Browsing Category
ଖବର
ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ମେଡିକାଲ ବୋର୍ଡ: AIIMSର ୫ ଡାକ୍ତର କରିବେ
ନୂଆଦିଲ୍ଲୀ: ତିହାର ଜେଲରେ ଅସୁସ୍ଥତା ଯୋଗୁଁ ଚିକିତ୍ସା ଖୋଜିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଚେକ୍-ଅପ୍ ପାଇଁ ଗଠନ କରାଯାଇଛି ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ।…
Big Breaking; ଆଜି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୧୨୦୨ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା
ନୂଆଦିଲ୍ଲୀ: ଆଜି ଦେଶରେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟଗ୍ରହଣ କରାଯିବ । ଦେଶର ମୋଟ ୮୮ଟି ଲୋକସଭା…
(Video) ଆଇପିଏଲ ମ୍ୟାଚ ସମୟରେ ଭୋଟିଂ ପାଇଁ ଅପିଲ କଲେ ସୁନୀଲ ଗାଭାସ୍କର, କମେଣ୍ଟ୍ରି ଭିଡିଓ ଶେୟାର କଲେ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ: ଏପ୍ରିଲ ୧୯ ତାରିଖରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ଆସନ୍ତା ୨୬ରେ ଦେଶର ୧୩ଟି ରାଜ୍ୟର ୮୮ଟି ଆସନରେ ଭୋଟ ଗ୍ରହଣ…
(Video) ଦିବ୍ୟାଙ୍ଗ ଉପତ୍ୟକାକୁ ଦେଶ ସହିତ ସଂଯୋଗ କରୁଥିବା ରାଜପଥ ଭୂସ୍ଖଳନରେ ଧୋଇଗଲା, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଅରୁଣାଚଳ ଏବଂ ଚୀନ ସୀମାରେ ଆଜି ଭୟଙ୍କର ବର୍ଷା ହୋଇଛି । ଏଥିରେ ସୀମାବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହୋଇଛି । ଚୀନ- ଅରୁଣାଚଳପ୍ରଦେଶରେ ଲଗାତାର ବର୍ଷା ଲାଗି ରହିଥିବାରୁ ଆଖପାଖ ଅଞ୍ଚଳର ଲୋକମାନେ ଅନେକ…
ସରିନି ଖରାର ଉତ୍ତାପ: ମେ’ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ରହିବ ତାତି, ସିଝିବ ଓଡ଼ିଶା!
ଭୁବନେଶ୍ୱର: ପ୍ରକୃତିର ତାଣ୍ଡବରେ କଲବଲ ହେଉଛି ସାରା ଓଡ଼ିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଗାମୀ ଦିନକୁ ନେଇ ରେଡ ସିଗନାଲ ଦେଇଛି ହିଟୱେଭ । ଆଗକୁ ତାପମାତ୍ରା ଜାରି…
ବାପା-ମାଆଙ୍କ ପରେ ପିଲାଙ୍କ ହାତରେ ରାଜନୀତି ଡୋରୀ: କେନ୍ଦ୍ରାପଡ଼ାରେ ନେତାଙ୍କ ଉତ୍ତରାଧିକାରୀଙ୍କୁ ମିଳୁଛି ଟିକେଟ
ଭୁବନେଶ୍ୱର: ରାଜ୍ୟ ରାଜନୀତିରେ କେନ୍ଦ୍ରାପଡାର ରାଜନୀତି ସବୁବେଳେ ଚର୍ଚ୍ଚାରେ ଥାଏ । ସାରା ଦେଶରେ ପରିବାରବାଦକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିବାବେଳେ । ଏହାର ଏକ ବେମାରି କେନ୍ଦ୍ରାପଡାକୁ ଘାରିଯାଇଛି । ଏହି…
ଦମଦାର ରେକର୍ଡରେ ‘କଳଙ୍କ’ ଲଗାଇଦେଲେ ଋଷଭ: ମୋହିତଙ୍କ ନାଁରେ ଲଜ୍ଜାଜନକ ରେକର୍ଡ
ନୂଆଦିଲ୍ଲୀ: କାଲି ଥିଲେ ଦଳର ସୁପରଷ୍ଟାର, କିନ୍ତୁ ଆଜି ମୁଣ୍ଡରେ ଲାଗିଛି କଳଙ୍କର ଚିହ୍ନ । ଗୁଜୁରାଟ ଟାଇଟନ୍ସର ସର୍ବଶ୍ରେଷ୍ଠ ବୋଲରଙ୍କୁ ଆଜି ବଦନାମ କରିଛି ଦିଲ୍ଲୀର ବ୍ୟାଟିଂ ଡିପାର୍ଟମେଣ୍ଟ । ଆଇପିଏଲ ଇତିହାସରେ…
‘ଦୁର୍ବଳ’ ହେଉଛି Horlicks, କମୁଛି ‘Health Lable’: ଆସ୍ଥା ତୁଟିବା ପରେ ବଦଳିବ ନାଁ
ନୂଆଦିଲ୍ଲୀ: ଦୀର୍ଘ ବର୍ଷରୁ ସ୍ୱାସ୍ଥ୍ୟକର ପାନୀୟ ଦ୍ରବ୍ୟ ଭାବରେ ହରଲିକ୍ସ ଦେଶବାସୀଙ୍କ ଭରସା ହୋଇ ରହିଛି । ହରଲିକ୍ସ ପିଇବା ଦ୍ୱାରା ମଣିଷ ଶରୀର ସୁସ୍ଥ ରହିବା ସହ ମାନସିକ ତଥା ଶାରୀରିକ ବିକାଶ ହୁଏ ବୋଲି ବିଶ୍ୱାସ…
(Video) ସ୍କୁଲ ଛୁଟିରେ ପିଲାଙ୍କୁ ମିଳିବ ରାସନ୍: ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନାରେ ଦିଆଯିିବ ଚାଉଳ
ଓଡ଼ିଶା ଭାସ୍କର: ଆଜିଠାରୁ ଓଡ଼ିଶାର ସମସ୍ତ ସ୍କୁଲରେ ଖରା ଛୁଟି ହୋଇଯାଇଛି । ଅସହ୍ୟ ଗରମ ଏବଂ ପ୍ରବଳ ତାତି ଯୋଗୁଁ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଛୁଟି ଘୋଷଣା କରାଯାଇଛି । ତେବେ ଛୁଟିଦିନ ସମୟରେ ମଧ୍ୟ ପିଲାମାନଙ୍କ…
Wild Card Entryରେ ଟି-୨୦ ବିଶ୍ୱକପ ଖେଳିବେ ଧୋନୀ! ଟିମ ଇଣ୍ଡିଆରେ ମିଳିବ ସୁଯୋଗ
ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି ଚେନ୍ନାଇର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ । ବର୍ତ୍ତମାନ ସୁଦ୍ଧା ୨୬୦ ରୁ ଅଧିକ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରି ଧୋନୀ ନିଜ ପୁରୁଣା ରୂପ ଦେଖାଇଛନ୍ତି…