Browsing Category

ଦେଶ

ଦୁଃଖ ଖବର: ତେଲୁଗୁ ଫିଲ୍ମ ନିର୍ଦ୍ଦେଶକ ସୂର୍ଯ୍ୟ କିରଣଙ୍କ ପରଲୋକ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖ ଖବର । ଜଣାଶୁଣା ତେଲୁଗୁ ଫିଲ୍ମ ନିର୍ଦ୍ଦେଶକ ସୂର୍ଯ୍ୟ କିରଣଙ୍କ ପରଲୋକ ଘଟିଛି । ଜଣ୍ଡିସ ରୋଗରେ ପୀଡ଼ିତ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ୍ୟୁ…

ନିର୍ବାଚନ ଆୟୋଗଙ୍କୁ ଇଲେକ୍ଟୋରାଲ ବଣ୍ଡ ତଥ୍ୟ ପ୍ରଦାନ କଲା SBI: ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିର୍ବାଚନ ଆୟୋଗଙ୍କୁ ଇଲେକ୍ଟୋରାଲ ବଣ୍ଡ ତଥ୍ୟ ପ୍ରଦାନ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) । ଏହି ତଥ୍ୟ ପ୍ରଦାନ ପାଇଁ ଷ୍ଟେଟ ବ୍ୟାଙ୍କ ତରଫରୁ ଆଡଭୋକେଟ ହରିଶ…

ରାଜ୍ୟରେ ଲାଗୁ ହେବ ନାହିଁ CAA, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ତାମିଲନାଡୁ: ଦେଶରେ ଲାଗୁ ହୋଇଛି ନାଗରିକତ୍ୱ ସଂଶୋଧ ଆଇନ (CAA)। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (CAA)କୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ଏହାକୁ ନେଇ ଦେଶସାରା ବିବାଦ ଦେଖାଦେଇଛି। ଆଉ…

ଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪୩ ଜଣ…

କାହିଁକି ଇସ୍ତଫା ଦେଲେ ହରିୟାଣା ମୁଖ୍ୟମନ୍ତ୍ରୀ? ଖଟ୍ଟରଙ୍କ ବଦଳରେ ସୈନୀଙ୍କୁ କାହିଁକି ସୁଯୋଗ ମିଳିଲା, ଏହା ପଛରେ ଥାଇପାରେ ୫ଟି ବଡ଼ କାରଣ

ନୂଆଦିଲ୍ଲୀ: ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ମନୋହର ଲାଲ ଖଟ୍ଟରଙ୍କ ଅଚାନକ ଇସ୍ତଫାକୁ ନେଇ ଏବେ ରାଜନୈତିକ ମହଲରେ ବଡ଼ ଚର୍ଚ୍ଚା ସୃଷ୍ଟି ହୋଇଛି । ନାୟବ ସିଂହ ସୈନ୍ୟ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ…

ସାଇକେଲ ଚଳାଇ ନେଦରଲାଣ୍ଡରୁ କୋରାପୁଟରେ ପହଞ୍ଚିଲେ ବିଦେଶୀ ଦମ୍ପତି; ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ…

କୋରାପୁଟ: ନେଦରଲାଣ୍ଡରୁ ସାଇକେଲ ଚଳାଇ କୋରାପୁଟ ଜିଲ୍ଲା ଜୟପୁରରେ ପହଂଚିଛନ୍ତି ବିଦେଶୀ ଦମ୍ପତି । ରାତି ଦିନ ସାଇକେଲ ଚଳାଉଛନ୍ତି କେବେ ବି ଧକିଯାଉନାହାଁନ୍ତି । ସାଇକେଲରେ ସାରା ବିଶ୍ୱଭ୍ରମଣ କରୁଛନ୍ତି ସ୍ୱାମୀ…

CAAକୁ ବିରୋଧ କଲେ ଥଲପତି ବିଜୟ, ଏହାକୁ ନେଇ କହିଲେ ଏମିତି କିଛି…

ଓଡ଼ିଶା ଭାସ୍କର: ଦେଶରେ ଲାଗୁ ହୋଇଛି ନାଗରିକତ୍ୱ ସଂଶୋଧ ଆଇନ। କିନ୍ତୁ ଏହାକୁ ବିରୋଧ କରିଛନ୍ତି ଲୋକପ୍ରିୟ ଅଭିନେତା ତଥା ରାଜନେତା ଥାଲପତି ବିଜୟ। ଏଥିରେ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହାକୁ ଗ୍ରହଣୀୟ ନୁହେଁ…

ଧରାପଡ଼ିଲେ ୬ ଜଣ ପାକିସ୍ତାନୀ: ଗୁଜରାଟରୁ ଜବତ ହେଲା ୪୮୦ କୋଟିର ଡ୍ରଗ୍ସ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । କୋଟିଏ କି ଦୁଇ କୋଟି ନୁହେଁ, ୪୮ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଛି । ଗୁଜରାଟର ପୋରବନ୍ଦର ନିକଟରୁ ଏହି ବିପୁଳ ମାତ୍ରାର ଡ୍ରଗ୍ସ ଜବତ କରାଯିବା ସହ ଏଥିରେ ସଂପୃକ୍ତ ଥିବା ୬ ଜଣ…

ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କ ମୃତ୍ୟୁ: ମୃତଦେହ ଫେରାଇ ଆଣିବାକୁ ବାପା-ମା’ଙ୍କ ଆକୁଳ ନିବେଦନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଜଣେ ୩୬ ବର୍ଷୀୟା ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଶନିବାର ଦିନ ମହିଳାଙ୍କ ମୃତଦେହ ବକଲିରେ ରାସ୍ତା କଡରେ ଥିବା ଏକ ଆବର୍ଜନା ପାତ୍ର ବା ୱେଷ୍ଟ୍‌ ବିନ୍‌ରୁ ମିଳିଥିଲା। ତେବେ ମୃତ ମହିଳା…

ଦୂରଦର୍ଶନରେ ହେବ ରାମଲାଲାଙ୍କ ଭବ୍ୟ ଦର୍ଶନ: ପ୍ରତିଦିନ ସକାଳ ୬.୩୦ରେ ସିଧା ପ୍ରସାରଣ

ନୂଆଦିଲ୍ଲୀ: ଦୂର ଦର୍ଶନ ନ୍ୟାସନାଲ୍ ଏବେ ପ୍ରତ୍ୟେକ ଦିନ ସକାଳ ୬:୩୦ ରେ ଅଯୋଧ୍ୟାରେ ଥିବା ରାମଲାଲା ମନ୍ଦିରରୁ ଭବ୍ୟ ଆରତୀକୁ ସିଧା ପ୍ରସାରଣ କରିବ । ଏଣିକି ପ୍ରତ୍ୟେକ ଦିନ ଭକ୍ତମାନେ ଭଗବାନ ରାମଲାଲାଙ୍କ ଐଶ୍ୱରୀୟ…