Browsing Category
ଖବର
ବଢୁଥିବା ଓଜନକୁ ନେଇ ଚିନ୍ତିତ ଅଛନ୍ତି କି ; ଜାଣନ୍ତୁ କିଛି ଏଭଳି ଖାଦ୍ୟ ଯାହାକୁ ଖାଇଲେ ବଢିବ ନାହିଁ ଓଜନ
ଓଟସ୍ ରେ ବିଟା-ଗ୍ଲୁକାନର ଉପସ୍ଥିତି, ଏକ ଦ୍ରବୀଭୂତ ଫାଇବର, କୋଲେସିଷ୍ଟୋକିନ୍- ଭୋକ-ଲଢୁଥିବା ହରମୋନ୍ ବୃଦ୍ଧି କରି ଭୋକକୁ ହ୍ରାସ କରିଥାଏ । ଦ୍ରବୀଭୂତ ତନ୍ତୁ ଖାଦ୍ୟକୁ ଶୀଘ୍ର ଭାଙ୍ଗିବାରେ ଏବଂ ହଜମ କରିବାରେ…
ମୁଣ୍ଡୁଳୀ ବ୍ରିିଜରୁ ଡେଇଁଲେ ଯୁବକ! ଚାଲିଛି ସର୍ଚ୍ଚଅପରେସନ
କଟକ:ମହାନଦୀକୁ ଡେଇଁଲେ ଯୁବକ । ପୁଣି ଆଉ ଏକ ଯୁବକ ଆତ୍ମହତ୍ୟା ଉଦ୍ୟମ କରି ମହାନଦୀକୁ ହେଇଁ ପଡିଛନ୍ତି ବୋଲି ସନ୍ଦେହ କରାଯାଉଛି । ଖବର ପାଇଁ ଘଟଣା ସ୍ଥଳରେ ଛାନଭିନ୍ନ କରୁଛନ୍ତି ଅଗ୍ନୀଶମ ବାହୀନି । ମୁଣ୍ଡୁଳୀ ବ୍ରିିଜ…
ଅଶ୍ଳୀଳ ଫଟୋ ସୁଟ୍ ବିବାଦ: ଥାନାରେ ହାଜର ହୋଇ ନିଜର ବୟାନ ଦେଲେ ଅଭିନେତା ରଣବୀର ସିଂ, କହିଲେ ଏପରି କିଛି…
ମୁମ୍ବାଇ: ଦୀର୍ଘଦିନ ହେବ ଲାଗି ରହିଥିବା ଅଶ୍ଳୀଳ ଫଟୋ ସୁଟ ବିବାଦକୁ ନେଇ, ଶେଷରେ ମୁମ୍ବାଇ ପୋଲିସ ନିକଟରେ ଅଭିନେତା ରଣବୀର ସିଂ ନିଜର ବୟାନ ଦେଇଛନ୍ତି । ରଣବୀର ସିଂ ଏକ ମାଗାଜିନ ପାଇଁ ଅଶ୍ଳିଳ ଫଟୋ ସୁଟ୍ କରିଥିଲେ ।…
ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଲିଙ୍ଗାୟତ ମଠର ମୁଖ୍ୟ ମହନ୍ତ ଗିରଫ
ବେଙ୍ଗାଲୁରୁ: ବିବାଦରେ କର୍ଣ୍ଣାଟକର ମୁରୁଗା ମଠ । ଏହି ଲିଙ୍ଗାୟତ ମଠର ପ୍ରମୁଖ ସାଧୁ ଶିବମୂର୍ତ୍ତି ମୁରୁଗା ଶାରନାରୁଙ୍କୁ ପୁଲିସ ଗିରଫ କରିଛି । ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ତାଙ୍କୁ ଗିରଫ…
ପଣ୍ଡ ହେଲା କାର ଚୋରି ଉଦ୍ୟମ, ମେଟ୍ରୋ ଷ୍ଟେସନ୍ର ସିଡ଼ିରେ ଫସିଗଲା : ଚୋରକୁ କାବୁ କଲା ପୋଲିସ
ନୂଆଦିଲ୍ଲୀ: ପଣ୍ଡ ହେଲା କାର ଚୋରି ଉଦ୍ୟମ । ଗାଡ଼ି ନେଇ ଚମ୍ପଟ ମାରିବାବେଳେ ମେଟ୍ରୋ ଷ୍ଟେସନ୍ର ସିଡ଼ିରେ ଫସିଗଲା କାର । ଆଉ ଏହାକୁ ଉଦ୍ଧାର କରିବାକୁ ବହୁ ପରିଶ୍ରମ କରିଥିଲେ ଅଗ୍ନିଶମ କର୍ମଚାରୀ । ସମ୍ପୂର୍ଣ୍ଣ ଘଟଣାର…
ଅଭିନେତ୍ରୀ ବରଖା ସିଂଙ୍କୁ ଓଟିଟି ଦେଇଛି ଢ଼େର ସୁଯୋଗ, କରିଛି ପ୍ରଭାବିତ
ମୁମ୍ବାଇ: ଅନ୍ୟ କଳାକାରଙ୍କ ଭଳି ଓଟିଟି ପ୍ରତି ବିଶେଷ ପ୍ରଭାବିତ ହୋଇଛନ୍ତି ଅଭିନେତ୍ରୀ ବରଖା ସିଂ । ଏହା ଏଭଳି ଏକ ମାଧ୍ୟମ ଯାହା ତାଙ୍କୁ ଢେର ସୁଯୋଗ ଦେଇଛି । ଟିଭି ଓ ଫିଲ୍ମ ଦୁନିଆରେ କାମ କରିଥିବା ବରଖା ନିକଟରେ…
୨୦୨୧ରେ ଦୁର୍ଘଟଣା ଯାଇଛି ୧.୭୩ ଲକ୍ଷ ଜୀବନ, ତାମିଲନାଡୁରେ ସର୍ବାଧିକ ଟ୍ରାଫିକ ଦୁର୍ଘଟଣା: ଏନ୍ସିଆର୍ବି ରିପୋର୍ଟ
ନୂଆଦିଲ୍ଲୀ : ୨୦୨୦ ତୁଳନାରେ ୨୦୨୧ରେ ସାରା ଦେଶରେ ଅଧିକ ଦୁର୍ଘଟଣା ଘଟିଛି । ୨୦୨୧ରେ ମୋଟ୍ ୪.୨୨ ଲକ୍ଷ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୧.୭୩ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ମହାମାରୀ କରୋନା ପାଇଁ ୨୦୨୦ ଭଳି…
ରାଜ୍ୟରେ ୧୦ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ଅନୁମୋଦନ, ୩,୫୪୫ ନୂଆ ନିଯୁକ୍ତି ସୃଷ୍ଟି ହେବ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ସୋମବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡ୍ରେ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇବେ କ୍ୟାପିଟାଲ୍ ଫାଉଣ୍ଡେସନ ଲାଇଫ୍ଟାଇମ୍ ଆଚିଭମେଣ୍ଟ ସମ୍ମାନ, ୪ରେ ସମ୍ମାନ ପ୍ରଦାନ ସମାରୋହ
ନୂଆଦିଲ୍ଲୀ, (ଭାସ୍କର ନ୍ୟୁଜ୍) : ଓଡ଼ିଶାର ବିକାଶ ପୁରୁଷ ଭାବେ ପରିଚିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ କ୍ୟାପିଟାଲ୍ ଫାଉଣ୍ଡେସନ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ । ଆସନ୍ତା ସେପ୍ଟେମ୍ବର ୪…
(Video) ପାକିସ୍ତାନୀ ରିପୋର୍ଟରଙ୍କ ଅଜବ ଅନ୍ଦାଜ, ବେକେ ପାଣିରେ ପସିଗଲେ… ଆଉ ତା’ପରେ…
ନୂଆଦିଲ୍ଲୀ: ଲାଇଭ ରିପୋର୍ଟିଂ କରିବା ସହଜ କଥା ନୁହେଁ । ରିପୋର୍ଟର ସ୍ଥିତିର ସଠିକ୍ ଚିତ୍ର ଦେଖାଇବା ପାଇଁ ବେଳେବେଳେ କିଛିବି କରିଥାନ୍ତି । ଏମିତିକି ନିଜ ଜୀବନକୁ ବିପଦରେ ପକାଇଥାନ୍ତି । ଏମିତି ଏବେ ଜଣେ…