Browsing Category
ଖବର
ଗୁଡ଼ି ଉଡ଼ାଇବା ପାଇଁ ଜାରି ହେଲା ଗାଇଡଲାଇନ୍: ମନେ ରଖନ୍ତୁ ଏହି ନିୟମ…
ବାଲେଶ୍ୱର: ବାଲେଶ୍ୱର ସହରରେ ଗୁଡ଼ି ଉଡ଼ାଇବା ଉପରେ ଲାଗିଛି କଟକଣା । ୨ ଦିନରେ ଗୁଡ଼ି ଉଡ଼ାଇବା ସମୟରେ ୨ଟି ବଡ଼ ଅଘଟଣ ଘଟିବା ପରେ ସରକାର ଏଭଳି ଏକ ପଦକ୍ଷେପ ନେଇଛନ୍ତି । ଗତ ୨ ଦିନ ଭିତରେ ଗୁଡ଼ି ସୂତାରେ ୨ ଜଣ ଆହତ ହେବା…
ମାର୍କେଟରେ ଭେଣ୍ଡି କିଲୋ ୪୬୦ ଟଙ୍କା, ଟମାଟୋ ୧୪୦ ଟଙ୍କା…. ଆକାଶଛୁଆଁ ଦାମରେ ବିକ୍ରି ହେଉଛି ପରିବା
ନୂଆଦିଲ୍ଲୀ: ବର୍ତ୍ତମାନ ମହଙ୍ଗା ମାଡ଼ ସାଧାରଣ ଲୋକଙ୍କୁ କଲବଲ କରୁଛି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହେଉ କି ପେଟ୍ରୋଲ-ଡିଜେଲ ଦର ବା ପନିପରିବା । ସବୁଠି ଲୋକମାନେ ଦରବୃଦ୍ଧି ମାଡ଼ରେ ଚାପି ହୋଇ ଯାଉଛନ୍ତି । ଯାହା ଫଳରେ…
ଅଭିନେତା ସାତ୍ୟକୀ ମିଶ୍ରକୁ ନେଇ ଆସିଲା ବଡ଼ ଖବର; କିଛିଦିନ ପୂର୍ବରୁ କ୍ୟାନ୍ସର ଭଳି ରୋଗରେ ହୋଇଥିଲେ ପିଡୀତ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଅଭିନେତା ସାତ୍ୟକୀ ମିଶ୍ରକୁ ନେଇ ଆସିଲା ବଡ଼ ଖବର, କିଛିଦିନ ପୂର୍ବରୁ କ୍ୟାନ୍ସର ଭଳି ରୋଗରେ ହୋଇଥିଲେ ପିଡୀତ। ଭଲହେବା ପରେ ନିଶା ସେବନ ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ଅନୁରୋଧ କଲେ…
(Video) ଘନକୁହୁଡ଼ି କାରଣରୁ ସଡ଼କ ଦୁର୍ଘଟଣା: ସାହାଯ୍ୟ କରିବା ପରିବର୍ତ୍ତେ ଗାଡ଼ିରେ ଥିବା କୁକୁଡ଼ାଙ୍କୁ ବୋହିନେଲେ ଲୋକେ
ନୂଆଦିଲ୍ଲୀ: କୁକୁଡ଼ା ଡକାୟତିର ଏକ ଭିଡିଓ ସାମ୍ନାକୁ ଆସିଛି। ବାସ୍ତବରେ ବୁଧବାର ଦିନ ଘନ କୁହୁଡ଼ି ହେତୁ ଆଗ୍ରା ଜାତୀୟ ରାଜପଥରେ ଦୁର୍ଘଟଣାରେ ଅନେକ ଗାଡି ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଯେଉଁ ଗାଡିରେ କୁକୁଡ଼ା…
ଅଟା–ଡାଲି ପରେ ଏବେ ମିଳିବ ‘ଭାରତ ଚାଉଳ’: ମୂୂଲ୍ୟ ମାତ୍ର ୨୫ ଟଙ୍କା
ନୂଆଦିଲ୍ଲୀ: ବର୍ତ୍ତମାନ ମହଙ୍ଗା ମାଡ଼ରୁ ଟିକିଏ ଆଶ୍ୱସ୍ତି ପାଇବେ ସାଧାରଣ ଜନତା । ଭାରତ ଅଟା ଏବଂ ଭାରତ ଡାଲି ପରେ ଏବେ ସରକାର ଆଣୁଛନ୍ତି ଭାରତ ଚାଉଳ । ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼ରୁ ମୁକ୍ତି ଦେବା ପାଇଁ ସରକାର…
ନୂଆ ବର୍ଷ ପାଇଁ ଆକ୍ସନ ମୋଡରେ କମିଶନରେଟ ପୋଲିସ; ଜିରୋ ନାଇଟ ପାଇଁ ମୁତୟନ ହେବେ ୫୦ପ୍ଲାଟୁନ୍ ଫୋର୍ସ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନୂଆ ବର୍ଷ ପାଇଁ ଆକ୍ସନ ମୋଡରେ କମିଶନରେଟ ପୋଲିସ । ରୋଡ ରୋମିଓ ସାବଧାନ! ରାସ୍ତାରେ ବୁଲିବ ସିପିଙ୍କ ସ୍କ୍ୱାଡ୍ । ଜିରୋ ନାଇଟ ପାଇଁ ୫୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ । ନୂଆ…
ପର୍ଯ୍ୟଟକଙ୍କ ଲାଗି ଏକ ବଡ ଖୁସି ଖବର, ନନ୍ଦନକାନନକୁ ଚିତା ବାଘ ସହ ଆସିବେ ଏହି ନୂଆ ଅତିଥି
ଭୁୁବନେଶ୍ୱର: ପର୍ଯ୍ୟଟକଙ୍କ ଲାଗି ଏକ ବଡ ଖୁସି ଖବର । ଆସନ୍ତା ଜାନୁୟାରୀ ମାସରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ବହୁ ନୂଆ ଅତିଥି । ପ୍ରଥମ ଥର ଲାଗି ନନ୍ଦନକାନନକୁ ଆସିବ ଚିତାବାଘ । ଦୁବାଇ ଚିଡିଆଖାନା ସହ…
କେବେ ବି ଥମିବନି କରୋନା! JN.1 ପରେ ଆସିବ ଆହୁରି ଖତରନାକ କୋଭିଡ ଭାଇରସ୍…
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ କରୋନା ମହାମାରୀ ପୁଣି ଏକ ବଡ଼ ଚିନ୍ତା ହୋଇ ଠିଆ ହୋଇଛି । ଭାରତର ବିଭିନ୍ନ ରାଜ୍ୟରୁ ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ଶହ ଶହ ଲୋକଙ୍କୁ ସଂକ୍ରମଣ କରିସାରିଛି କରୋନାର ନୂଆ…
ଇଏ ଏୟାରପୋର୍ଟ ନା ବସ୍ଷ୍ଟାଣ୍ଡ; ଯାତ୍ରୀଙ୍କ ପାଇଁ ରହିଛି ଖାଦ୍ୟ, ବସ୍ତ୍ର, କସ୍ମେଟିକ ଓ ଔଷଧ ଦୋକାନର ସୁବିଧା
ଭୁବନେଶ୍ବର: (ଓଡ଼ିଶା ଭାସ୍କର)୧୫.୫ ଏକର ଜାଗା ଉପରେ ଠିଆ ହୋଇଛି ରାଜ୍ୟର ପ୍ରମୁଖ ବରମୁଣ୍ଡା ବସ୍ଷ୍ଟାଣ୍ଡ । ନୂଆବର୍ଷରେ ଆରମ୍ଭ ହେବ ନୂଆ ବସ୍ଷ୍ଟାଣ୍ଡ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ । ଯାତ୍ରୀଙ୍କ ଲାଗି…
ଜବରଦସ୍ତ ଲୁକ୍ ଆଉ ଷ୍ଟାଇଲିସ୍ ଡିଜାଇନ୍: ଅରୁନ୍ଧତୀ ମୋଟୋବାଇକସ୍ ଲଞ୍ଚ୍ କଲା “Hero Karizma XMR”
ଭୁବନେଶ୍ୱର: ଅଟୋମୋବାଇଲ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାମ ତଥା ହିରୋ ମୋଟୋକର୍ପ ଲିମିଟେଡ । ଏହାର ଜଣେ ପ୍ରାଧିକୃତ ଡିଲର ଅରୁନ୍ଧତୀ ମୋଟୋବାଇକସ୍ ଭୁବନେଶ୍ୱରର ଲୁଇସ୍ ରୋଡରେ କମ୍ପାନୀ ତରଫରୁ ନୂଆ ମାଷ୍ଟରସିପ୍ ନୂଆ Hero…