Browsing Category

ଖବର

BIG BREAKING…ଆରମ୍ଭ ହେଲା ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପ୍ରକ୍ରିୟା

ପୁରୀ: (ଓଡ଼ିଶା ଭାସ୍କର) ଆରମ୍ଭ ହେଲା ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପ୍ରକ୍ରିୟା । ଜିଲ୍ଲାପାଳଙ୍କ ବୈଠକରେ ନିଷ୍ପତି ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଚାରି ଦ୍ୱାର ଖୋଲିବା ନେଇ ଅନୁଧ୍ୟାନ କଲା ଟିମ୍ ।…

ଜମ୍ମୁ-କଶ୍ମୀରରେ ବସ୍‌କୁ ଆତଙ୍କବାଦୀଙ୍କ ଆକ୍ରମଣ ବେଳର ଅନୁଭୂତି ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ: ‘ଘାଟିକୁ ଖସିବା ପରେ ବି…

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ରିଆସିରେ ଆତଙ୍କବାଦୀ ଆକ୍ରମଣ ପରେ ଏକ ବସ୍ ଖାଲକୁ ଖସି ପଡ଼ିଛି। ବସ୍ରେ ଥିବା ସମସ୍ତ ତୀର୍ଥଯାତ୍ରୀ ଜମ୍ମୁ-କଶ୍ମୀରର ରିଆସିର ଶିବ ଖୋଦି ମନ୍ଦିରରୁ କଟ୍ରା ଯାଉଥିଲେ। ମିଳିଥିବା ସୂଚନା…

ମୋଦୀ ସରକାରରେ TDP: ଆନ୍ଧ୍ରପ୍ରଦେଶକୁ ମିଳିବ କି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା?

ନୂଆଦିଲ୍ଲୀ: ଏହାରି ଭିତରେ ବିତି ଗଲାଣି ୧୦ ବର୍ଷ, କିପରି ଆନ୍ଧ୍ରପ୍ରଦେଶ ବିଭାଜନ ହୋଇ ସୃଷ୍ଟି ହୋଇଥିଲା ତେଲେଙ୍ଗାନା। ତେବେ ୨୦୧୪ରେ ଆନ୍ଧ୍ରପ୍ରଦେଶ ବିଭାଜନ ହେବା ପରଠାରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ…

(Video) ପରାଜୟ ପକାଇ ପାରିନି ନବୀନଙ୍କ ହସରେ ମଳିନତା; ମୋଦୀଙ୍କୁ ଅଜାଡ଼ିଦେଲେ ଅଜସ୍ର ଶୁଭେଚ୍ଛା…

ଭୁବନେଶ୍ୱର: ଦେଶରେ ତୃତୀୟ ଥର ପାଇଁ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଶପଥ ନେଇ ଦେଶରେ ଇତିହାସ ରଚିଛନ୍ତି । ତୃତୀୟ ଥର ଶପଥ ନେଇ ନେହରୁଙ୍କ ସହ ମୋଦୀ ସମାନ ହୋଇଛନ୍ତି । ଆଉ ଏମିତି ଇତିହାସ ରଚିଲା ପରେ…

NEET ପରୀକ୍ଷାରେ ଅନିୟମିତତା ଅଭିଯୋଗର ତଦନ୍ତ କରିବ SIT; ସୁପ୍ରିମକୋର୍ଟରେ ଦାଖଲ ହେଲା ପିଟିସନ

ନୂଆଦିଲ୍ଲୀ: ନିଟ୍ ପରୀକ୍ଷାକୁ ନେଇ ଅନିୟମିତତା ଅଭିଯୋଗରେ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ ହୋଇଛି। ଏହି ପିଟିସନରେ ନିଟ୍ ରେଜଲ୍ଟ ବାତିଲ ଘୋଷଣା କରାଯିବା ସହ ପୁନଃ ପରୀକ୍ଷା ପାଇଁ ଦାବି କରାଯାଇଛି। ପରୀକ୍ଷାରେ…

(Video) ମୋଦୀ କ୍ୟାବିନେଟର ସବୁଠୁ Junior MP… କମ୍ ବୟସରେ ମନ୍ତ୍ରୀମଣ୍ଡଳରେ କିଭଳି ପାଇଲେ ସ୍ଥାନ?

ଓଡ଼ିଶା ଭାସ୍କର: ଶପଥ ଗ୍ରହଣ ପରେ ତୃତୀୟ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗତକାଲି ରାଷ୍ଟ୍ରପତି ଭବନରେ ମୋଦୀ ଶପଇ ନେବା ସହ ୭୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ମୋଦୀଙ୍କ…

(Video)ମୋଦୀ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ କିପରି ଆସିଲା ଚିତାବାଘ? ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ତୃତୀୟ କାର୍ଯ୍ୟକାଳ ଲାଗି ଶପଥ ନେଇଛନ୍ତି । ଏହି ସମୟରେ ତାଙ୍କ ସହ ୭୨ ମନ୍ତ୍ରୀ ବି ଶପଥ ନେଇଛନ୍ତି । ଏହି ସମୟରେ ରାଷ୍ଟ୍ରପତି…

(Video) ସରି ଆସୁଛି ସମୟ, ତୁରନ୍ତ ଶେଷ କରନ୍ତୁ ଏହିସବୁ କାମ: ନଚେତ୍ ହୋଇପାରେ ବଡ଼ ସମସ୍ୟା

ଓଡ଼ିଶା ଭାସ୍କର: ଆମେ ଆମର ଦୈନନ୍ଦିନ ଜୀବନରେ ଅନେକ ପ୍ରକାରର ଡକ୍ୟୁମେଣ୍ଟ ସହ ଜଡ଼ିତ ହୋଇ ରହିଥାଉ । ତେବେ ସମୟ ସମୟରେ ଏହାକୁ ଅପଡେଟ କରିବା ପାଇଁ ସରକାର ନୋଟିସ ଦେଇଥାନ୍ତି । ସେହିପରି ଜୁନ୍ ମାସରେ କିଛି ଡକ୍ୟୁମେଣ୍ଟ…

ମକ୍କା ମଦିନା ସ୍ଥିତ ‘କାବା’ରେ ବୁର୍ଖା ପିନ୍ଧି ନାଚିଲେ ମହିଳା, ଭାଇରାଲ ଭିଡିଓ ଦେଖି ରାଗିଲେ ଲୋକେ

ଓଡ଼ିଶା ଭାସ୍କର: ମୁସଲମାନ ଧର୍ମାଲମ୍ବୀଙ୍କ ପାଇଁ ସବୁଠାରୁ ପବିତ୍ର ସ୍ଥାନ ହେଉଛି ସାଉଦି ଆରବ ସ୍ଥିତ ମକ୍କା ମଦିନା । ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏହି ସ୍ଥାନର ଅପମାନ ବରଦାସ୍ତ କରିପାରିବେ ନାହିଁ । ଏଠାରେ ଥିବା…

ପାକିସ୍ତାନକୁ ହରାଇ ଇତିହାସ ଲେଖିଲା ଟିମ ଇଣ୍ଡିଆ: ସବୁଠୁ କମ୍ ରନ୍ କରି ଜିତିଲା ରୋହିତ ସେନା

ନୂଆଦିଲ୍ଲୀ: ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ଏଥିରେ ଖୁବ ସଂଘର୍ଷ ଦେଖାଯାଇଛି । ମ୍ୟାଚ ଜିତିବା ପାଇଁ ଉଭୟ ଦଳ ମଧ୍ୟ କଡ଼ା ଟକ୍କର ହୋଇଥିବା ବେଳେ ଶେଷରେ ବିଜୟ ହାସଲ…