fbpx
Browsing Category

ଦେଶ

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସୋସିଆଲ ମିଡ଼ିଆ ଆକାଉଣ୍ଟ ବ୍ଲକ୍

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ସହ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା…

(Video) ମନଲୋଭା ଦିଶୁଛନ୍ତି ରାମଲଲା, ଦଣ୍ଡବତ ହୋଇ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ଭାରତର ଇତିହାସରେ ଆଉ ଏକ ଅଧ୍ୟାୟ ଯୋଡା ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ରାମଲଲାଙ୍କ ପ୍ରତିମୂର୍ତ୍ତିକୁ…

ମନ୍ଦିର ଯିବାକୁ ରୋକିବାରୁ ଧାରଣାରେ ବସିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଆସାମରେ ମନ୍ଦିର ଯିବାକୁ ରୋକିବାରୁ ଧାରଣାରେ ବସିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ରାହୁଲ ଗାନ୍ଧି 'ଭାରତ ଯୋଡୋ ନ୍ୟାୟ ଯାତ୍ରା' କରୁଛନ୍ତି ଏବଂ ଏହି ଯାତ୍ରା ବର୍ତ୍ତମାନ ଆସାମରେ ରହିଛି। କଂଗ୍ରେସ ନେତା…

(Video) ମୁକେଶ ଅମ୍ବାନୀ- ପତ୍ନୀ ନୀତା ଅମ୍ବାନୀଙ୍କ ସହ ପହଞ୍ଚିଲେ ରାମ ମନ୍ଦିର, ଚାରି ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଛୁଟି ଦେଲା ରିଲାଏନ୍ସ

ଅଯୋଧ୍ୟା: ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅଯୋଧ୍ୟାରେ ପହଁଚିଛନ୍ତି । ଏଥିସହ ତାଙ୍କ ପୁଅ ଆକାଶ…

ଭଗବାନଙ୍କ ଆଗରେ ରହିଲେ ଡାକ୍ତର ! ଯୁବକଙ୍କୁ ଲଗାଇଦେଲେ ବ୍ରେନ ଡେଡ୍ ମହିଳାଙ୍କ ହାତ

ମେଡିକାଲ ସାଇନ୍ସ ସତରେ ହେଉଛି ଚମତ୍କାର ଦୁନିଆ । ମୃତ୍ୟୁ ପଥରେ ଥିବା ଲୋକମାନେ ନୂଆ ଜୀବନ ପାଉଛନ୍ତି, ଅଙ୍ଗ ନଥିବା ଲୋକମାନେ ନୂଆ ଅଙ୍ଗ ପାଉଛନ୍ତି । ନୂଆଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲର ଡାକ୍ତରମାନେ ଏପରି ଏକ…

ରାମ ମନ୍ଦିର ଅଭିମୁଖେ ଗଲାବେଳେ ସାମ୍ପ୍ରଦାୟିକ ଉତ୍ତେଜନା; ଶୋଭାଯାତ୍ରା ଉପରକୁ କଲେ ପଥର ମାଡ଼

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରବିବାର ରାମ ଯାତ୍ରା ଚାଲିଥିବା ବେଳେ ଗୁଜରାଟର ମେହସାନା ଜିଲ୍ଲାର ଖେରାଲୁ ଗାଁ ଉପରକୁ ପଥର ମାଡ଼ ହୋଇଥିଲା। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ…

(video)ମୋଦୀଙ୍କ ହେଲିକପ୍ଟରରୁ ନିଆଗଲା ରାମ ମନ୍ଦିରର ଏରିିଅଲ ଭ୍ୟୁ, ଭବ୍ୟତା ଭରିଦେବ ହୃଦୟ

ଅଯୋଧ୍ୟା: ଆଜି ଚାରିଆଡେ କେବଳ ରାମ ମନ୍ଦିରକୁ ନେଇ ଚର୍ଚ୍ଚା । ଏହାରି ମଧ୍ୟରେ ଆକାଶ ମାର୍ଗରୁ ରାମ ମନ୍ଦିରର ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି । ଏହି ଭିଡିଓ ସମସ୍ତ ରାମ ଭକ୍ତଙ୍କ ହୃଦୟ କିଣି…

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ, ବିରାଜିଲେ ପ୍ରଭୁ ଶ୍ରୀରାମ

ଅଯୋଧ୍ୟା: ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ହୋଇଛି । କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କଲେ । ମୁଖ୍ୟ ଯଜମାନ ଭାବରେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରାଣ…

ଗର୍ଭଗୃହରେ ପୂଜନ କାର୍ଯ୍ୟ ଆରମ୍ଭ, ସିଂହଦ୍ୱାର ଦେଇ ମନ୍ଦିର ଗର୍ଭଗୃହରେ ପ୍ରବେଶ କଲେ ମୋଦୀ

ଅଯୋଧ୍ୟା: ଶେଷରେ ଆସିଗଲା ସେହି ଶୁଭ ମୁହୂର୍ତ୍ତ । ୫୦୦ ବର୍ଷର ଅପେକ୍ଷା ପରେ ଆଜି ପ୍ରଭୁ ଶ୍ରୀରାମ ନିଜର ଭବ୍ୟ ଓ ଦିବ୍ୟ ମନ୍ଦିରରେ ବିରାଜମାନ କରିବାକୁ ଯାଉଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ …

ଗୁଜରାଟର ୨୧୦୦ କିଲୋଗ୍ରାମର ଘଣ୍ଟି ଠାରୁ ରାଜସ୍ଥାନର ମାର୍ବଲ ପର୍ଯ୍ୟନ୍ତ, ରାମ ମନ୍ଦିର ନିର୍ମାଣରେ କେଉଁ ରାଜ୍ୟରୁ କ’ଣ ଆସିଛି

ଅଯୋଧ୍ୟା: ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଆଉ ମାତ୍ର ଅଳ୍ପ କିଛି ସମୟ ବାକି । ଏବେ ପୁରା ଅଯୋଧ୍ୟା ରାମମୟ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଯଜମାନ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ପହଞ୍ଚି…