର୍ବାଚନ ପ୍ରସ୍ତୁତିରେ ଜୁଟି ଯାଇଛି। ଏହି କ୍ରମରେ ରବିବାର ସୁରଟର ହୀରା ବ୍ୟବସାୟୀ ତଥା ସାମାଜିକ କର୍ମୀ…
ପୁଡୁଚେରୀ କ୍ୟାବିନେଟରେ ଦ୍ୱିତୀୟ ମହିଳା ମନ୍ତ୍ରୀ; ଜାଣନ୍ତୁ କିଏ
ପୁଡୁଚେରୀ (ଓଡ଼ିଶା ଭାସ୍କର): ପୁଡୁଚେରୀରେ ହେବାକୁ ଥିବା କ୍ୟାବିନେଟ୍ ସଂପ୍ରସାରଣରରେ ସାମିଲ ହେବାକୁ ଯାଉଛନ୍ତି ଦ୍ୱିତୀୟ ମହିଳା ମନ୍ତ୍ରୀ । ଦୀର୍ଘ ୪ ଦଶନ୍ଧି ପରେ ଜଣେ ମହିଳାଙ୍କୁ ମନ୍ତ୍ରୀ ପଦ ମିଳିବାକୁ ଯାଉଛି ।…
ଝିଅ ବଦଳରେ ଗୋଟିଏ କିନ୍ନରକୁ ବିବାହ କରି ଘରକୁ ଆଣିଲା ପୁଅ, ଏହା ଦେଖି ମା’ ବେହୋସ୍
ପାଟନା: ଝିଅ ବଦଳରେ ଗୋଟିଏ କିନ୍ନରକୁ ବିବାହ କରି ନେଇଆସିଲା ପୁଅ । ଏହିଭଳି ଏକ ଅଜବ ଘଟଣା ଘଟିଛି ବିହାରର ରୋହତାସ ଜିଲ୍ଲାରୁ । ଏଠାରେ ପୁଅ ଗୋଟିଏ ଝିଅ ବଦଳରେ କିନ୍ନରକୁ ବିବାହ କରି ଘରକୁ ଆଣିବା ପରେ ପୁଅର ମା'…
ତିନି ଦିନିଆ ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ, ପୂର୍ବତନ ଯବାନଙ୍କୁ କଲେ ସାକ୍ଷାତ
ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ଦିନିଆ ଲଦାଖ ଗସ୍ତ କରିଛନ୍ତି । ମନ୍ତ୍ରୀ ଲଦାଖ କୁ ଯାଇ ସେଠାରେ ସେନାଙ୍କ ସହିତ ସାକ୍ଷାତ କରିଛନ୍ତି…
ମାୟାଙ୍କ ମୋହଭଙ୍ଗ: ୟୁପି ଓ ଉତ୍ତରାଖଣ୍ଡରେ ଏକାକୀ ଲଢିବ ବିଏସପି
କାନପୁର (ଓଡ଼ିଶା ଭାସ୍କର): ପୂର୍ବତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀଙ୍କ ମୋହଭଙ୍ଗ ହୋଇଛି । ସମାଜବାଦୀ ପାର୍ଟି ସହିତ ମେଣ୍ଟ କରି ବିଫଳ ହେବା ପରେ ଆଗାମୀ…