Browsing Category

ଖବର

VIDEO: ‘ରିଆଲିଟି ଶୋ’ ରେ ଖୁବ୍ କାନ୍ଦିଲେ ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେ, କହିଲେ ସୁଶାନ୍ତ ସିଂ ଯେଉଁଠି ଅଛନ୍ତି ଭଲରେ ଅଛନ୍ତି

ମୁମ୍ବାଇ: ଜି ଟିଭିରେ ହେଉଥିବା ରିଆଲିଟି ଶୋ 'ଡି.ଆଇ.ଡି ସୁପର ମମ୍' ରେ ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେ ମୁଖ୍ୟ ଅତିଥି ଭାବେ ନଜର ଆସିବେ । ଯାହାର ଏକ ପ୍ରମୋ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର…

୧୭,୦୦୦ ନଡ଼ିଆ ପ୍ରସ୍ତୁତ ଇକୋ-ଫ୍ରେଣ୍ଡଲି ଗଣେଶ ପ୍ରତିମା, ଦେଖିବାକୁ ଜମୁଛି ଭକ୍ତଙ୍କ ଭିଡ଼

ହାଇଦ୍ରାବାଦ: ଗଣେଶ ପୂଜା ଉତ୍ସବକୁ ଟିକିଏ ନିଆରା କରିବାକୁ ହାଇଦ୍ରାବାଦର ଲୋକମାନେ ୧୭,୦୦୦ ନଡ଼ିଆ ବ୍ୟବହାର କରି ଏକ ପରିବେଶ ଅନୁକୂଳ ଗଣେଶ ପ୍ରତିମା ତିଆରି କରିଛନ୍ତି। କେରଳର ଜଣେ କଳାକାର ନଡ଼ିଆରେ ନିର୍ମିତ ଗଣେଶ…

ନୌସେନାରେ ସାମିଲ ହେଲା INS ବିକ୍ରାନ୍ତ, ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କୋଚି: ଭାରତୀୟ ନୌସେନାରେ ସାମିଲ ହେଲା ଭାରତର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ INS ବିକ୍ରାନ୍ତ। ଭାରତୀୟ ନୌସେନା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବ ଏବଂ ବ୍ରିଟିଶ ଯୁଗର ଚିହ୍ନରୁ ମୁକ୍ତି ପାଇବ।…

ମୃତ ମାଙ୍କଡ଼ର ହେଲା ଅନ୍ତିମ ସଂସ୍କାର, ଶୁଦ୍ଧିକ୍ରିୟା ସାମିଲ ହେଲା ପଶୁ ପ୍ରେମୀ ଓ ଗ୍ରାମବାସୀ

ନୂଆଦିଲ୍ଲୀ: ଜନ୍ମ-ମୃତ୍ୟୁର ଚକ୍ରରେ ମୃତ୍ୟୁ ଯେ ଚିରନ୍ତନ ସତ୍ୟ ଏକଥାକୁ ଆମେ କେବେ ଅସ୍ୱୀକାର କରିପାରିବା ନାହିଁ । ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରାଯାଇଥାଏ ହେଲେ ଏହା ଧର୍ମାନୁସାରେ ଭିନ୍ନ ଭିନ୍ନ ତରିକାରେ…

ଦୁଇ ଆଦିବାସୀ ମହିଳାଙ୍କୁ ବିଜେଡି ସଭାନେତ୍ରୀ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ

ମାଲକାନଗିରି, (ଭାସ୍କର ନ୍ୟୁଜ୍‌): ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ଭାବେ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଚୟନ କରାଯାଇଥିବା ବେଳେ ସୁକାନ୍ତି ବୁରୁଦାଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲା ଜୋନାଲ କମିଟିର…

ବିଶ୍ୱ ପାଇଁ ବିପଦ ପାଲଟିଛି ମଙ୍କିପକ୍ସ, ୫୦ ହଜାର ଟପିଲା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: ମଙ୍କିପକ୍ସ ବିଶ୍ୱ ପାଇଁ ବିପଦ ପାଲଟିଛି । ଏହାର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରେ ପହଞ୍ଚିଛି । ଆଜି ପର୍ଯ୍ୟନ୍ତ ଏହା ସର୍ବାଧିକ ମାମଲା…

ନୌସେନାରେ ସାମିଲ ହେବ ଆଇଏନ୍‌ଏସ୍‌ ବିକ୍ରାନ୍ତ, ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ସ୍ୱଦେଶୀ କାରିଗରୀରେ ନିର୍ମିତ ଦେଶର ସର୍ବବୃହତ ମହାଶକ୍ତିଶାଳୀ ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ବିକ୍ରାନ୍ତ ଭାରତୀୟ ନୌସେନାରେ ସାମିଲ ହେବ । ଶୁକ୍ରବାର ପ୍ରଧାନମନ୍ତ୍ରୀ…

ଭାଦ୍ରବରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ଆହୁରି ୩ ଦିନ ବଢ଼ିବ ତାତି, କଲବଲ କରିବ ଗୁଳଗୁଳି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଯେଉଁ ମାସରେ ବର୍ଷା ଧରାପୃଷ୍ଠକୁ ଭିଜାଇବା କଥା ସେହି ମାସରେ ଅନୁଭୂତ ହେଉଛି ପ୍ରଚଣ୍ଡ ତାତି । ଗତ କିଛି ଦିନ ହେବ ରାଜ୍ୟରେ ଲାଗି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ତାତି…

ଅପେକ୍ଷାର ଘଟିଲା ଅନ୍ତ: ଏଣିକି କରିପାରିବେ Tweet Edit

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର(Twitter)କୁ ନେଇ ବଡ଼ ଖବର । ଏବେ ଅପାଣ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଭଳି ଟ୍ୱିଟ୍ କରିବା ପରେ ତାହାକୁ ଏଡିଟ୍ କରିପାରିବେ । ଏଥିପାଇଁ ଟ୍ୱିଟର ଏହାର ୟୁଜର୍ସଙ୍କ ପାଇଁ…

୩୩ ପ୍ରତିଶତ ମହିଳା କରୁନାହାଁନ୍ତି କୌଣସି ନିବେଶ: ସର୍ଭେ ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଭାରତରେ ମହିଳା ପ୍ରାୟ ସବୁ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି । ଆଇଟି, ବ୍ୟାଙ୍କିଂ, ଫ୍ୟାସନ, ମେଡିକାଲ, ମିଡିଆ ସହ ପ୍ରାୟ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରୁଛନ୍ତି । କିନ୍ତୁ ଶେୟାର ବଜାର ଏବଂ…