Browsing Category

ଖବର

ସୁପ୍ରିମକୋର୍ଟର ୪୯ ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ୍ ଉଦୟ ଉମେଶ ଲଲିତ, ଆସନ୍ତା ୨୭ରେ ନେବେ ଶପଥ

ନୂଆଦିଲ୍ଲୀ (ଭାସ୍କର ନ୍ୟୁଜ):  ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଉଦୟ ଉମେଶ ଲଲିତଙ୍କୁ ନିଯୁକ୍ତି ଦିଆଯାଇଛି । ଏ ସମ୍ପର୍କିତ ଏକ ବିଜ୍ଞପ୍ତିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି ।…

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ରାଜ୍ୟବାସୀଙ୍କୁ ରକ୍ଷାବନ୍ଧନର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ରକ୍ଷାବନ୍ଧନ ଅବସରରେ ଓଡ଼ିଶା ବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । କୋଭିଡକୁ ଦୃଷ୍ଟିରେ ରଖି ଗହଳି ନ କରି…

୧୩ରେ ଆସୁଛି ଆଉ ଏକ ଲଘୁଚାପ: ରାଜ୍ୟରେ ଥମୁନି ଲଗାଣ ବର୍ଷା, ବଢୁଛି ଲୋକଙ୍କ ଦୁର୍ଦ୍ଦଶା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ପରେ ସାରା ରାଜ୍ୟରେ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସାଙ୍ଗକୁ…

କର୍ମଚାରୀମାନଙ୍କୁ ବରଖାସ୍ତ କରିବା ପରେ ବହୁତ କାନ୍ଦିଲେ ସିଇଓ, ଏହି ପୋଷ୍ଟ ପଢିବା ପରେ ଆପଣ ମଧ୍ୟ ଭାବପ୍ରବଣ ହୋଇଯିବେ

ନୂଆଦିଲ୍ଲୀ: କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୀକାରୀ(ସିଇଓ) ନିଜ କମ୍ପାନୀର କର୍ମଚାରୀମାନଙ୍କୁ ଛଟେଇ କରିବା ପରେ ସୋସିଆଲ ମିଡିଆରେ କାନ୍ଦିଛନ୍ତି । ଏହା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି…

Video: ଆଠ ଘଣ୍ଟା ଡ୍ୟୁଟି ପରେ ମିଳିଲା ଏମିତି ଖାଦ୍ୟ, ଖାଇବା ଥାଳି ଦେଖାଇ କାନ୍ଦିଲେ କନଷ୍ଟେବଳ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲାର ପୋଲିସ୍ କନଷ୍ଟେବଳ ଖରାପ ଖାଦ୍ୟକୁ ନେଇ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମନୋଜ ନାମକ କନଷ୍ଟେବଳ ଦିଆଯାଇଥିବା ଖାଦ୍ୟକୁ ନେଇ କାନ୍ଦୁଥିବା ଦେଖିବାକୁ…

ଆପରେ ପ୍ରେମିକା ବଦଳରେ ମିଳିଲା ଭଉଣୀ: ରାକ୍ଷୀକୁ ନେଇ ଯୁବକଙ୍କ ମନ କୁଣ୍ଢେମୋଟ

ନୂଆଦିଲ୍ଲୀ: ଆଜିକାଲିର ଯୁବ ପିଢି ଗାର୍ଲଫ୍ରେଣ୍ଟ ବୟଫ୍ରେଣ୍ଡ ଖୋଜିବାରେ ବ୍ୟସ୍ତ ରହୁଛନ୍ତି । ଏପରିକି ଗୋଟେ ଭଲ ଜୀବନସାଥୀ ଖୋଜିବା ପାଇଁ ଅନେକ ସୋସିଆଲ ସାଇଟ୍ ଓ ଆପର ମଧ୍ୟ ବ୍ୟବହାର କରୁଛନ୍ତି । କିନ୍ତୁ ଏହାରି…

ଡେଙ୍ଗୁର ଶୀକାର ହେଲେ ବଲିଉଡ ବିୟୁଟି କଙ୍ଗନା: ପ୍ରଡକ୍ସନ ହାଉସ ପକ୍ଷରୁ ସୂଚନା

ମୁମ୍ବାଇ: ଆଜିକାଲି ରାଜ୍ୟ ତଥା ଦେଶରେ ଡେଙ୍ଗୁ ଜ୍ୱର ବ୍ୟାପିବାର ଲାଗିଛି । ଅନେକ ଲୋକଙ୍କୁ ଏହି ଜ୍ୱର ହେଉଥିବା ବେଳେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଡେଙ୍ଗୁର ଶୀକାର ହୋଇଛନ୍ତି । ଏନେଇ କଙ୍ଗନାଙ୍କ…

ଗ୍ରାହକଙ୍କ ପାଇଁ ନୂଆ ଟୋଲ-ଫ୍ରି ନମ୍ବର ଜାରି କଲା ଭାରତାୟ ଷ୍ଟେଟ୍ ବ୍ୟାଙ୍କ(SBI): ଜାଣନ୍ତୁ କଣ ମିଳିବ ସୁବିଧା

ନୂଆଦିଲ୍ଲୀ: ଗ୍ରାହକମାନେ ସହଜରେ ମନେ ରଖିବା ଭଳି ଗ୍ରାହକ ସେବା ଟୋଲ ଫ୍ରି ନମ୍ବର ଜାରି କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ଏହି ନମ୍ବରଟି ହେଉଛି ୧୮୦୦-୧୨୩୪ ଓ ୧୮୦୦-୨୧୦୦ । ଯାହାଫଳରେ ଏହି ବ୍ୟାଙ୍କର ଖାତା…

PM Kisaan Yojanaରେ ହିତାଧିକାରୀଙ୍କ ପାଇଁ ଖୁସିଖବର: ଏହି କୃଷକମାନେ ପାଇବେ ୧୨ତମ କିସ୍ତି

ନୂଆଦିଲ୍ଲୀ: ଦେଶର କୃଷକମାନଙ୍କ ସମୃଦ୍ଧି ଏବଂ ବିକାଶ ପାଇଁ ଆରମ୍ଭ ହୋଇଥିବା ପିଏମ କିସାନ ସମ୍ମାନ ନିଧି ଯୋଜନାର ଦ୍ୱାଦଶ କିସ୍ତିକୁ ପ୍ରାୟ ୧୦ କୋଟି କୃଷକ ଅପେକ୍ଷା କରି ରହିଛନ୍ତି । ଏବେ ଏହାକୁ ନେଇ ଏକ ବଡ ଖବର…

ଆଇସିସି ବୋଲିଂ ମାନ୍ୟତା: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦମ୍‌ଦାର ପ୍ରଦର୍ଶନ ପରେ ଉପରକୁ ମହିଳା କ୍ରିକେଟର୍ ରେଣୁକା ସିଂଙ୍କ

ଦୁବାଇ: ଭାରତୀୟ ମହିଳା କ୍ରିକେଟ ଦଳର ଅନ୍ୟତମ ବୋଲର ରେଣୁକା ସିଂ ଇଂଲଣ୍ଡରେ ଅନୁଷ୍ଠିତ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସର୍ବାଧିକ ୧୧ ୱିକେଟ୍‌ ଅକ୍ତିଆର କରି ଆଇସିସି ବୋଲିଂ ମାନ୍ୟତାରେ ଯଥେଷ୍ଟ ଉନ୍ନତି ଆଣିଛନ୍ତି । ଏହି…