Browsing Category

ଦେଶ

ଉଡ଼ନ୍ତା ଇଣ୍ଡିଗୋ ବିମାନରେ ପିଟିହେଲା ଏକ ବିଶାଳ ପକ୍ଷୀ, ଆଉ ତାପରେ…

ନାଗପୁର: ପୁଣି ବିମାନ ଦୁର୍ଘଟଣା। ଇଣ୍ଡିଗୋ ବିମାନ ଉଡ଼ାଣ ଭରିବା ସମୟରେ ବିମାନରେ ଆସି ଧକ୍କା ହେଲା ଏକ ବିଶାଳ ପକ୍ଷୀ। ହେଲେ ଭାଗ୍ୟ ଭଲ ସଙ୍ଗେ ସଙ୍ଗେ ବିମାନଟିକୁ ବିମାନବନ୍ଦରକୁ ଫେରାଇ ଆଣିବାରୁ ଏକ ବଡ଼ ଦୁର୍ଘଟଣାକୁ…

‘ବିକ୍ରମ’ ନାଁରେ ଜଣାଯିବ ଭାରତର ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍, ମୋଦିଙ୍କୁ ଦିଆଗଲା ଉପହାର

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ସେମିକନ୍ ଇଣ୍ଡିଆ ୨୦୨୫' ସମ୍ମିଳନୀର ଉଦଘାଟନ କରିଛନ୍ତି।  ଏହି ୩ ଦିନିଆ ସମ୍ମିଳନୀ ଭାରତର ଏକ ସୁଦୃଢ ଏବଂ ସ୍ଥାୟୀ ଇକୋସିଷ୍ଟମକୁ ଆଗକୁ ବଢାଇବ। ଆଉ…

ଆପଣଙ୍କ PF ଆକାଉଣ୍ଟରେ ସୁଧ ଆସିବା ବନ୍ଦ ହୋଇଯାଇଛି କି? ଏମିତି କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ: ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଇପିଏଫରେ ୮.୨୫%ର ବାର୍ଷିକ ସୁଧ ଦର ଧାର୍ଯ୍ୟ କରିଛନ୍ତି। ଏହି ସୁଧ ପ୍ରତି ମାସରେ ଖାତାର କ୍ଲୋଜିଂ ବାଲାନ୍ସରେ କାଲକୁଲେସନ ହୋଇ ବର୍ଷକୁ ଥରେ ଆପଣଙ୍କ ଖାତାରେ ଜମା…

BRSରୁ କେ. କବିତା ସସପେଣ୍ଡ, ଦଳରୁ ଝିଅକୁ ନିଲମ୍ୱନ କଲେ ବାପା

ଚେନ୍ନାଇ: BRSରୁ କେ. କବିତା ସସପେଣ୍ଡ। ଦଳରୁ କେ. କବିତାଙ୍କୁ ସସପେଣ୍ଡ କଲେ ସଭାପତି କେ. ଚନ୍ଦ୍ରଶେଖର ରାଓ। ତେଲେଙ୍ଗାନା ରାଜନୀତିରୁ ଆସିଲା ବଡ଼ ଖବର। ଭାରତ ରାଷ୍ଟ୍ର ସମିତି (BRS) ବିଧାନ ପରିଷଦ ସଦସ୍ୟ (MLC)…

ମୋଦି-ପୁଟିନ-ଜିନପିଙ୍ଗଙ୍କ ସମ୍ପର୍କକୁ ସହି ପାରୁନି ଆମେରିକା, ମୋଦିଙ୍କ ନିଷ୍ପତ୍ତି ଟ୍ରମ୍ପଙ୍କୁ ବିଚଳିତ କରୁଛି!

ନୂଆଦିଲ୍ଲୀ: ପୁଣି ବିଷ ଓଗାଳିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେଲା।  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୁଟିନ୍ ଓ ଜିନପିଙ୍ଗଙ୍କ ଏକତାକୁ ସହିପାରୁନାହାଁନ୍ତି। ସେଥିପାଇଁ ବିଚଳିତ ହୋଇ ଏଣୁତେଣୁ…

ଏହି ମସଜିଦରେ ୪୫ ବର୍ଷ ହେଲାଣି ହେଉଛି ଗଣେଶ ପୂଜା, ହିନ୍ଦୁ-ମୁସଲିମ ଏକତାର ପ୍ରତୀକ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକ ଗାଁରେ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଏକ ଅନନ୍ୟ ଗଣେଶ ଉତ୍ସବ ପାଳନ କରାଯାଉଛି। ଏଠାରେ ଏକ ମସଜିଦରେ ଗଣପତିଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ସ୍ଥାନୀୟ ଗଣେଶ କମିଟିର ପ୍ରତିଷ୍ଠାତା…

‘ଧୋକା ଦେଲା ବୁର୍ଖାୱାଲି’- ବିବାହିତ ମୁସଲମାନ ପୁଅକୁ ପ୍ରେମିକା ସାଜି ଏମିତି ଚକମା ଦେଲା ବୁର୍ଖା ପିନ୍ଧା ନକଲି ମାୟାବିନୀ…

ଓଡ଼ିଶା ଭାସ୍କର: ପ୍ରେମରେ ମତୁଆଲା ହେଲେ, ପାଗଳ ଭଅଁର ସାଜି ସବୁ ସୀମା ପାର ବି କଲେ । ହେଲେ ଶେଷରେ ପ୍ରେମ ହିଁ ତାଙ୍କୁ ଶିଖାଇ ଦେଲା  ବିଶ୍ୱାସଘାତକତାର ବାସ୍ତବ ଶବ୍ଦ । ଇନଷ୍ଟାରୁ ଆରମ୍ଭ ଏ ପ୍ରେମର ଇନସାଇଟ୍ …

ମା… ଭଉଣୀ ଗାଳି ଦେଉଛି କଂଗ୍ରେସ… ମାତୃଭୂମି, ମା’ର ଅପମାନ ମୁଁ କେବେ ସହିବିନି

ନୂଆଦିଲ୍ଲୀ: ଗାଳି ରାଜନୀତିକୁ ପ୍ରଧାନମନ୍ତ୍ରୀଙ୍କ ଭର୍ତ୍ସନା । ମୋ ମା’ର ଭୁଲ୍ ନ ଥାଇ କଂଗ୍ରେସ ମୋ ମା’ଙ୍କୁ ଗାଳି କରିଛି । ଅନେକ କଷ୍ଟ ସହି ମୋ ମା’ ଆମକୁ ଲାଳନପାଳନ କରିଥିଲା । ରାଜନୀତିରେ ମୋ ମା’ର କୌଣସି…

ପୋଲିସକୁ ଗୁଳି କରି ବିଧାୟକ ଫେରାର୍‌, ଦୁଷ୍କର୍ମ ମାମଲାରେ ହୋଇଥିଲେ ଗିରଫ

ନୂଆଦିଲ୍ଲୀ:ଆମ ଆଦମୀ ପାର୍ଟି (ଆପ୍) ବିଧାୟକ ହରମିତ୍ ପଠାଣମାଜରା ପୋଲିସ ହେପାଜତରୁ ଖସି ପଳାଇଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ଉପରେ ଗୁଳି ଚଳାଇ ହରମିତ୍ ଖସି ପଳାଇଛନ୍ତି। ଆପ୍…

ବର୍ଷାରେ ଧୋଇଯିବ ଦିଲ୍ଲୀ! (video) ରାସ୍ତାରେ ୨୦ କି.ମିର ଟ୍ରାଫିକ ଜାମ୍, ଶ୍ମଶାନରେ ପାଣି ଉବୁଟୁବୁ, ଲୋକଙ୍କ ଘରେ ଲହଡ଼ି ମାରୁଛି ବନ୍ୟାଜଳ

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ବେହାଲ ହେଲାଣି ଦେଶର ରାଜଧାନୀ ଦିଲ୍ଲୀ । ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼େ ଦେଇଛି ଯମୁନା ନଦୀରେ ବୃଦ୍ଧି ପାଉଥିବା ଜଳସ୍ତର । ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ଲଗାତାର ବଢ଼ିବାରେ…