Browsing Category

ଖବର

ଦିଲ୍ଲୀ ରାଜପଥର ନାମ ହେବ “କର୍ତ୍ତବ୍ୟପଥ’: ମୋଦୀ ସରକାର କରୁଛନ୍ତି ପ୍ରସ୍ତୁତି

ନୂଆଦିଲ୍ଲୀ: ବଦଳିବ ଦିଲ୍ଲୀର ଐତିହାସିକ "ରାଜପଥ'ର ନାମ । ମୋଦୀ ସରକାର ଖୁବଶୀଘ୍ର "ରାଜପଥ'ର ନାମ ବଦଳାଇ "କର୍ତ୍ତବ୍ୟପଥ' କରିବାକୁ ଯାଉଛନ୍ତି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ କୁହାଯାଉଛି । ସୂଚନା…

କ୍ଲାସରେ ଟପ୍ପର ହେଉଥିଲା ଝିଅର କ୍ଲାସମେଟ୍, ସହିନପାରି ବିଷ ଦେଇ ମାରିଦେଲେ ମହିଳା !

ସ୍କୁଲରେ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ହେବା ସାଧାରଣ କଥା । ଅଭିଭାବକ ମଧ୍ୟ ସବୁବେଳେ ସବୁବେଳେ ଏହି କଥାକୁ ନେଇ ଚିନ୍ତିତ ରହିଥାନ୍ତି ଯେ ପିଲାର ନମ୍ବର ଭଲ ଆସୁ ସେ ସବୁବେଳେ ଆଗରେ ରହୁ । କିନ୍ତୁ ପୁଡ଼ୁଚେରୀ ରେ…

କୋଟିପତି ସ୍ୱିପରଙ୍କ ଦେହାନ୍ତ : ବ୍ୟାଙ୍କରେ ଛାଡ଼ିଯାଇଛନ୍ତି….

ପ୍ରୟାଗରାଜର ଧୀରଜ । ଯାହାଙ୍କୁ ସମସ୍ତେ କୋଟିପତି ସ୍ପିପର ଭାବରେ ଜାଣନ୍ତି । ଶନିବାର ତାଙ୍କର ମୃତ୍ୟୁ ହୋଇଛି । ଧୀରଜ ସଙ୍ଗମ ନଗରୀ ପ୍ରୟାଗରାଜରେ ମୁଖ୍ୟ ଚିକିତ୍ସା ଅଧିକାରୀ ଅଫିସ୍ ର କୁଷ୍ଠ ରୋଗ ବିଭାଗରେ ସ୍ପିପର…

ପାକିସ୍ତାନରୁ ମିଳିଲା ବ୍ରିଟେନରୁ ଚୋରି ହୋଇଥିବା ଦାମୀ କାର୍: ଏମିତି ହୋଇଥିଲା ଚୋରି

ନୂଆଦିଲ୍ଲୀ: ଭାବନ୍ତୁ କୌଣସି ଦେଶର ଏକ ଦାମୀ କାର୍ ଚୋରି ହୋଇଯାଉଛି ଆଉ ସେହି କାର୍ ଅନ୍ୟ ଦେଶରେ ମିଳୁଛି । ଏଥିରୁ ଚୋରି କରିଥିବା ବ୍ୟକ୍ତିର ବୁଦ୍ଧିକୁ ଆପଣମାନେ ଅନୁମାନ କରିପାରୁଥିବେ । ଏଭଳି ଏକ ମାମଲା ସାମ୍ନାକୁ…

Liz Truss ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ: ପଛରେ ପଡ଼ିଲେ ରିଷି ସୁନକ

ନୂଆଦିଲ୍ଳୀ: ଲିଜ୍ ଟ୍ରସ୍ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ବ୍ରିଟେନର ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ୍ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ବୋରିସ୍ ଜନସନଙ୍କ ଉତ୍ତରାଧିକାରୀ ହେବେ ଲିଜ୍ ଟ୍ରସ୍ । ଭାରତୀୟ ବଂଶୋଦ୍ଭବ…

ଡାକ୍ତର କହିଲେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁର କାରଣ

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବ ଚେୟାରମ୍ୟାନ୍ ସାଇରସ ମିସ୍ତ୍ରୀଙ୍କର ଅକାଳ ବିୟୋଗ ଘଟିଛି । ରବିବାର ମହାରାଷ୍ଟ୍ରର ପାଲଘର ନିକଟରେ ସଡ଼କ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ…

ରାଜଧାନୀରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପୋଲିସ କରୁଛି ତଦନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଠାବ ହେଲଶ ଯୁବକଙ୍କ ଝୁଲନ୍ତା ମୃତଦେହ । ଭୁବନେଶ୍ୱର କଳିଙ୍ଗନଗର ଅଞ୍ଚଳରେ ଏକ ଘରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଠାବ । କଳିଙ୍ଗନଗର କେ-୭ ରୁ ଜଣେ ଯୁବକଙ୍କ ଝୁଲନ୍ତା…

Tirupati Temple Fine: ଭଗବାନ ଦେବେ ୫୦ ଲକ୍ଷ ଟଙ୍କା ଜୋରିମାନା!

 ଓଡିଶାଭାଷ୍କର:ତିରୁପତି ମନ୍ଦିର ସଦା ସର୍ବଦା ଆଲୋଚନାର ବିଷୟ ଥାଏ କିନ୍ତୁ ଚଳିତ ଥର ଏକ ଭିନ୍ନ କାରଣରୁ ତିରୁପତି ମନ୍ଦିର ଆଲୋଚନାର ବିଷୟ ପାଲଟିଛି। ତିରୁପତି ମନ୍ଦିର ଭକ୍ତଙ୍କ ସେବାରେ ବିଳମ୍ବରେ ସମ୍ମୁଖୀନ ହୋଇଛି।…

ଆୟକର ରିଟର୍ଣ୍ଣ ସ୍ଥିତି ନେଇ ଆସିଲା ବଡ ଅପଡେଟ୍: ଲାଭବାନ ହେବେ ୫.୮୩ କୋଟି କାରଦାତା

ନୂଆଦିଲ୍ଲୀ: ଯଦି ଆପଣ ଚଳିତ ଆର୍ଥିକ ବର୍ଷରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି, ତେବେ ଏହି ଖବର ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ୧ ଏପ୍ରିଲ ୨୦୨୨ ରୁ ୩୧ ଅଗଷ୍ଟ ୨୦୨୨…

ଅର୍ଶଦୀପ ସିଂହଙ୍କ ଓ୍ଵିକିପିଡିଆ ପେଜକୁ ଖାଲିସ୍ତାନ ସହ କେମିତି ଯୋଡାଗଲା ? Wikipediaକୁ ସମନ ଜାରି କଲେ IT ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଗତକାଲି ଏସିଆ କପର ସୁପର ୪ର ଏକ ରୋମାଞ୍ଚକର ମୁକାବିଲାରେ ପାକିସ୍ତାନ ଭାରତକୁ ୫ ଓ୍ଵିକେଟରେ ହରାଇଛି। ଦଳର ଏହି ପରାଜୟ ପରେ କ୍ରିକେଟ୍ ପ୍ରଶଂସକ ଅର୍ଶଦୀପ ସିଂହଙ୍କ ଉପରେ ବର୍ଷିଛନ୍ତି। କାରଣ ଅର୍ଶଦୀପ…