Browsing Category
ଦେଶ
ଓସ୍କାର ଆୱାର୍ଡ ୨୦୨୫: ଦ୍ୱିତୀୟ ହିନ୍ଦୀ ଫିଲ୍ମ ଭାବେ ଏସଭିଏସ ମନୋନୀତ
ନୂଆଦିଲ୍ଲୀ: ଭାରତକୁ ଆସିପାରେ ବିଶ୍ୱର ସମ୍ମାନସ୍ପଦ ଓସ୍କାର ଆୱାର୍ଡ । ୨୦୨୫ ଓସ୍କାର ପାଇଁ ଦୁଇ ଦୁଇଟି ହିନ୍ଦୀ ମୁଭି ଏଣ୍ଟ୍ରୀ ମାରିଛି । ପ୍ରଥମେ ଲାପତା ଲେଡିଜ୍ ଓସ୍କାର ପୁରସ୍କାର ମନୋନୟ ଶ୍ରେଣୀରେ ସାମିଲ ହୋଇଥିଲା…
କବର୍ ଖୋଳି ମୃତଦେହର ବେକ କାଟି ମୁଣ୍ଡ ନେଇଗଲା ଦୁର୍ବୃତ୍ତ; ଘଟଣା ଦେଖି ପୋଲିସ ବି ଛାନିଆ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କବର ଖୋଳି ମୃତଦେହର ବେକ କାଟି ଅଲଗା କରାଯାଇଛି। ଏହା ତନ୍ତ୍ର କାର୍ଯ୍ୟା ପାଇଁ ମୃତଦେହକୁ ବାହାର କରି ବେକ କାଟି…
ଅଜନ୍ତା ଏଲୋରା ଫିଲ୍ମ ଫେଷ୍ଟିଭାଲର ସମ୍ମାନିତ ଅଧ୍ୟକ୍ଷ ହେଲେ ଆଶୁତୋଷ ଗୋୱାରିକର
ମୁମ୍ୱାଇ: ୧୦ମ ଅଜନ୍ତା ଏଲୋରା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ସମ୍ମାନଜନକ ଅଧ୍ୟକ୍ଷ ଭାବେ ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ଆଶୁତୋଷ ଗୋୱାରିକରଙ୍କୁ ମନୋନୀତ କରାଯାଇଛି। ଆଶୁତୋଷଙ୍କ ଅନେକ ଫିଲ୍ମ ଅସ୍କାର ପାଇଁ…
(Video) ମନ୍ଦିର ପ୍ରସାଦରୁ ବାହାରୁଛି ମୂଷା ଛୁଆ: ତିରୁପତି ପରେ ସିଦ୍ଧିବିନାୟକ ମନ୍ଦିରକୁ ନେଇ ବିବାଦ…
ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିରର ଲଡୁରେ ପଶୁଙ୍କ ଚର୍ବି ମିଳିବା ମାମଲାକୁ ନେଇ ବର୍ତ୍ତମାନ ସାରା ଭାରତରେ ଚର୍ଚ୍ଚା ହେଉଛି । ଏହି ମାମଲା ଜୋର ଧରିଥିବା ବେଳେ ବର୍ତ୍ତମାନ ମୁମ୍ବାଇର ପ୍ରସିଦ୍ଧ…
କଲବଲ କଲା କଳଙ୍କ ଭୟ; ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ମିଶି ମାରିଦେଲେ ମା’-ଭାଇ ଓ ମାମୁଁ
ସମ୍ଭଲ: ୟୁପିର ସମ୍ଭଲ ଜିଲ୍ଲାରେ 'ଅନର କିଲିଂ'ର ଏକ ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗତ ସପ୍ତାହରେ ଜଣେ ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ଅଭିଯୁକ୍ତ ମାନେ ଗୁଳି କରି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା।…
ChatGPT ନିର୍ମାତାଙ୍କୁ ବଡ଼ ଝଟକା… ହ୍ୟାକ୍ ହେଲା OpenAIର ଆକାଉଣ୍ଟ, କ୍ରିପ୍ଟୋକରେନ୍ସି ସ୍କାମର ପ୍ରୟାସ
ନୂଆଦିଲ୍ଲୀ: OpenAIର ନ୍ୟୁଜ୍ ରୁମ୍ ଆକାଉଣ୍ଟକୁ ହ୍ୟାକରମାନେ ହ୍ୟାକ୍ କରିଛନ୍ତି । ଏହି ଆକାଉଣ୍ଟ ଏକ୍ସ ପ୍ଲାଟଫର୍ମ(ପୂର୍ବରୁ ଟ୍ୱିଟର ଭାବରେ ଜଣାଶୁଣା) ରେ ଅନେକ ଫଲୋର୍ସଙ୍କ ମାଲିକ । ହ୍ୟାକରମାନଙ୍କର ଉଦ୍ଦେଶ୍ୟ ଥିଲା…
୧୫ ବର୍ଷ ସାନ ପ୍ରେମିକ ସହ ଫେରାର ମହିଳା, ସାଙ୍ଗରେ ନେଇଗଲେ ପୁଅ ଏବଂ କୋଟି କୋଟି ଟଙ୍କା
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଭଦୋହୀରେ ବିଜେପି ନେତାଙ୍କ ସ୍ତ୍ରୀ ଏବଂ ଦୁଇ ଶିଶୁଙ୍କ ମାଆ ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। ମହିଳା ନିଜେ ମଧ୍ୟ ବିଜେପିର ନେତ୍ରୀ ଏବଂ ସେ ଚେୟାରମ୍ୟାନ ନିର୍ବାଚନ ମଧ୍ୟ…
ଭାରତରେ ମିଳିଲା ମଙ୍କିପକ୍ସର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ , ଯାହାକୁ ଏମରଜେନ୍ସି ଘୋଷଣା କରିଥିଲା WHO
ମଙ୍କିପକ୍ସ କ୍ଲେଡ୍ ୧ର ପ୍ରଥମ ମାମଲା ଭାରତରେ ଚିହ୍ନଟ ହୋଇଛି । କେରଳର ମଲପୁରମରେ ଏହି ମାମଲା ଦେଖିବାକୁ ମିଳିଛି । ନିକଟରେ ପୀଡିତା ୟୁଏଇରୁ ଫେରି ଆସିଥିଲେ । ଏହି ରୋଗର ଲକ୍ଷଣ ଦେଖିବା ପରେ ତାଙ୍କୁ ତୁରନ୍ତ…
ପ୍ରିନ୍ସିପାଲଙ୍କ ଲୋଳୁପ ନଜରରେ ପଡିଲା ପ୍ରଥମ ଶ୍ରେଣୀ ଛାତ୍ରୀ, ଦୁଷ୍କର୍ମରେ ବିଫଳ ହୋଇ ଚିପିଦେଲେ ତଣ୍ଟି
ଗାନ୍ଧୀନଗର: ଗୁଜୁରାଟର ଦାହୋଡ ଥାନା ଅଧୀନରେ ଲଜ୍ଜା । ପ୍ରଥମ ଶ୍ରେଣୀ ଛାତ୍ରୀ ସହ ଦୁଷ୍କର୍ମ କରିବାକୁ ଯାଇ ମାରିଦେଲା ନରପିଶାଚ ରୂପୀ ସ୍କୁଲର ପ୍ରିନ୍ସିପାଲ । ୬ ବର୍ଷର ଛାତ୍ରୀର ମୃତଦେହ ସ୍କୁଲ ପରିସରରୁ ଉଦ୍ଧାର ପରେ…
ମୋବାଇଲ୍ ଟାୱାର ଲଗାଇବା ନାଁରେ ଲୋକଙ୍କୁ ଠକେଇ: ମେସେଜ୍ ପଠାଇ ଆଲର୍ଟ କଲା TRAI
ନୂଆଦିଲ୍ଲୀ: ନୂଆ ନୂଆ ଯୋଜନା କରି ଲୋକଙ୍କଠାରୁ ଟଙ୍କା ଲୁଟିବାରେ ଲାଗିପଡ଼ିଛନ୍ତି ଦୁଷ୍ଟ ପ୍ରକୃତିର ଲୋକ । ସେମାନେ ପ୍ରଥମରେ ନିରୀହ ଲୋକମାନଙ୍କୁ ସେମାନଙ୍କ ଜାଲରେ ପକାନ୍ତି ଓ ପରେ ତାଙ୍କଠାରୁ ଟଙ୍କା ଲୁଟନ୍ତି ।…