Browsing Category

ଖବର

୨ୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ; ୫୯ଜଣ ପ୍ରାର୍ଥୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୨ୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ନାମାଙ୍କନ କରିଥିବା ୫୯ଜଣ ପ୍ରାର୍ଥୀଙ୍କ ନାଁରେ ରହିଛି ବିଭିନ୍ନ ଅପରାଧିକ ମାମଲା । ୪ ପ୍ରାର୍ଥୀଙ୍କ ନାଁରେ ଅଛି ହତ୍ୟା ମାମଲା । ୨୬ ଜଣଙ୍କ…

ବୈତରଣୀ ନଦୀରେ ଭାସୁଛି ଅଜଣା ମୃତଦେହ; ମୃତକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ

ଯାଜପୁର: ଯାଜପୁର ଟାଉନ ଥାନା କୋଦଣ୍ଡପୁର ଅଞ୍ଚଛରେ ଚାଞ୍ଚଲ୍ୟ । ବୈତରଣୀ ନଦୀରେ ଭାସୁଛି ଅଜଣା ମୃତଦେହ । ଆଜି ସକାଳେ ନଦୀରେ ଅଜଣା ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ଯାଜପୁର ଟାଉନ ଥାନା ବୈତରଣୀ ନଦୀର…

ଡ୍ରେସ୍ ଅସନା ଓ ବହି ହଜାଇ ଦେବାରୁ ପୁଅର ଗଳାକାଟି ମାରିଦେଲା ଜନ୍ମକଲା ମା’

ନୂଆଦିଲ୍ଲୀ: ଗୁରୁଗ୍ରାମରୁ ଏକ ହୃଦୟ ବିଦାରକ ଖବର ଆସିଛି, ଯେଉଁଠାରେ ଜଣେ ମା' ସାମାନ୍ୟ କଥାକୁ ନେଇ ନିଜ ୮ ବର୍ଷର ନିରୀହ ଶିଶୁକୁ ଗଳାକାଟି ହତ୍ୟା କରିଛି। ମା' ଓ ପୁଅଙ୍କ ସମ୍ପର୍କ ସବୁଠାରୁ ନିଆରା। ମା'ଙ୍କୁ ଭଗବାନର…

ବିଭବଙ୍କ ବିରୋଧରେ ହୋଇଥିବା ଏତଲାକୁ ନେଇ ଏପରି କହିଲେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ: ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ଵାଲଙ୍କୁ ଆକ୍ରମଣ ଘଟଣା। ତାଙ୍କ ସହ ହୋଇଥିବା ଅସଦାଚରଣକୁ ନେଇ ମୁଁହ ଖେଲିଛନ୍ତି ସ୍ୱାତୀ । ଶୁକ୍ରବାର ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ ସେ ନିଜର ବୟାନ ରେକର୍ଡ…

ମହିଳା ଥାନାରେ କୁକୁର ଦେଖି ରାଗିଗଲେ SP; ୫କର୍ମଚାରୀଙ୍କୁ ନ ଆସିବାକୁ ଦେଲେ ନିର୍ଦ୍ଦେଶ

ଭୋପାଳ: ମଧ୍ୟପ୍ରଦେଶର ଅଶୋକ ନଗର ଜିଲ୍ଲାର ଏକ ମହିଳା ଥାନାରେ କୁକୁର ଦେଖି ରାଗିଗଲେ ଏସ୍ପି। ଅବହେଳା ଅଭିଯୋଗରେ ଜଣେ କାର୍ଯ୍ୟନିର୍ବାହୀ ସବ୍ ଇନ୍ସପେକ୍ଟରଙ୍କ ସମେତ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିନ୍ଦା କରିବା ସହ ଆଉ…

MI vs LSG; ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ଲଜ୍ଜାଜନକ, ପରାଜୟ ପରେ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଦଳ

ମୁମ୍ୱାଇ: ଆଇପିଏଲ୍ ୨୦୨୪ର ୬୭ତମ ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୨୧୪ ରନ୍ କରିଥିଲା। ଜବାବରେ ମୁମ୍ବାଇ ଦଳ ମାତ୍ର ୧୯୬ ରନ୍…

BIG BREAKING…ବୃନ୍ଦାବନରୁ ଫେରିବାବେଳେ ବସ୍‌ରେ ଲାଗିଲା ନିଆଁ; ୮ଜୀବନ୍ତ ଦଗ୍ଧ, ୨୪ଗୁରୁତର

ନୂଆଦିଲ୍ଲୀ: ହରିୟାଣାର ନୁହ ଜିଲ୍ଲାରେ ଆଜି ସକାଳେ ଏକ ପର୍ଯ୍ୟଟକ ବସରେ ନିଆଁ ଲାଗିଯାଇଛି। ଦୁର୍ଘଟଣାରେ ୮ ଜଣ ପର୍ଯ୍ୟଟକ ଜୀବନ୍ତ ଦଗ୍ଧ ହୋଇଥିବା ଖବର ମିଳିଛି। ସେହିପରି ୨୪ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇ ନିକଟସ୍ଥ…

(Video) ବିମାନରେ କାହିଁକି Flight Modeରେ ରଖାଯାଏ ଫୋନ୍? ଜାଣିଛନ୍ତି କି ଏହାର ଉତ୍ତର…

ଓଡ଼ିଶା ଭାସ୍କର: ବିମାନରେ ଯାତ୍ରା କରିବା ସମୟରେ ଯାତ୍ରୀମାନଙ୍କୁ ଫୋନ ଫ୍ଲାଇଟ ମୋଡ କରିବା ପାଇଁ କୁହାଯାଇଥାଏ । ତେବେ କାହିଁକି? ଅନେକ ଲୋକ ଏହାର କାରଣ ଜାଣି ନଥାନ୍ତି । ମୋବାଇଲକୁ ଫ୍ଳାଇଟ୍ ମୋଡ୍‌ରେ ରଖିବା ପାଇଁ…

ଟିମ୍ ଇଣ୍ଡିଆର ନୂଆ କୋଚ୍ ହେବେ ଏହି ଭାରତୀୟ ଖେଳାଳି! ୨ ଥର ଭାରତକୁ ଜିତାଇଛନ୍ତି ବିଶ୍ୱକପ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ଵରେ ପୁଣି ଏକ ବିଶ୍ଵକପ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ ଭାରତ । ଦଳର ମୁଖ୍ୟ କୋଚ୍ ଭାର ସମ୍ଭଳିବେ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ । ଟି-୨୦ ବିଶ୍ୱକପରେ ଶେଷ…

(Video) ମାତ୍ର ୪୫ ଟଙ୍କା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା: ଜାଣି ରଖନ୍ତୁ LICର ଏହି ଦମଦାର ପଲିସି ବିଷୟରେ

ଓଡ଼ିଶା ଭାସ୍କର: ଚାକିରି ପରେ ଶାନ୍ତିରେ ଜୀବନ କାଟିବା ପାଇଁ ଅନେକ ଲୋକ ବିଭଭିନ୍ନ ପ୍ରକାରର ଯୋଜନାରେ ସାମିଲ ହୋଇଥାନ୍ତି । ବିଭିନ୍ନ ପ୍ରକାରର ବୀମାକୁ ଭରସା କରି ଟଙ୍କା ନିବେଶ କରିଥାନ୍ତି ଅଧିକାଂଶ ଲୋକେ । ତେବେ ଏହି…